• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଜାଣନ୍ତୁ ମଙ୍ଗଳବାର ଆପଣଙ୍କର ଆଜିର ରାଶିଫଳ

Proprietor Abhimanyu Maharana by Proprietor Abhimanyu Maharana
June 28, 2022
in ଓଡ଼ିଶା, ରାଶିଫଳ, ହୋମ୍
0
ଜାଣନ୍ତୁ ମଙ୍ଗଳବାର ଆପଣଙ୍କର ଆଜିର ରାଶିଫଳ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍/୨୮ ଜୁନ ମଙ୍ଗଳବାର/ଭୁବନେଶ୍ୱର :- ମେଷ : ଆଜି ଆପଣ ନିର୍ଦ୍ଧାରିତ କାର୍ଯ୍ୟ ସହଜରେ ସମ୍ପୂର୍ଣ୍ଣ କରି ପାରିବେ। ଧାର୍ମିକ ଏବଂ ମାଙ୍ଗଳିକ ମୁହୂର୍ତ୍ତ ଉପସ୍ଥିତ ହେବ। ତୀର୍ଥଯାତ୍ରାର ଯୋଗ ଅଛି। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। କ୍ରୋଧର କାରଣରୁ ଅପିସ୍ କିମ୍ବା ଘରେ ମନମାଳିନ୍ୟ ହେବାର ଆଶଙ୍କା ରହିବ। ଆଜିର ଦିନ ଆମୋଦ-ପ୍ରମୋଦରେ କଟିବ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ। ମଧ୍ୟାହ୍ନ ପରେ ନୂଆ କାର୍ଯ୍ୟର ପ୍ରାରମ୍ଭ ନ କରିବାପାଇଁ ଉପଦେଶ ଦିଆଯାଉଛି। ବାଣୀ ଏବଂ ବ୍ୟବହାର ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦେବେ।

ବୃଷ : ହାତକୁ ନେଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବାଯୋଗୁଁ ହତାଶା ଅନୁଭବ କରିପାରନ୍ତି। ସମୟରେ କାର୍ଯ୍ୟରେ ସଫଳତା ମିଳିବ। ଖାଇବା ପିଇବା ଏବଂ ପାନୀୟ ଉପରେ ଧ୍ୟାନ ଦିଅନ୍ତୁ। ନୂଆ କାର୍ଯ୍ୟର ପ୍ରାରମ୍ଭ ପାଇଁ ସମୟ ଉଚିତ ନୁହେଁ। ଅଫିସ୍ କିମ୍ବା ବ୍ୟବସାୟରେ ଅତ୍ୟଧିକ କାର୍ଯ୍ୟର କାରଣରୁ ଥକା ଲାଗିବ। ଚାକିରି କରୁଥିବା ଲୋକଙ୍କୁ ଯଶ ଏବଂ ସଫଳତା ମିଳିବ। ଆର୍ଥିକ ଲାଭ ହେବ। ମଧ୍ୟାହ୍ନ ପରେ ମନୋରଞ୍ଜନର ଦୁନିଆକୁ ଆପଣ ଯାଇପାରନ୍ତି। ନୂଆ ବସ୍ତ୍ର ଏବଂ ଘର ସମ୍ବନ୍ଧିତ ସାମାନ କିଣିବା ପଛରେ ଧନ ଖର୍ଚ୍ଚ ହୋଇପାରେ। ମାନ-ସମ୍ମାନ ମିଳିବ।

ମିଥୁନ : ଦିନର ଆରମ୍ଭ ଭଲ ରହିବ। ମିତ୍ରମାନଙ୍କ ସହିତ ପାର୍ଟୀ, ପିକନିକର ଆୟୋଜନ କରିପାରନ୍ତି। ନୂଆ କପଡ଼ା, ଗହଣା ଏବଂ ବାହନ କ୍ରୟର ଯୋଗ ଅଛି। ମନ ଆନନ୍ଦପୂର୍ଣ୍ଣ ରହିବ। ସାର୍ବଜନିକ ଜୀବନରେ ସମ୍ମାନ ମିଳିବ। ବ୍ୟାପାରରେ ଭାଗିଦାରୀଙ୍କ ଠାରୁ ଲାଭ ହେବ। ଆଜି ଆପଣଙ୍କ ଦିନ ବୌଦ୍ଧିକ କାର୍ଯ୍ୟ ଏବଂ ଚର୍ଚ୍ଚାରେ କଟିବ। ଆପଣ ନିଜର କଳ୍ପନାଶକ୍ତି ଏବଂ ସୃଜନଶକ୍ତିକୁ କାର୍ଯ୍ୟରେ ଜୋଡ଼ିବେ। ଶାରୀରିକ ଏବଂ ମାନସିକ ରୂପରେ ସାବଧାନ ରହିବେ। ଘରେ ଶାନ୍ତିର ବାତାବରଣ ବନି ରହିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସମକ୍ଷରେ ବିଜୟୀ ହେବେ।

କର୍କଟ : ଆଜିର ଦିନ ଆପଣଙ୍କୁ ଚିନ୍ତା ରହିତ ଏବଂ ଖୁସି ମିଳିବ। ପାରିବାରିକ ସଦସ୍ୟମାନଙ୍କ ସହିତ ବିଶେଷ ସମୟ ବିତାଇବେ। କାର୍ଯ୍ୟରେ ସଫଳତା ଏବଂ ଯଶ ମିଳିବ। ଚାକିରିକରୁଥିବା ଲୋକମାନଙ୍କୁ ଚାକିରିରେ ଲାଭ ହେବ। ସହକର୍ମିମାନଙ୍କର ସହଯୋଗ ମିଳିବ। ସ୍ଵାସ୍ଥ୍ୟ ଭଲ ରହିବ। ଶାରୀରିକ ଏବଂ ମାନସିକ ରୂପରେ ଚିନ୍ତାଗ୍ରସ୍ତ ହୋଇପାରନ୍ତି। ମଧ୍ୟାହ୍ନ ପରେ ଆପଣ ସୁଖ-ଶାନ୍ତିରେ ଅନୁଭବ କରିବେ। ମିତ୍ରମାନଙ୍କଠାରୁ ଲାଭ ହେବ, ଶାରୀରିକ ଫୁର୍ତ୍ତି ଅନୁଭବ ହେବ। ଅଧିକ ବିଚାର ଆପଣଙ୍କ ମନକୁ ବିଚଲିତ କରିପାରେ।

ସିଂହ : ଆଜିର ଦିନ ଆପଣ ହୃଦୟ ଏବଂ ମନରେ ସୁସ୍ଥ ରହିବେ। ସାହିତ୍ୟରେ ଆପଣଙ୍କ ରୁଚି ରହିବ, ଲେଖନ କାର୍ଯ୍ୟ କରିପାରନ୍ତି। ପ୍ରିୟ ବ୍ୟକ୍ତିଙ୍କର ସହିତ ସାକ୍ଷାତକରି ଖୁସି ରହିବେ। ସନ୍ତାନମାନଙ୍କର ପ୍ରଗତିର ସମାଚାର ମିଳିବ। ବିଦ୍ୟାର୍ଥିମାନଙ୍କପାଇଁ ବହୁତ ଭଲ ଯୋଗ ଅଛି। ବିଦେଶରୁ ଭଲ ସମାଚାର ମିଳିବ। ଧନ ଲାଭ ହେବ। ନୂଆ କାର୍ଯ୍ୟ ପାଇଁ ଭଲ ସମୟ ଅଟେ। ନିବେଶକାରୀମାନଙ୍କ ପାଇଁ ଦିନ ଲାଭଦାୟୀଅଟେ। ମଧ୍ୟାହ୍ନର ପରେ ଆପଣ ଅଧିକ ସହନଶୀଲ ବନିବେ। ଶାରୀରିକ ସ୍ଵାସ୍ଥ୍ୟଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼ିପାରେ।

କନ୍ୟା : ଆଜି କିଛି ମାମଲାରେ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟ ହାଲୁକା ନରମ ରହିବ। ମାତାଙ୍କ ସହିତ ସମ୍ବନ୍ଧରେ ଚିନ୍ତା ହୋଇପାରେ। ସ୍ଵଜନମାନଙ୍କ ସହିତ ବାଦ-ବିବାଦ ନ ହେଉ, ଏହାର ଧ୍ୟାନ ରଖିବେ। ସ୍ଵାଭିମାନ ଭଙ୍ଗ ନ ହେଉ ଧ୍ୟାନ ରଖିବେ। ଆଜିର ଦିନ ଆପଣଙ୍କପାଇଁ ଶୁଭ ଫଳଦାୟୀ ଅଟେ। କାର୍ଯ୍ୟରେ ସଫଳତା ମିଳିବ, ଧନ ଲାଭ ହୋଇପାରେ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ଆନନ୍ଦିତ ରହିବେ। ମଧ୍ୟାହ୍ନ ପରେ କିଛି ଦ୍ୱନ୍ଦ୍ୱ ରହିବ। ଅଧିକ ଖର୍ଚ୍ଚ ହୋଇପାରେ। ବାହନ ସୁଖ ମିଳିବ।

ତୁଳା : ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ଦିନ ଅନୁକୂଳ ଅଟେ। ଭାଗ୍ୟବୃଦ୍ଧି ଏବଂ ଧନଲାଭର ସମ୍ଭାବନା ଅଛି। ପାରିବାରିକ କିମ୍ବା ବ୍ୟାବହାରିକ କାର୍ଯ୍ୟରେ ବାହରକୁ ଯାତ୍ରା କରିବାକୁ ପଡ଼ିପାରେ। ନିକଟସ୍ଥ ସ୍ଥାନକୁ ଧାର୍ମିକ ଯାତ୍ରାର ସଫଳ ଆୟୋଜନ ହେବ। ଶାରୀରିକ ଏବଂ ମାନସିକ ରୂପରେ ସଂପୂର୍ଣ୍ଣ ସୁସ୍ଥ ରହିବେ। ବସ୍ତ୍ରାଭୂଷଣ ତଥା ମନୋରଞ୍ଜନ ପଛରେ ଧନ ଖର୍ଚ୍ଚ ହୋଇପାରେ। ମଧ୍ୟାହ୍ନ ପରେ ପରିବାରରେ ଆନନ୍ଦ ଏବଂ ଉଲ୍ଲାସମୟ ବାତାବରଣ ରହିବ। ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି।

ବିଚ୍ଛା : ପରିବାରରେ ସୁଖ-ଶାନ୍ତି ରହିବ। ପରିଜନ ଏବଂ ମିତ୍ରମାନଙ୍କ ଆଗମନ ହେବ। ଧାର୍ମିକ କାର୍ଯ୍ୟଗୁଡ଼ିକ ପଛରେ ଖର୍ଚ୍ଚ ହୋଇପାରେ। ବାଣୀର ପ୍ରଭାବରୁ ଅନ୍ୟ ଲୋକମାନଙ୍କୁ ମୋହିତ କରି ପାରିବେ। ଧନ ଲାଭ ହେବ। ବିଦ୍ୟାର୍ଥିମାନଙ୍କ ପାଇଁ ସଫଳତା ମିଳିବ। ଆଜି ଶାରୀରିକକ୍ଷେତ୍ରରେ ଉର୍ଜାର ଅଭାବ ଅନୁଭବ କରିବେ। ଧନହାନିର ଆଶଂକା ଅଛି। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ମଧ୍ୟାହ୍ନ ପରେ ଶାରୀରିକ, ମାନସିକ ସ୍ଵାସ୍ଥ୍ୟର ଧ୍ୟାନ ରଖି ପାରିବେ। ଆର୍ଥିକ ବିଷୟଗୁଡ଼ିକର ବ୍ୟବସ୍ଥିତ ରୂପରେ ଆୟୋଜନ କରି ପାରିବେ।

ଧନୁ : ସନ୍ତାନମାନଙ୍କର ସ୍ଵାସ୍ଥ୍ୟରେ ସୁଧାର ଏବଂ ପାଠପଢ଼ାରେ ସଫଳତା ପାଇଁ ଉତ୍ତମ ସମୟ ଅଟେ। ବିଦେଶ ବ୍ୟାପାରରେ ଲାଭ ହେବ। ଆପଣଙ୍କ ହାତରେ ଧାର୍ମିକ ଏବଂ ମାଙ୍ଗଳିକ କାର୍ଯ୍ୟ ହେବ। ସ୍ନେହୀଜନ ଏବଂ ମିତ୍ରମାନଙ୍କର ମିଳନ ଆନନ୍ଦପ୍ରଦ ହେବ। ଆର୍ଥିକ ଲାଭ ହେବ। ଜୀବନସାଥୀଙ୍କ ତରଫରୁ ସୁଖ ମିଳିବ। ବ୍ୟବସାୟ କ୍ଷେତ୍ରରେ ଆଜି ଆପଣଙ୍କପାଇଁ ଲାଭକାରୀ ଦିନ ଅଟେ। ପାରିବାରିକ ଜୀବନରେ ଆନନ୍ଦର ବାତାବରଣ ରହିବ। ମିତ୍ରମାନଙ୍କ ସହିତ ବାହର ଯିବାକୁ ହେବ। ବ୍ୟାପାରୀ ବର୍ଗଙ୍କୁ ମଧ୍ୟ ଲାଭ ହେବ। ପରନ୍ତୁ ମଧ୍ୟାହ୍ନ ପରେ ସ୍ଵାସ୍ଥ୍ୟଙ୍କ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ।

ମକର : ସ୍ଵାସ୍ଥ୍ୟ ସମ୍ବନ୍ଧୀତ ଅସୁବିଧା ହୋଇପାରେ। ବ୍ୟବସାୟରେ ସରକାରଙ୍କର ହସ୍ତକ୍ଷେପ ବଢ଼ିବ। ଧାର୍ମିକ କାର୍ଯ୍ୟଗୁଡ଼ିକ ପଛରେ ଧନ ଖର୍ଚ୍ଚ ହେବ। ଆଧ୍ୟାତ୍ମିକ ଏବଂ ଧାର୍ମିକ ବ୍ୟବହାରରେ ବୃଦ୍ଧି ହେବ। ବାମ ଆଖିରେ ଅସୁବିଧା ଏବଂ ଯନ୍ତ୍ରଣାର ଆଶଂକା ଅଛି। ସ୍ତ୍ରୀ ତଥା ସନ୍ତାନଙ୍କର ଚିନ୍ତା ରହିବ। ଚାକିରିରେ ପ୍ରମୋସନର ଯୋଗ ଅଛି। ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଅନୁକୂଳ ବାତାବରଣ ରହିବ। ମଧ୍ୟାହ୍ନ ପରେ ମିତ୍ରମାନଙ୍କ ସହିତ ସାକ୍ଷାତକରି ହେବ ଏବଂ ପର୍ଯ୍ୟଟକ ସ୍ଥଳକୁ ଯିବାର ସମ୍ଭାବନା ମଧ୍ୟ ଅଛି। ଆୟରେ ବୃଦ୍ଧି ହେବାର ଯୋଗ ଅଛି। ବ୍ୟାପାରୀ ବର୍ଗଙ୍କୁ ବ୍ୟାପାରରେ ଲାଭ ହେବ।

କୁମ୍ଭ : ମାଙ୍ଗଳିକ କାର୍ଯ୍ୟ ଏବଂ ନୂଆ କାର୍ଯ୍ୟଗୁଡ଼ିକର ଆୟୋଜନ କରିବା ପାଇଁ ଅତ୍ୟନ୍ତ ଶୁଭ ଦିନ ଅଟେ। ଅବିବାହିତମାନଙ୍କର ବିବାହର ପ୍ରସଙ୍ଗ ବନିବ। ଜୀବନସାଥୀ ଏବଂ ସନ୍ତାନମାନଙ୍କଠାରୁ ଶୁଭ ସମାଚାର ପ୍ରାପ୍ତ ହେବ। ଗୃହସ୍ଥ ଜୀବନ ଏବଂ ଦାମ୍ପତ୍ୟ ଜୀବନରେ ସୁଖ ଏବଂ ସନ୍ତୋଷର ଭାବନାର ଅନୁଭବ ହେବ। ନୂଆ କାର୍ଯ୍ୟର ଆଜି ପ୍ରାରମ୍ଭ କରିପାରନ୍ତି। ଧାର୍ମିକ ଯାତ୍ରାର ଆୟୋଜନ ହେବାର ସମ୍ଭାବନା ଅଛି। ବ୍ୟବସାୟରେ ଲାଭର ଅବସର ମିଳିବ। ଟିକେ ସମ୍ଭାଳିକରି ଚାଲିବାକୁ ପଡ଼ିବ। ସ୍ଵାସ୍ଥ୍ୟପ୍ରତି ଧ୍ୟାନ ରଖିବେ। ମାତାଙ୍କ ତରଫରୁ ଲାଭ ହେବ। ଉତ୍ତମ ସୁଖ ପ୍ରାପ୍ତ ହେବ।

ମୀନ : ଜଗନ୍ନାଥଙ୍କର ଆଶୀର୍ବାଦରେ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ସଫଳତା ପୂର୍ବକ ସମ୍ପର୍ଣ୍ଣ ହେବ। ଚାକିରି ଏବଂ ବ୍ୟବସାୟରେ ପ୍ରମୋଶନ ଏବଂ ବୃଦ୍ଧି ହେବ। ବ୍ୟାପାରିମାନଙ୍କ ରୋକିଥିବା ଧନ ମିଳିବ। ପିତା ତଥା ବୃଦ୍ଧବର୍ଗଙ୍କଠାରୁ ଲାଭ ହେବ। ଆର୍ଥିକ ଲାଭ ଏବଂ ପରିବାରରେ ଆନନ୍ଦ ରହିବ। ସରକାରଙ୍କର ତରଫରୁ ଲାଭ ମିଳିବ। ଶତ୍ରୁମାନଙ୍କଠାରୁ ସାବଧାନ ରୁହନ୍ତୁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ବିଦେଶ ସ୍ଥିତ ମିତ୍ର ତଥା ସ୍ନେହୀଜନମାନଙ୍କଠାରୁ ଭଲ ସମାଚାର ଆପଣଙ୍କୁ ମିଳିବ। ବ୍ୟବସାୟ ସ୍ଥଳ ଉପରେ ସହଯୋଗ ମିଳିବ। କାହା ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା

ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା

September 9, 2026
Odisha Society Of UK Celebrates 47th Anniversary

ଓଡ଼ିଶା ସୋସାଇଟି ୟୁକେର ୪୭ତମ ବାର୍ଷିକ ଉତ୍ସବ ପାଳନ

September 9, 2026
Odisha Society Of UK Celebrates 47th Anniversary

Odisha Society Of UK Celebrates 47th Anniversary

September 9, 2026
54th National Convention of Company Secretaries concludes in Bhubaneswar

କମ୍ପାନୀ ସେକ୍ରେଟାରିଜ୍‌ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଯାପିତ

September 9, 2026

Recent News

ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା

ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା

September 9, 2026
Odisha Society Of UK Celebrates 47th Anniversary

ଓଡ଼ିଶା ସୋସାଇଟି ୟୁକେର ୪୭ତମ ବାର୍ଷିକ ଉତ୍ସବ ପାଳନ

September 9, 2026
Odisha Society Of UK Celebrates 47th Anniversary

Odisha Society Of UK Celebrates 47th Anniversary

September 9, 2026
54th National Convention of Company Secretaries concludes in Bhubaneswar

କମ୍ପାନୀ ସେକ୍ରେଟାରିଜ୍‌ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଯାପିତ

September 9, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା

ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା

September 9, 2026
Odisha Society Of UK Celebrates 47th Anniversary

ଓଡ଼ିଶା ସୋସାଇଟି ୟୁକେର ୪୭ତମ ବାର୍ଷିକ ଉତ୍ସବ ପାଳନ

September 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version