
ଜେମା କ୍ରିଏସନ ୱାର୍ଲଡ଼ ତରଫରୁ ପୁଣି ଏକ ମ୍ୟୁଜିକ ଆଲବମ ଗୀତ ପ୍ରଭୁପାଦଙ୍କ ନୂଆ ଗୀତ ‘ପୁନେଇଁ ଜହ୍ନ’ ରିଲିଜ ହୋଇଛି ।
ସ୍ୱାଗତ ପାତ୍ରଙ୍କ ନିର୍ଦ୍ଦେଶନାରେ ନବାଗତ ଅର୍ଜୁନ ଓ ପ୍ରିୟଙ୍କା ଅଭିନୟ କରିଛନ୍ତି । ଜେମା କ୍ରିଏସନର ଏହା ୨୫ ତମ ଗୀତ । ଏହି ଗୀତ ପୂର୍ବରୁ ଅନେକ ଭଜନ ତଥା ରାଜନୈତିକ ଗୀତ ପୂର୍ବରୁ ମନ ମୋହିଛି ।

© 2023 Odisha Taza News.