No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ / ୨୭ ଏପ୍ରିଲ ବୁଧବାର / ଭୁବନେଶ୍ୱର :- ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନଂ ୫୧ ସୌଭାଗ୍ୟ ନଗର ଲେନ୍ ୩ ପେଭର୍ ବ୍ଲକ ରାସ୍ତା ନିର୍ମାଣ ପାଇଁ ୨.92 କୋଟି , ୱାର୍ଡ ନଂ ୬୪ ଯଦୁପୂର୍ କବରସ୍ଥାନ ପାରିପାର୍ଶକ ଉନ୍ନତିକରଣ ପାଇଁ ୨୩ ଲକ୍ଷ ଟଙ୍କା ସେହିପରି ୱାର୍ଡ ନଂ ୬୫ ଓ ୬୪ ର ସ୍ମାର୍ଟ ଅର୍ବାନ ରୋଡ ( SUAR) କାର୍ଯ୍ୟକ୍ରମ ଜରିଆ ରେ ରାମ ରହିମ ଅଟୋ ଷ୍ଟାଣ୍ଡ ଠାରୁ ଯଦୁପୂର୍ ମିନି ଷ୍ଟାଡିୟମ ପର୍ଯ୍ୟନ୍ତ ଏବଂ ଡୁମୁଡୁମା ଏସ ବି ଆଇ ଛକ ଠାରୁ ଯଦୁପୁର ଟାଙ୍ଗୀ ସାହି ପର୍ଯ୍ୟନ୍ତ
ଦୁଇ ଗୋଟି ରାସ୍ତା ନିର୍ମାଣ ପାଇଁ ପ୍ରାୟ ୨.୭୫ କୋଟି ଟଙ୍କା କାର୍ଯ୍ୟକୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶିଳାନ୍ୟାସ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, କର୍ପୋରେଟର ସକିବା ମୁଶରତ,ରଶ୍ମି ରଂଜନ ପାଟସାଣି,ପୂର୍ବତନ କର୍ପୋରେଟର ମୁଜାହିଡ ହୁସେନ, ବର୍କତ ତୁଲ୍ଲା,ରାଜେଶ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result