• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଉତ୍ସାହର ସହିତ ଆରମ୍ଭ ହେଲା ଇଣ୍ଡିଆନ ଡକ୍ୟୁମେଂଟାରୀ ଫିଲ୍ମ ଫେଷ୍ଟିଭାଲ ଅଫ୍ ଭୁବନେଶ୍ୱର ୨୦୨୨

Proprietor Abhimanyu Maharana by Proprietor Abhimanyu Maharana
October 15, 2022
in ଓଡ଼ିଶା, ମନୋରଞ୍ଜନ, ମହାନଗର, ହୋମ୍
0
ଉତ୍ସାହର ସହିତ ଆରମ୍ଭ ହେଲା ଇଣ୍ଡିଆନ ଡକ୍ୟୁମେଂଟାରୀ ଫିଲ୍ମ ଫେଷ୍ଟିଭାଲ ଅଫ୍ ଭୁବନେଶ୍ୱର ୨୦୨୨
Share on FacebookShare on TwitterWhatsapp

ଓଡ଼ିଆ ଫିଲ୍ମ ନିର୍ମାତା ଲିପିକା ସିଂ ଦରାଇଙ୍କର ‘ବ୍ୟାକଷ୍ଟେଜ’ ଫିଲ୍ମ ସହିତ ହୋଇଛି ଆରମ୍ଭ

ଓଡ଼ିଶା ତାଜା ନ୍ୟୁଜ (୧୪ ଅକ୍ଟୋବର ଶୁକ୍ରବାର) ଭୁବନେଶ୍ୱର :- ଇଣ୍ଡିଆନ ଡକ୍ୟୁମେଂଟାରୀ ଫିଲ୍ମ ଫେଷ୍ଟିଭାଲ ଭୁବନେଶ୍ୱର (ଆଇଡିଏଫଏଫବି) ୨୦୨୨ ଅତ୍ୟନ୍ତ ଉତ୍ସାହର ସହ ଆରମ୍ଭ ହୋଇଯାଇଛି । ଏହି ଅବସରରେ ସହରର ସିନେ ପ୍ରେମୀମାନେ ସାରା ବିଶ୍ୱର ଖ୍ୟାତିସମ୍ପର୍ଣ୍ଣ ଚଳଚ୍ଚିତ୍ର ନିର୍ମାତାମାନଙ୍କର ପ୍ରସିଦ୍ଧ ଚଳଚ୍ଚିତ୍ରଗୁଡ଼ିକୁ ଉପଭୋଗ କରିବା ପାଇଁ ଓଡ଼ିଶୀ ରିସର୍ଚ୍ଚ ସେଂଟରରେ ପହଂଚିଛନ୍ତି । ଏକ ଦୀର୍ଘ ସମୟର ବିରତି ପରେ ଫିଲ୍ମ ସୋସାଇଟି ଅଫ ଭୁବନେଶ୍ୱର (ଏଫଏସବି) ଦ୍ୱାରା ଆୟୋଜିତ ଆଇଡିଏଫଏଫବିର ତୃତୀୟ ସଂସ୍କରଣ, ଓଡ଼ିଆ ଫିଲ୍ମ ନିର୍ମାତା ଲିପିକା ସିଂ ଦରାଇଙ୍କ ଫିଲ୍ମ ‘ବ୍ୟାକଷ୍ଟେଜ’ ସହିତ ଆରମ୍ଭ ହୋଇଛି ।

ଓଡ଼ିଶାର ପପିଟିୟରମାନଙ୍କ (କଣ୍ଡେଇନାଚ କରାଉଥିବା ବ୍ୟକ୍ତି) ଜୀବନ ଏବଂ ସମୟକୁ ଏହି ଚଳଚ୍ଚିତ୍ରରେ ଚିତ୍ରଣ କରାଯାଇଛି । ଏଥିରେ ଗ୍ଲୋଭ, ଷ୍ଟିଙ୍ଗ ବା ସୂତା, ରଡ଼ ଏବଂ ଛାୟା ଭଳି ଚାରି ପ୍ରକାର ପପେଟ୍ରି (କଣ୍ଢେଇ ନାଚ) ପ୍ରଦର୍ଶିତ ହୋଇଛି, ଯାହାକୁ ସେମାନଙ୍କର ଅନ୍ତିମ ପିଢ଼ି ଦ୍ୱାରା ପ୍ରଦର୍ଶିତ କରାଯାଇଛି । ଏହି ଫିଲ୍ମଟି ୩୯ତମ ଅସୋଲୋ ଆର୍ଟ ଫିଲ୍ମ ଫେଷ୍ଟିଭାଲ, ଇଟାଲୀ ଏବଂ ୫୨ ତମ ଇଂଟରନାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ, ଆଇଏଫଏଫଆଇ ସମେତ ବିଭିନ୍ନ ଫିଲ୍ମ ଫେଷ୍ଟିଭାଲରେ ମନୋନୀତ ହୋଇଛି । ଏହାର ନିର୍ଦ୍ଦେଶକ ଏବଂ ଦର୍ଶକଙ୍କ ମଧ୍ୟରେ ଏକ ପ୍ରତ୍ୟେକ୍ଷ ବାର୍ତାଳାପ ସହିତ ଏହାର ସ୍କ୍ରିନିଙ୍ଗ ଆରମ୍ଭ କରାଯାଇଥିଲା ।

ପ୍ରଥମ ଦିନରେ ‘ବ୍ୟାକଷ୍ଟେଜ’ ଫିଲ୍ମ ବ୍ୟତୀତ ଛଅଟି ଅନ୍ୟ ଫିଲ୍ମ ମଧ୍ୟ ପ୍ରଦର୍ଶିତ ହୋଇଛି । ଏହି ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ଥୁଭାସରିଙ୍କର ସିଟି ଗର୍ଲ, ଯୋଶୁଆ ୱାଔଡ୍ରୋଙ୍କର ଆର୍ମାଚ୍ୟୋର, କସ୍ତୁରୀ ବାସୁ ଏବଂ ଦ୍ୱାୟୀପୟନ ବାନର୍ଜୀଙ୍କର ବିଡ୍ ଫର୍ ବେଙ୍ଗାଲ, ମଞ୍ଜୁଲ ବୋରହାଙ୍କର କ୍ସେନୋଫୋବିଆ ଏବଂ ପ୍ରିୟା ନରେଶଙ୍କର ସ୍ମଲ ଟାଇମ ସିନେମା । ଏହି ତିନି ଦିନ ବ୍ୟାପୀ ଉତ୍ସବ ରବିବାର ପର୍ଯ୍ୟନ୍ତ ଚାଲିବ, ଯେଉଁଥିରେ ଚଳଚ୍ଚିତ୍ର ଏବଂ କଳା ପ୍ରେମୀମାନେ ଖ୍ୟାତିସମ୍ପର୍ଣ୍ଣ ଫିଲ୍ମ ନିର୍ମାତାଙ୍କର ଚମତ୍କାର ଡକ୍ୟୁମେଂଟାରୀ ଦେଖିବାକୁ ପାଇବେ ।

ସମାନ୍ତରାଳ ସ୍କ୍ରିନିଂ ପାଇଁ ଏହି ସ୍ଥାନରେ ଦୁଇଟି ଜୋନ ରହିଛି । ପ୍ରଥମ ଜୋନ୍‌ରେ ପ୍ରଥମ ଦିନ ପ୍ରିୟା ଥୁଭାସରିଙ୍କର ସିଟି ଗର୍ଲ ଫିଲ୍ମ ସହିତ ଆରମ୍ଭ ହୋଇଛି, ଯାହାକି ଭାରତର ଛୋଟ ସହରରୁ ଆସି ବର୍ତମାନ ଦିଲ୍ଲୀରେ ରହୁଥିବା ଦୁଇଜଣ ଝିଅଙ୍କ କାହାଣୀ । ଉଦଘାଟନୀ ଉତ୍ସବରେ କଲର ଅଫ ଲାଇଫ ନିର୍ଦ୍ଦେଶକ(ପ୍ରବୀଣ ମୋଚ୍ଛାଲେ), ବ୍ୟାକଷ୍ଟେଜ(ଲିପିକା ସିଂ ଦରାଇ) ଏବଂ ଏ ବିଡ ଫର ବେଙ୍ଗାଲ (କସ୍ତୁରୀ ବାସୁ ଏବଂ ଦ୍ୱାୟିପୟନ ବାନର୍ଜୀ) ଙ୍କ ସମେତ ଉତ୍ସବର ଆୟୋଜକ ଶିବପଦ ସ୍ୱାଇଁ ଦର୍ଶକମାନଙ୍କୁ ସମ୍ବୋଧିତ କରିଛନ୍ତି ଏବଂ ସିନେମା ଓ ଜୀବନର ସାମ୍ପ୍ରତିକ ଦୃଶ୍ୟରେ ଡକ୍ୟୁମେଂଟାରୀ ଫିଲ୍ମର ମହତ୍ୱ ପିଷୟରେ ଆଲୋଚନା କରିଛନ୍ତି । ସୁବ୍ରତ ବେହୁରା ଏବଂ ଦ୍ୱାୟିପୟନ ବାନର୍ଜୀ ମଧ୍ୟ ଏହି ଉତ୍ସବ ବିଷୟରେ ଆଲୋଚନା କରିଛନ୍ତି ।

କସ୍ତୁରୀ ବାସୁ ଏବଂ ଦ୍ୱାୟିପୟନ ବାନର୍ଜୀଙ୍କ ବିଡ୍ ଫର ବେଙ୍ଗାଲ ଏବଂ ମୋଞ୍ଜୁଲ ବରୁହାଙ୍କ କ୍ସେନୋଫୋବିଆ(ଏହୋମିଆ) ସହିତ ଉଦ୍ଘାଟନୀ ଚଳଚ୍ଚିତ୍ରର ଆରମ୍ଭ କରାଯାଇଛି । ସେହିଭଳି ଦ୍ୱତୀୟ ଜୋନ୍‌ର ଦର୍ଶକମାନେ କଲର୍ସ ଅଫ ଲାଇଫ ଡାଇରେକ୍ଟର ପ୍ରବୀଣ ମୁଖାର୍ଜୀ ଏବଂ ବିଡ ଫର ବେଙ୍ଗାଲର ନିର୍ଦ୍ଦେଶକ କସ୍ତୁରୀ ମୁଖାର୍ଜୀ ଏବଂ ଦ୍ୱାୟିପୟନ ବାନର୍ଜୀଙ୍କ ସହ ବାର୍ତାଳାପ କରିଛନ୍ତି । ତେବେ ଆଗକୁ ଏହି ଉତ୍ସବରେ ଆହୁରି ଅନେକ ପ୍ରସିଦ୍ଧ ଚଳଚିତ୍ର ପ୍ରଦର୍ଶିତ ହେବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Junior & Senior Artistic Gymnastics National Championships 2026–27

Junior & Senior Artistic Gymnastics National Championships 2026–27

April 28, 2026
ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

April 28, 2026
ବିରୋଧୀ ଦଳମାନଙ୍କର ମହିଳା ବିରୋଧୀ ମାନସିକତା ବିରୁଦ୍ଧରେ ନୟାଗଡ଼ରେ ବିଜେପିର ସାମ୍ବାଦିକ ସମ୍ମିଳନୀ

ବିରୋଧୀ ଦଳମାନଙ୍କର ମହିଳା ବିରୋଧୀ ମାନସିକତା ବିରୁଦ୍ଧରେ ନୟାଗଡ଼ରେ ବିଜେପିର ସାମ୍ବାଦିକ ସମ୍ମିଳନୀ

April 28, 2026
ଜାତିଗତ ଜନ ଗଣନାର ୧୨ ନମ୍ବର କଲମରେ ପଚାରା ଯାଉଥିବା ପ୍ରଶ୍ନରେ ଓବିସି ସାମିଲ କରିବା ଦାବି ନେଇ ରାଜଧାନୀ ରେ ବିକ୍ଷୋଭ ଓ ଧାରଣା

ଜାତିଗତ ଜନ ଗଣନାର ୧୨ ନମ୍ବର କଲମରେ ପଚାରା ଯାଉଥିବା ପ୍ରଶ୍ନରେ ଓବିସି ସାମିଲ କରିବା ଦାବି ନେଇ ରାଜଧାନୀ ରେ ବିକ୍ଷୋଭ ଓ ଧାରଣା

April 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Junior & Senior Artistic Gymnastics National Championships 2026–27

Junior & Senior Artistic Gymnastics National Championships 2026–27

April 28, 2026
ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

April 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version