ଓଡ଼ିଶା ତାଜା ନ୍ୟୁଜ୍ /୨୫ ମଇ ବୁଧବାର /ଭୁବନେଶ୍ୱର :- ମୁମ୍ବାଇରେ ୧୦ଲକ୍ଷ ଓଡ଼ିଆ ବାସ କରନ୍ତି । କେହି ନିଜ ରୋଜଗାର ପାଇଁ ତ କେହି ଚକିତ୍ସା ପାଇଁ ମୁମ୍ବାଇ ଯାଇଥାନ୍ତି । ବହୁ ବିଶିଷ୍ଟ ବ୍ୟକ୍ତି କର୍କଟ ରୋଗର ଚିକିତ୍ସା ପାଇଁ ଟାଟା ମୋରିଆଲ୍ ହସ୍ପିଟାଲ ଆସିଥାନ୍ତି । ମୁମ୍ବାଇରେ ଗୋଟିଏ ଥିବାବେଳେ ଅନ୍ୟ ଏକ ଓଡ଼ିଶା ଭବନ ଆବଶ୍ୟକ ହେଉଛି । ଏଥି ପାଇଁ ସମସ୍ୟା ଲାଗି ରହିଥିବାରୁ ବମ୍ବେ ଓଡ଼ିଆ ମହାସଂଘ ପକ୍ଷରୁ ଆଉ ଏକ ଓଡ଼ିଶା ଭବନ ଗଠନ କରିବାକୁ ଦାବି କରାଯାଇଛି ।© 2023 Odisha Taza News.