ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ସନ୍ତୋଷ କୁମାର ନାୟକଙ୍କ ନେତୃତ୍ୱରେ ଜିଲ୍ଲା ସାଧାରଣ ସମ୍ପାଦକ ଚନ୍ଦ୍ର ଶେଖର ରଥ ,ବିଏଚପି ସଭାପତି ନିରଞ୍ଜନ ସାହୁ ବ୍ଲକ ସାଧାରଣ ସମ୍ପାଦକ ଚକ୍ର ବୈରାଗୀ,ବ୍ଲକ ଉପସଭାପତି ପୂର୍ଣ୍ଣ ଗାଗବା, ତ୍ରିଲୋଚନ ,ସୁରେନ୍ଦ୍ର, କୃଷ୍ଣଚନ୍ଦ୍ର ପାତ୍ରଙ୍କ ସହ ବିଜେପି ସଙ୍ଗଠନର ସଦସ୍ୟମାନେ ବୈପାରିଗୁଡା ବ୍ଲକର ବୈପାରିଗୁଡା ମୁଖ୍ୟଛକରେ ଥିବା ବେପାରୀମାନଙ୍କ ସହିତ କିଛି ଗରୀବ ,
ଅସହାୟ ପରିବାର ସଦସ୍ୟ ମାନଙ୍କ ସାହିକୁ ଯାଇ ସେଠାରେ ବସବାସ କରୁଥିବା ଶ୍ରମଜୀବୀମାନଙ୍କୁ ଖାଦ୍ୟ ରାନ୍ଧି ବାଣ୍ଟିଥିଲେ। ତାହା ସହ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆୟୋଜନ କରିବା ସହ ଜାତୀୟ ପତାକା ମଧ୍ୟ ଲଗାଇଥିବାର ଜଣାପଡିଛି ! ୨୫୦ ରୁ ଉର୍ଦ୍ଧ ଖାଦ୍ଯ ପୁଡିଆ ବଣ୍ଟନ କରାଯାଇଛି !
© 2023 Odisha Taza News.