No Result
View All Result


ଓଡ଼ିଶା ତାଜା ନ୍ୟୁଜ (୩୧ ଅକ୍ଟୋବର,ସୋମବାର ) ପଡ଼ିଆ :- ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ଵାପାନପାଲ୍ଲୀ ପଞ୍ଚାୟତରେ ଡ଼ଃ ଆମ୍ବେଦକର ଯୁବ ସଂଘ ଆନୁକୁଲ୍ୟରେ ଅନ୍ତରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଆଜିର ଏହି ଉଦଘାଟନୀ ଫୁଟବଲ ଟୁର୍ନାମେଣ୍ଟରେ ମୁଖ୍ୟ ଅତିଥି ଭାବେ ପଡ଼ିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଯମୁନା ମୁସାକି, ସମ୍ମାନୀୟ ଅତିଥି ଭାବେ ପଡ଼ିଆ ବ୍ଳକ ସାଂସଦ ପ୍ରତିନିଧି ସି ଏଚ ରେଵିଡ କୁମାର, ଵାପାନପାଲ୍ଲୀ ପଞ୍ଚାୟତ ସରପଞ୍ଚ ମେଧା ଵାଗାମ,
ସମିତି ସଭ୍ୟ ନନ୍ଧା ମାଡକାମି, ଯୁବ ଜନତା ଦଳର ସେକ୍ରେଟାରୀ ଦୀପକ ମିର୍ଦ୍ଧା, ବିଜୁ ଜନତା ଦଳର ସଭାପତି ଗୈାରପଦ ବିଶ୍ବାସ ଓ ରାମା ପ୍ରମୁଖ ଯୋଗ ଦେଇଥିଲେ। ଏହି ଟୁର୍ନାମେଣ୍ଟ ଆୟୋଜକ ଥିଲେ ସ୍ଥାନୀୟ ଅଞ୍ଚଳର ସରପଞ୍ଚ ମେଧା ଵାଗାମ, ସମିତି ସଭ୍ୟ ନନ୍ଧା ମାଡକାମି, ଦୀପକ ମିର୍ଦ୍ଧା, ଗୈାରପଦ ବିଶ୍ବାସ, ମନୋଜ କବାସୀ, ବିଜୟ କାର୍ତ୍ତାମୀ,ମୁକା, ବଜା, ତାପସ ଓ ଇର୍ମା ପ୍ରମୁଖ । ଖେଳ ଦେଖିବାକୁ ଆଖ-ପାଖ ଅଞ୍ଚଳର ଅନେକ ଖେଳ ପ୍ରେମି ଭିଡ଼ ଦେଖିବାକୁ ମିଳିଥିଲା ।

No Result
View All Result