No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୨୭ ମଇ ଶୁକ୍ରବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାରସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ରାଧାରାଣୀ କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳ ରଜିଲ୍ଲା ସ୍ତରୀୟ ସମବାୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା l ଏଥିରେ ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ ସଭାପତିତ୍ୱ ରେ ସଭା କାର୍ଯ୍ୟ ପରିଚାଳନା କରିଥିଲେ l ସମବାୟ ନିର୍ବାଚନ କିପରି ସୁରୁଖୁରୁରେ ହେଇ ସତ ପ୍ରତିଶତ ସେବା ସମବାୟ ଓ ଲେମ୍ପ ଗୁଡିକ ରେ ବିଜେଡି ସମର୍ଥକ ପାର୍ଥୀ ନିର୍ବାଚିତ ହେବେ ସେଥିପାଇଁ ଆଲୋଚନା ହୋଇଥିଲା l
ଏହି ସମବାୟ କର୍ମଶାଳା ରେ ସଂସଦ ଚଦ୍ରଶେଖର ସାହୁ, ବିଧାୟକ ବ୍ରହ୍ମପୁର ବିକ୍ରମ ପଣ୍ଡା ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁତିରୁପତି ପାଣିଗ୍ରାହୀ, ଡି ବିଶ୍ୱନାଥ କୈଳାଶ ରଣା, ସନାତନ ସଂଗ୍ରାମ ସିଂହ, ସୁବାସ ମହାରଣା, ଆର. ରାମ ପ୍ରସାଦ, ବି ଧନୁଞ୍ଜୟ, ଜିଲ୍ଲା ପରିଷଦ ଅଧକ୍ଷା ତିରୁପତି ରାଓ, ଏବଂ ଗଜପତି ଜିଲ୍ଲା ଅନେକ ବ୍ଲକ ଅଧକ୍ଷ, ସରପଞ୍ଚ, ପୂର୍ବତନ ସମବାୟ ସଭାପତି, ଯୋଗ ଦେଇଥିଲେ l

No Result
View All Result