• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଦୀପାବଳି ସମୟରେ ସୁରକ୍ଷିତ ରୁହନ୍ତୁ

Proprietor Abhimanyu Maharana by Proprietor Abhimanyu Maharana
October 23, 2022
in ଓଡ଼ିଶା, ମନୋରଞ୍ଜନ, ମହାନଗର, ହୋମ୍
0
ଦୀପାବଳି ସମୟରେ ସୁରକ୍ଷିତ ରୁହନ୍ତୁ
Share on FacebookShare on TwitterWhatsapp

ଦୀପାବଳି ଆଲୋକ ଏବଂ ଖୁସିର ପର୍ବ, ବାଣ ଫୁଟାଇବାର ପର୍ବନୁହେଁ

ଓଡ଼ିଶା ତାଜା ନ୍ୟୁଜ (୨୩ ଅକ୍ଟୋବର ରବିବାର ) ଭୁବନେଶ୍ୱର :-  ଦୀପାବଳି ଆଲୋକ ଏବଂ ଖୁସିର ପର୍ବ, ବାଣ ଫୁଟାଇବାର ପର୍ବନୁହେଁ । ତେଣୁ ଆସନ୍ତୁ ଆମ ଆଖପାଖରେ ଥିବା ଲୋକଙ୍କ ପ୍ରତି ଧ୍ୟାନ ଦେବା ଏବଂ ପରିବେଶ ପ୍ରତି ସଜାଗ ରହି ସୁରକ୍ଷିତ ଓ ସୁସ୍ଥ ଦୀପାବଳି ପାଳନ କରିବା । ପ୍ରତ୍ୟେକ ପିଲା ବାଣ ଫୁଟାଇବା ସମୟରେ ବୟସ୍କ ବ୍ୟକ୍ତି ତାହା ଉପରେ ନଜର ରଖିବା ଆବଶ୍ୟକ ଏବଂ ଅଗ୍ନିକାଣ୍ଡ ଜନିତ ଆଘାତ ଓ ଜଟିଳତାକୁ ଏଡ଼ାଇବା ପାଇଁ ଆମେ ସମସ୍ତେ ଉପଯୁକ୍ତ ସତର୍କତା ଅବଲମ୍ବନ କରାଯିବା ଉଚିତ୍ ବୋଲି କୁହନ୍ତି ଡକ୍ଟର ଶ୍ରୀକାନ୍ତ କୁମାର ସାହୁ, ଚକ୍ଷୁରୋଗ ବିଶେଷଜ୍ଞ, ମିଥୁ ତୁଳସୀ ଚନ୍ନରାଇ କ୍ୟାମ୍ପସ୍‌,ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍‌, ଭୁବନେଶ୍ୱର ।

ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍‌– ରୋଗୀଙ୍କ ପାଇଁ ଜରୁରୀକାଳୀନ ହେଲପଲାଇନ୍ ନମ୍ୱର-୦୬୭୪ ୨୬୫୩୦୦୫ / ୨୬୫୩୨୨୦ ଦୀପାବଳିରେ କଣ କରିବା ଉଚିତ୍ – କେବଳ ସ୍ୱୀକୃତିପ୍ରାପ୍ତ ବିକ୍ରେତାଙ୍କ ଠାରୁ ବାଣ କିଣନ୍ତୁ ଏବଂ ୨ ଦିନ ପାଇଁ ବାଣଗୁଡ଼ିକୁ ଖରାରେ ଶୁଖାନ୍ତୁ । ବାଣଗୁଡ଼ିକୁ ଏକ କାର୍ଡବୋର୍ଡରେ ଭର୍ତି କରି ପିଲାଙ୍କ ହାତପାଆନ୍ତାରୁ ଦୂରରେ ଗ୍ୟାସ୍ ସିଲିଣ୍ଡର କିମ୍ବା ଅଏଲ୍ କ୍ୟାନ୍ ପରି ଜ୍ୱଳନଶୀଳ ପଦାର୍ଥ ନଥିବା ସ୍ଥାନରେ ରଖନ୍ତୁ । ବାଣ ଫୁଟାଇବାକୁ ପିଲାମାନଙ୍କୁ ଏକୁଟିଆ ଛାଡ଼ନ୍ତୁ ନାହିଁ । ବାଣ ଫୁଟାଇବା ସମୟରେ ସର୍ବଦା ସୁରକ୍ଷାମୂଳକ ଚଷମା ବ୍ୟବହାର କରନ୍ତୁ । କେବଳ ଜଣେ ବ୍ୟକ୍ତି ଏକ ସମୟରେ ବାଣ ଫୁଟାଇବା ଉଚିତ୍ ଅନ୍ୟମାନେ ନିରାପଦ ଦୂରତାରୁ ଏହାକୁ ଦେଖିବା ଉଚିତ୍ । ଖୋଲା ସ୍ଥାନରେ ହିଁ ବାଣ ଫୁଟାନ୍ତୁ ।

ବାଣରେ ଅଗ୍ନି ସଂଯୋଗ କରିବା ପାଇଁ ସର୍ବଦା ଏକ ଲମ୍ବା ମହମବତୀ କିମ୍ବା ଫୁଲଝରୀ ବ୍ୟବହାର କରନ୍ତୁ । ପାଖରେ ଦୁଇବାଲ୍ଟି ପାଣି ରଖନ୍ତୁ –ପୋଡ଼ି ଗଲେ, ପ୍ରଭାବିତ ସ୍ଥାନରେ ଯଥେଷ୍ଟ ମାତ୍ରାରେ ପାଣି ଢାଳନ୍ତୁ । ଆଘାତ ଲାଗିବା କ୍ଷେତ୍ରରେ ତୁରନ୍ତ ଡାକ୍ତରଖାନାକୁ ନିଅନ୍ତୁ । ନିଜେ ନିଜେ ଔଷଧ ସେବନ କରନ୍ତୁ ନାହିଁ । ବଡ଼ ଆକାରରେ ପୋଡ଼ାଜଳା ହୋଇଥିଲେ, ନିଆଁ ଲିଭାଇବା ପରେ, ପୀଡ଼ିତଙ୍କୁ ଏକ ସଫା ବେଡସିଟରେ ଘୋଡ଼ାଇ ଡାକ୍ତରଖାନାକୁ ନିଅନ୍ତୁ । ଦୀପାବଳିରେ କଣ କରିବା ଅନୁଚିତ୍‌- ହାତରେ ଗୁଡ଼ାଏ ବାଣ ଧରିଥିବା ବେଳେ ସେଥିରେ ଅଗ୍ନି ସଂଯୋଗ କରନ୍ତୁ ନାହିଁ । ବାଣରେ ଅଗ୍ନିସଂଯୋଗ କରିବା ସମୟରେ ତାହାକୁ ନଇଁ ପଡ଼ି ଦେଖନ୍ତୁ ନାହିଁ ।

ବୋତଲ, ଟିଣ ପାତ୍ର କିମ୍ବା ଓଲଟି ପଡିଥିବା କୁଣ୍ଡରେ ବାଣ ଜଳାନ୍ତୁ ନାହିଁ – ଏହା ଅତ୍ୟନ୍ତ ବିପଜ୍ଜନକ ହୋଇପାରେ । ଅଗ୍ନି ସଂଯୋଗ କରିବା ପରେ ଫୁଟି ନ ଥିବା ବାଣ ପାଖକୁ ସଙ୍ଗେ ସଙ୍ଗେ ନ ଯାଇ କିଛି ସମୟ ଅପେକ୍ଷା କରନ୍ତୁ । ବଳକା ବାଣକୁ ସଂଗ୍ରହ କରି ନିଜେ ନୂଆ ବାଣ ତିଆରି କରନ୍ତୁ ନାହିଁ । ପକେଟରେ ବାଣ ରଖନ୍ତୁ ନାହିଁ । ଜଳନ୍ତା ମହମବତୀ, ଦୀପ କିମ୍ବା ଅଗରବତୀ ନିକଟରେ ବାଣ ରଖନ୍ତୁ ନାହିଁ । ବାଣ ଫୁଟାଇବା ସମୟରେ ସିନ୍େଥଟିକ୍ ପୋଷାକ କିମ୍ବା ଢିଲା ପୋଷାକ ପିନ୍ଧନ୍ତୁ ନାହିଁ – କେବଳ ମୋଟା ସୂତାର ପୋଷାକ ପିନ୍ଧନ୍ତୁ ଏବଂ ସମସ୍ତ ପୋଷାକକୁ ସଠିକ୍‌ ଭାବରେ ପିନ୍ଧିଥିବା ସୁନିଶ୍ଚିତ କରନ୍ତୁ । ଯଦି ପ୍ରବଳ ପବନ ହୁଏ ତେବେ ଉପରକୁ ଉଠୁଥିବା ଆତସବାଜିରେ ଅଗ୍ନିସଂଯୋଗ କରନ୍ତୁ ନାହିଁ । ଜଳିଯାଇଥିବା ସ୍ଥାନରେ କ୍ରିମ୍ କିମ୍ବା ମଲମ କିମ୍ବା ତେଲ ଲଗାନ୍ତୁ ନାହିଁ, ଏହା କରିବା ବଦଳରେ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଅନ୍ତୁ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଜ୍ୟସ୍ତରୀୟ ଟାଇକୋଣ୍ଡରେ ପ୍ରତିଯୋଗିତାରେ ନୟାଗଡ ଜିଲ୍ଲାକୁ ୨ ସ୍ବର୍ଣ୍ଣ, ୩ ରୌପ୍ୟ ଏବଂ ୨ କାଂସ୍ୟ ପଦକ

ରାଜ୍ୟସ୍ତରୀୟ ଟାଇକୋଣ୍ଡରେ ପ୍ରତିଯୋଗିତାରେ ନୟାଗଡ ଜିଲ୍ଲାକୁ ୨ ସ୍ବର୍ଣ୍ଣ, ୩ ରୌପ୍ୟ ଏବଂ ୨ କାଂସ୍ୟ ପଦକ

April 28, 2026
ପୁରୀ ଜିଲ୍ଲା ଧାନ ସଂଗ୍ରହ ମକିଟି ବୈଠକ

ପୁରୀ ଜିଲ୍ଲା ଧାନ ସଂଗ୍ରହ ମକିଟି ବୈଠକ

April 28, 2026
Junior & Senior Artistic Gymnastics National Championships 2026–27

Junior & Senior Artistic Gymnastics National Championships 2026–27

April 28, 2026
ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

April 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଜ୍ୟସ୍ତରୀୟ ଟାଇକୋଣ୍ଡରେ ପ୍ରତିଯୋଗିତାରେ ନୟାଗଡ ଜିଲ୍ଲାକୁ ୨ ସ୍ବର୍ଣ୍ଣ, ୩ ରୌପ୍ୟ ଏବଂ ୨ କାଂସ୍ୟ ପଦକ

ରାଜ୍ୟସ୍ତରୀୟ ଟାଇକୋଣ୍ଡରେ ପ୍ରତିଯୋଗିତାରେ ନୟାଗଡ ଜିଲ୍ଲାକୁ ୨ ସ୍ବର୍ଣ୍ଣ, ୩ ରୌପ୍ୟ ଏବଂ ୨ କାଂସ୍ୟ ପଦକ

April 28, 2026
ପୁରୀ ଜିଲ୍ଲା ଧାନ ସଂଗ୍ରହ ମକିଟି ବୈଠକ

ପୁରୀ ଜିଲ୍ଲା ଧାନ ସଂଗ୍ରହ ମକିଟି ବୈଠକ

April 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version