• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଲାମ୍ ଏଗ୍ରି ପକ୍ଷରୁ ଏହାର ବାସୁମତି ଚାଉଳ ବ୍ୟବସାୟ ସମ୍ପ୍ରସାରଣ କରିବା ଲାଗି ଓଡ଼ିଶାକୁ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି

Proprietor Abhimanyu Maharana by Proprietor Abhimanyu Maharana
September 25, 2022
in ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍
0
ଓଲାମ୍ ଏଗ୍ରି ପକ୍ଷରୁ ଏହାର ବାସୁମତି ଚାଉଳ ବ୍ୟବସାୟ ସମ୍ପ୍ରସାରଣ କରିବା ଲାଗି ଓଡ଼ିଶାକୁ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି
Share on FacebookShare on TwitterWhatsapp

ଓଡ଼ିଶାର ଉପଭୋକ୍ତାମାନେ ଓଲାମ ଏଗ୍ରିର ବହୁ ପସନ୍ଦର ବାସୁମତି ଚାଉଳ ବ୍ରାଣ୍ଡ୍‌କୁ ଉପଭୋଗ କରିପାରିବେ

ଓଡ଼ିଶା ତାଜା ନ୍ୟୁଜ (୨୪ ସେପ୍ଟେମ୍ବର ଶନିବାର) ଭୁବନେଶ୍ୱର :- ଓଲାମ୍ ଏଗ୍ରି ଏହାର ଦୀର୍ଘସ୍ଥାୟୀ ହିଭେନ୍‌ସ ହାର୍ଭେଷ୍ଟ୍ ଓ ଟ୍ରୁ ଆର୍ଥ ବ୍ରାଣ୍ଡ୍‌କୁ ଉପଭୋକ୍ତା ମିତବ୍ୟୟୀ ପ୍ୟାକେଜିଂରେ ଉପସ୍ଥାପନ କରି ବାସୁମତି ଚାଉଳ ରିଟେଲ୍ ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିଥିବା ବେଳେ ଓଡ଼ିଶା ଏହା ପାଇଁ ହେଉଛି ଅନ୍ୟତମ ପ୍ରମୁଖ ବଜାର । ଭାରତର ଅନ୍ୟତମ ଅଗ୍ରଣୀ ଚାଉଳ କଂପାନି ଭାବେ ଓଲାମ୍ ଏଗ୍ରି ପକ୍ଷରୁ ଓଡ଼ିଶାରେ ଦୀର୍ଘ ଦିନରୁ ସ୍ଥାପନ କରାଯାଇଥିବା ଉପସ୍ଥିତି ଅନୁସାରେ କଂପାନି ଖୁଚୁରା ବଜାରରେ ପ୍ରବେଶ କରଛି । ୨୦୨୨ ମଧ୍ୟ ଭାଗରୁ କଂପାନି ରାଜ୍ୟର ପ୍ରମୁଖ ସହର ଯଥା ବାଲେଶ୍ୱର, ଭୁବନେଶ୍ୱର, ବ୍ରହ୍ମପୁର, କଟକ ଆଦିର ଏଫ୍‌ଆଣ୍ଡ୍‌ବି ଶିଳ୍ପକୁ ବାସୁମତି ଚାଉଳ ଯୋଗାଉଛି ।

ଏହାର ବିରିଆନି ଚାଉଳ ଗୁଣାତ୍ମକ ମାନ, ସ୍ୱାଦ ଓ ବିଭିନ୍ନ ପ୍ରକାର ମସଲାକୁ ଗ୍ରହଣ କରିବାର ଦକ୍ଷତା ପାଇଁ ପରିଚିତ । ଉପଭୋକ୍ତାଙ୍କ ପାଇଁ ଏବେ ଉପଲବ୍ଧ ହୋଇଥିବା ବେଳେ ସର୍ବାଧିକ ମୁଣ୍ଡପିଛା ଚାଉଳ ଉପଯୋଗିତାର ରାଜ୍ୟ ଭାବେ (ଏନ୍‌ଏସ୍‌ଏସ୍‌ଓ ତଥ୍ୟ ଅନୁସାରେ) ପରିଗଣିତ ଓଡ଼ିଶାର ଚାଉଳ ଚାହିଦାକୁ ପୂରଣ କରିବା ଲାଗି ଓଲାମ୍‌ ଏଗ୍ରି ନିଜର ସ୍ଥିତିକୁ ସୁଦୃଢ଼ କରିଛି । ଓଲାମ ଏଗ୍ରି ଇଣ୍ଡିଆର ଉପସଭାପତି (ଚାଉଳ ଓ ଶସ୍ୟ) ଶ୍ରୀଯୁକ୍ତ ନିତୀନ ଗୁପ୍ତା କହିଛନ୍ତି ଯେ, “ଚାଉଳ ପ୍ରତି ସାଧାରଣରେ ଏବଂ ବାସୁମତି ଚାଉଳ ପ୍ରତି ଓଡ଼ିଶାର ଭଲ ପାଇବା ବେଶ ଚମତ୍କାର ଏବଂ ରାଜ୍ୟରେ ଆମର କିଛି ଉତ୍କୃଷ୍ଟ ଖାଦ୍ୟ ବିଶେଷଜ୍ଞ ଓ ଭୋଜନ ଉପଲବ୍ଧ ରହିଛି ।

ଆପଣମାନଙ୍କ ସହିତ ଯୋଡ଼ି ହେବା ଏବଂ ଖାଦ୍ୟ ସ୍ୱାଦ ଜରିଆରେ ଏହି ଅଂଚଳର ରୋଷେଇ ଅନୁଭୂତିରେ ଆହୁରି ଉନ୍ନତି ଆଣିବା ଲାଗି ଉତ୍କୃଷ୍ଟ ମାନର ଉତ୍ପାଦ ସହ ଆମେ ଉଦ୍ୟମ କରୁଛୁ ଯାହା ଏହି ଉଦ୍ୟମକୁ ସଫଳ କରିବାରେ ସହାୟକ ହେବ ।’’ ଓଡ଼ିଶାର ଲୋକପ୍ରିୟ ହୋଟେଲ ଓ ରେସ୍ତୋରାଁଗୁଡ଼ିକ ମଧ୍ୟରେ ବାସୁମତି ଚାଉଳ ବର୍ଗରେ ଓଲାମ ଏଗ୍ରି ହେଉଛି ଏକ ପ୍ରମୁଖ ଯୋଗାଣକାରୀ । ଭିଭାନ୍ତା ବାଏ ତାଜ, ପୁଷ୍ପକ, ହଲିଡେ ରିସୋର୍ଟ, ଦି ଚାରିଅଟ୍ ରିସୋର୍ଟ ସମେତ ବହୁ ପ୍ରସିଦ୍ଧ ହୋଟେଲ୍‌ ପାଇଁ ଆମର ପ୍ରମୁଖ ହାର୍ଭେଷ୍ଟ ବିରିୟାନି ଓ ଦମ୍ ବିରିୟାନି ଏକ ପରିଚିତ ବ୍ରାଣ୍ଡ୍ । ଏହାର ନୂଆ ଉପଭୋକ୍ତା ପ୍ୟାକେଜିଂ ସହ ହିଭେନ୍‌ସ ହାର୍ଭେଷ୍ଟ ୧୦ କେଜି, ୨୫ କେଜି ଓ ୩୦ କେଜି ପ୍ୟାକ୍‌ରେ ବିକ୍ରି ହେଉଛି ଏବଂ ଟ୍ରୁ ଆର୍ଥ ୧ କେଜି ଓ ୫ କେଜି ପ୍ୟାକ୍‌ରେ ସାରା ଓଡ଼ିଶାର ବଜାରରେ ଉପଲବ୍ଧ ହୋଇଛି ।

ସାରା ଭୁବନେଶ୍ୱରର ଖାଦ୍ୟ ଆତିଥେୟତା କ୍ଷେତ୍ରର ପ୍ରମୁଖ ବ୍ୟକ୍ତିବିଶେଷ ଓ ପେସାଦାର ବିରିୟାନ ସେଫ୍‌ମାନଙ୍କୁ ଏକତ୍ରୀତ କରି ଏହି ଉତ୍ପାଦଗୁଡ଼ିକର ପ୍ରଚାର କରିବା ଲାଗି ଓଲାମ୍ ଏଗ୍ରି ପକ୍ଷରୁ ବଡ଼ ଧରଣର ହୋରେକୋ (ହୋଟେଲ-ରେସ୍ତୋରାଁ-କ୍ୟାଟରିଂ) କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି ନେଟୱର୍କିଂ କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନଙ୍କ ପାଇଁ ସମ୍ପୂର୍ଣ୍ଣ ଉତ୍ପାଦ ବର୍ଗମାଳା ଉପସ୍ଥାପନ କରାଯିବ । ଏହି ଅବସରରେ ଯୋଗ ଦେଇଥିବା ଅଧିକାରୀଙ୍କ ଗହଣରେ ବାସ୍‌ମତି ବ୍ୟବସାୟ ମୁଖ୍ୟ ଶ୍ରୀ ସଞ୍ଜୟ ବାଶିତ୍‌, ନ୍ୟାସନାଲ ସେଲ ଓ ଡିଷ୍ଟ୍ରିବ୍ୟୁସନ ମୁଖ୍ୟ ଶ୍ରୀ କୁମାର ବିଶାଳ ସିଂ ଏବଂ ମାର୍କେଟିଙ୍ଗ ମ୍ୟାନେଜର ଜ୍ୟୋସ୍ନା ଠାକୁର ପ୍ରମୁଖ ଉପସ୍ଥିତ ରହିଛନ୍ତି ।

ଗ୍ରିନ୍ ଚିଲିଜ୍ କ୍ୟାଟରିଂ ଆଣ୍ଡ୍ ଫୁଡ୍‌ସର ଶ୍ରୀଯୁକ୍ତ କେଶବ ରାଓ ଯାହାଙ୍କର ଭୁବନେଶ୍ୱରରେ ୧୨ଟି ଆଉଟ୍‌ଲେଟ୍ ରହିଛି ସେ କହିଛନ୍ତି ଯେ, “କ୍ୟାଟରିଂ ହେଉଛି ଏକ କଷ୍ଟକର ବ୍ୟବସାୟ ଏବଂ ସଫଳତା ପାଇଁ ଗୁଣାତ୍ମକ ମାନରେ ନିରନ୍ତରତା ରହିବା ଗୁରୁତ୍ୱପୂର୍ଣ୍ଣ । ଓଲାମ୍ ଭଳି ସହଯୋଗୀ ଯିଏ ଗୁଣାତ୍ମକ ମାନ ଓ ନିରବଚ୍ଛିନ୍ନ ଯୋଗାଣ ପ୍ରଦାନ କରୁଛନ୍ତି ଏବଂ ଆମର ଆବଶ୍ୟକତା ମାନକୁ ସୁହାଇବା ଭଳି ସଂଗ୍ରହ ଓ ଯୋଗାଣ ଶୃଙ୍ଖଳର ପରିଚାଳନା କରୁଛନ୍ତି, ଏହି କ୍ଷେତ୍ରରେ ଗ୍ରାହକଙ୍କୁ ଉଲ୍ଲସିତ କରିବା ଏବଂ ସଫଳତା ହାସଲ କରିବାରେ ସେମାନେ ପରିବର୍ତନର ବାର୍ତାବହ ସାଜିଛନ୍ତି ।’’ ଓଲାମ୍ ଏଗ୍ରି ହେଉଛି ଓଡ଼ିଶାର ଦ୍ୱିତୀୟ ବୃହତମ ଚାଉଳ ବ୍ୟବସାୟୀ ଯାହାର ୩୦ଟି ଦେଶରେ ଉପସ୍ଥିତି ରହିଛି । ଏହି ଅଂଚଳଗୁଡ଼ିକରେ ଗ୍ରାହକମାନଙ୍କ ପୁଷ୍ଟି ଆବଶ୍ୟକତା ପୂରଣ କରିବା ଲାଗି ଉତ୍ପାଦିତ ଚାଉଳ ପ୍ରଦାନ କରିବାର ସମାଧାନକୁ ପୁନଃମାର୍ଜିତ କରିବାକୁ କଂପାନି ପ୍ରତିବଦ୍ଧ ରହିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
VAML Coal Mines Supports Suravi 2026, Creating a Wider Platform for Young Talent

VAML Coal Mines Supports Suravi 2026, Creating a Wider Platform for Young Talent

November 3, 2026
ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାରେ ଶତ ପ୍ରତିଶତ ବିଦ୍ୟୁତ ଯୋଗାଣ ସ୍ବାଭାବିକ କଲା ଟିପିଏସ୍‌ଓଡିଏଲ୍

TPSODL Achieves 100% Power Restoration in Six Districts of Southern Odisha

November 3, 2026
ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାରେ ଶତ ପ୍ରତିଶତ ବିଦ୍ୟୁତ ଯୋଗାଣ ସ୍ବାଭାବିକ କଲା ଟିପିଏସ୍‌ଓଡିଏଲ୍

ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାରେ ଶତ ପ୍ରତିଶତ ବିଦ୍ୟୁତ ଯୋଗାଣ ସ୍ବାଭାବିକ କଲା ଟିପିଏସ୍‌ଓଡିଏଲ୍

November 3, 2026
ଭୁବନେଶ୍ୱରରେ ଅତ୍ୟାଧୁନିକ କିଡନୀ ଓ ୟୁରୋଲୋଜି ହସ୍ପିଟାଲ୍ ଆରମ୍ଭ କଲା ଏଆଇଏନ୍‌ୟୁ

AINU Launches Specialised Kidney ‘; Urology Hospital in Bhubaneswar

November 3, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

VAML Coal Mines Supports Suravi 2026, Creating a Wider Platform for Young Talent

VAML Coal Mines Supports Suravi 2026, Creating a Wider Platform for Young Talent

November 3, 2026
ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାରେ ଶତ ପ୍ରତିଶତ ବିଦ୍ୟୁତ ଯୋଗାଣ ସ୍ବାଭାବିକ କଲା ଟିପିଏସ୍‌ଓଡିଏଲ୍

TPSODL Achieves 100% Power Restoration in Six Districts of Southern Odisha

November 3, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version