No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧୬ ଅକ୍ଟୋବର ରବିବାର) ଚିଲିକା/ବାଲୁଗାଁ :- ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ୭୭ତମ ଜନ୍ମଦିନ ରେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ଦୀର୍ଘାୟୁ କାମନା କରିବା ସହିତ ବାଲୁଗାଁ ମା ଉତରାୟଣୀ ଙ୍କ ଠାରେ ସାମୁହିକ ଦୀପ ପ୍ରଜ୍ବଳନ କରିଥିଲେ ବାଲୁଗାଁ ଏନଏସି ଚେୟାରମ୍ୟାନ ଶ୍ରୀମତୀ ସୁକାନ୍ତି ପାଇକରାୟ, ସମାଜସେବୀ ଓ ମହିଳା ସଂଘଟିକା ଶ୍ରୀମତୀ ସ୍ଵାଗତିକା ଜଗଦେବ,
ସମାଜସେବୀ ଓ ବରିଷ୍ଠ ବିଜେଡି ନେତା ଶ୍ରୀ ଶଙ୍କର ପାଇକରାୟ, ଉପନଗରପାଳ ଶ୍ରୀ ଭଗବାନ ପ୍ରଧାନ, ବିଧାୟକ ପ୍ରତିନିଧି ଶ୍ରୀ ପ୍ରକାଶ ପ୍ରଧାନ, ଏମପି ପ୍ରତିନିଧି ଶ୍ରୀ ଅକ୍ଷୟ ରଣସିଂହ, ବିଜେଡି ଯୁବ ନେତା, ସମାଜ ସେବୀ ଶ୍ରୀ ସନ୍ତୋଷ ପାଇକରାୟ, ବିଜେଡି ବାଲୁଗାଁ ନଗର ମଣ୍ଡଳ ସଭାପତି ଶ୍ରୀ ଜୟନ୍ତ ସ୍ୱାଇଁ,
ମୁଖପାତ୍ର ଓ କାଉନସିଲର ଶ୍ରୀ ଅଭିମନ୍ୟୁ ସ୍ୱାଇଁ, ଲଷ୍ମୀଧର ସେଠି,ଶ୍ରୀମତୀ ମମତା ପଣ୍ଡା, ସୁଜାତା ପଣ୍ଡା, ଅନିତା ସ୍ୱାଇଁ, ଡିଜିଟାଲ ସେକ୍ରେଟାରୀ ଶ୍ରୀ ବଟକୃଷ୍ଣ ପ୍ରଧାନ, ଓ ବିଜେଡି ର ଯୁବ, ଛାତ୍ର, ମହିଳା ଓ ବହୁ କର୍ମୀ ଉପସ୍ଥିତ ଥିଲେ .


No Result
View All Result