• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନବୀକୃତ ସକାରାତ୍ମକତା ସହ ତନିଷ୍କ ଆଣିଲା ଅକ୍ଷୟ ତୃତୀୟା ଉତ୍ସବ

Proprietor Abhimanyu Maharana by Proprietor Abhimanyu Maharana
April 25, 2022
in ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍
0
ନବୀକୃତ ସକାରାତ୍ମକତା ସହ ତନିଷ୍କ ଆଣିଲା ଅକ୍ଷୟ ତୃତୀୟା ଉତ୍ସବ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ /୨୫ ଏପ୍ରିଲ ସୋମବାର/ଭୁବନେଶ୍ୱର :- ସାରା ବିଶ୍ୱରେ ପ୍ରଚଳିତ ବିଭିନ୍ନ ସଂସ୍କୃତି ସହ ସୁନାର ସଂଶ୍ଳିଷ୍ଟତା ରହିଛି ଏବଂ ଏହା ଶୁଭ, ଭବ୍ୟତା ଓ ପବିତ୍ରତାର ଏକ ପ୍ରତୀକ । ଉଭୟ ଅଳଙ୍କରଣ ଏବଂ ନିବେଶ ଦୃଷ୍ଟିରୁ ସୁନାର ସମାନ ଆକର୍ଷଣ ରହିଛି । ଅକ୍ଷୟ ତୃତୀୟାର ଶୁଭ ଅବସରରେ ଟାଟା ହାଉସ୍ ତରଫରୁ ଭାରତର ସବୁଠୁ ଭରସାଯୋଗ୍ୟ ଅଳଙ୍କାର ବ୍ରାଣ୍ଡ ତନିଷ୍କ ଆମ ‘ହାତ’ର ମହତ୍ତ୍ୱରେ ଥିବା ବିଶ୍ୱାସକୁ ପୁନଃସ୍ଥାପିତ କରିଛି, ଯାହା ସୃଷ୍ଟି, ପ୍ରେମ, ପୋଷଣ ଓ ଆଶୀର୍ବାଦ ଦେବା ପାଇଁ କ୍ଷମତା ରଖିଛି ।

ବର୍ତ୍ତମାନକୁ ପୁନର୍ଜୀବିତ କରିବା ଏବଂ ଭବିଷ୍ୟତର ନିର୍ମାଣ ପାଇଁ ‘ହାତ’ର କ୍ଷମତା ରହିଛି । ବିପୁଳ ଆବେଗର ବ୍ୟାଖ୍ୟାନ ଓ ଯୋଗାଣ ଲାଗି ସେମାନଙ୍କର ସାମର୍ଥ୍ୟ ରହିଛି । ଏଥିରେ ଅନୁଗ୍ରହର ସ୍ପର୍ଶ, ଅନୁଭବର ପ୍ରତିଫଳନ ଓ ଭାଗୀଦାରିତାକୁ ପରିସ୍ଫୁଟ କରିବାର ଶକ୍ତି ବି ଅନ୍ତର୍ନିହିତ ରହିଛି । ଏହା ହେଉଛି ‘ହାତ’, ଯାହା କି ବିଭିନ୍ନ ପରମ୍ପରାରେ ପ୍ରତିଟି ଶୁଭ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ ।

ଚୁଡ଼ିକୁ ନେଇ କ୍ରମବର୍ଦ୍ଧିଷ୍ଣୁ ଧାରାକୁ ଦୃଷ୍ଟିରେ ରଖି ଓ ଆମ ‘ହାତ’ ଦ୍ୱାରା ସଂଘଟିତ ଶୁଭକାର୍ଯ୍ୟର ଉତ୍ସବ ମନାଇବାକୁ, ତନିଷ୍କ ଭେଟିଦେଉଛି ‘କଲାଇ’, ଯେଉଁଥିରେ ୧୮ରୁ ୨୨ କ୍ୟାରେଟ୍ ସୁନା ପ୍ରସ୍ତୁତ ବ୍ୟାପକ ଡିଜାଇନ ଓ ଶିଳ୍ପ କୌଶଳ ସାମିଲ ରହିଛି । ଡିଜାଇନ ପ୍ରେରଣାର ବ୍ୟାପକ ସ୍ପେକ୍ଟ୍ରମ୍ ବିଭିନ୍ନ ପରମ୍ପରାରୁ ହାସଲ ହୋଇଛି, ଯେଉଁଥିରେ ଘେରୁ ଫିନିଶ ଦକ୍ଷିଣ ଶୈଳୀର ଚୁଡ଼ି, ପାରମ୍ପରିକ କାରିଗରିର ଆକର୍ଷଣ ସହିତ ପ୍ରାଚୀନ ଚୁଡ଼ି ଯଥା ଷ୍ଟାମ୍ପୱାର୍କ ଓ ଏନାମେଲିଙ୍ଗ, ଚନ୍ଦ୍ର ଆକାରର ତତ୍ତ୍ୱ ଓ ଫୁଲ, ଐତିହ୍ୟ ବାସ୍ତୁଶିଳ୍ପ ଗମ୍ବୁଜ,

ପର୍ଲ ବାଉନ୍ସିଂ ସହ ଷ୍ଟେଟମେଣ୍ଟ ପିସ୍ ଏବଂ ରାଜସ୍ଥାନର ଭବ୍ୟତାକୁ ଦର୍ଶାଉଥିବା ଲିଖିତ ସିଟ୍‌, ଏନାମେଲ୍ ପିରୋଇ ଭଳି କାରିଗରିର ଏକ ସୁନ୍ଦର ମିଶ୍ରଣ ରହିଛି । ଏହି ଉତ୍ସବ ଋତୁରେ ଶୁଭ ମୁହୂର୍ତ୍ତର ଆନନ୍ଦ ଉଠାଇବା ପାଇଁ ତନିଷ୍କ ଯେ କୌଣସି ସୁନା ଅଳଙ୍କାର ଉପରେ ଗ୍ରାମ ପିଛା ୨୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ଓ ହୀରା ଅଳଙ୍କାର ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛି । ଏହି ଅଫର ୨୦୨୨ ଏପ୍ରିଲ ୨୩ରୁ ମେ ୪ ତାରିଖ ପର୍ଯ୍ୟନ୍ତ ବୈଧ ରହିବ ।

ତନିଷ୍କ ଦ୍ୱାରା କରାଯାଇଥିବା ଏକ ଗ୍ରାହକ ଗବେଷଣା ଅନୁସାରେ, ସୁନା ମୂଲ୍ୟରେ ବୃଦ୍ଧି ଯୋଗୁ ଏହି ଉତ୍ସବ ଋତୁରେ ସୁନା କିଣା ଉତ୍ସାହ କମିବା ସମ୍ଭାବନା ନାହିଁ, କାରଣ ଅଧିକାଂଶ ଉପଭୋକ୍ତା ସୁନା ମୂଲ୍ୟରେ ବୃଦ୍ଧି ସତ୍ତ୍ୱେ ନିଜ ଆଗ୍ରହକୁ ପରିବ୍ୟକ୍ତ କରିଛନ୍ତି । ସୁନାର ବର୍ଦ୍ଧିତ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବାକୁ ଯାଇ ତନିଷ୍କ ଇତିମଧ୍ୟରେ ‘ହାଇ ଲାଇଟ୍ସ’ ପ୍ଲାଟଫର୍ମ ପ୍ରଚଳନ କରୁଛି, ଯାହା କମ ଦାମରେ ସମାନ ଲୁକ୍ ଓ ଅନୁଭବ ଦେବା ସହ ଓଜନରେ ବେଶ୍ ହାଲୁକା ଅଳଙ୍କାର ପ୍ରଦାନ କରୁଛି । ତନିଷ୍କ ବ୍ୟାପକ ଉତ୍ପାଦ ଇଞ୍ଜିନିୟରିଂ ପ୍ରକ୍ରିୟା ଯଥା ଡିଜାଇନ ପୁନର୍ନିମାଣ, ପ୍ରଯୁକ୍ତି ସମ୍ବନ୍ଧୀୟ ସୃଜନଶୀଳତା,

ଏବଂ ବର୍ଦ୍ଧିତ କଠିନତା ଓ ଶକ୍ତି ସହିତ ସୁନା ଆଲୟର ଉପଯୋଗ ସହାୟତାରେ ଓଜନରେ ୧୫-୨୫% ହ୍ରାସ ହାସଲ କରିବାରେ ସମର୍ଥ ହୋଇଛି ।  ଅକ୍ଷୟ ତୃତୀୟା ପାଇଁ, ତନିଷ୍କ ଅକ୍ଷୟ ତୃତୀୟା ସମୟରେ ଗ୍ରାହକଙ୍କ ନିମନ୍ତେ ସ୍ୱର୍ଣ୍ଣ ମୁଦ୍ରା କ୍ରୟକୁ ସୁବିଧାଜନକ କରିବା ନିମନ୍ତେ ‘୨୪କେ ଏକ୍ସପ୍ରେସ୍‌’ ନାମକ ଗୋଲ୍ଡ କଏନ ଏଟିଏମ ମଧ୍ୟ ଆରମ୍ଭ କରିଛି । ‘୨୪କେ ଏକ୍ସପ୍ରେସ୍‌’ ଗୋଲ୍ଡ କଏନ ଏଟିଏମ ସୁବିଧା ନିର୍ଦ୍ଦିଷ୍ଟ ବଜାରଗୁଡ଼ିକରେ ତନିଷ୍କର ଫ୍ଲାଗସିପ ଷ୍ଟୋରରେ ଉପଲବ୍ଧ ହେବ ।

ତନିଷ୍କ ସମ୍ପର୍କରେ ଟାଟା ଗ୍ରୁପ ପକ୍ଷରୁ ଭାରତର ସବୁଠୁ ପସନ୍ଦିତ ଅଳଙ୍କାର ବ୍ରାଣ୍ଡ ତନିଷ୍କ ଦୁଇ ଦଶନ୍ଧି ହେଲା ଉନ୍ନତ ଶିଳ୍ପ କୌଶଳ, ବିଶିଷ୍ଟ ଡିଜାଇନ ଏବଂ ଗ୍ୟାରେଣ୍ଟିଯୁକ୍ତ ଉତ୍ପାଦ ଗୁଣବତ୍ତା ସହ ସମାନାର୍ଥକ ରହିଆସିଛି । ଏହା ଦେଶର ଏକମାତ୍ର ଅଳଙ୍କାର ବ୍ରାଣ୍ଡ ହେବାର ସ୍ପଷ୍ଟ ପ୍ରତିଷ୍ଠା ନିର୍ମାଣ କରିଛି, ଯାହା ଭାରତୀୟ ମହିଳାକୁ ବୁଝିବାର ଉଦ୍ୟମ କରିଥାଏ ଓ ତାକୁ ଆଭୂଷଣ ପ୍ରଦାନ କରିଥାଏ, ଯାହା ତାହାର ପାରମ୍ପରିକ ଓ ଯୁଗୋପଯୋଗୀ ଆକାଂକ୍ଷା ତଥା ଅଭିଳାଷଗୁଡ଼ିକୁ ପୂରଣ କରେ । ତନିଷ୍କ ଖୁଚୁରା ଶୃଙ୍ଖଳ ବର୍ତ୍ତମାନ ୨୨୦ରୁ ଅଧିକ ସହରରେ ୩୯୦ରୁ ଅଧିକ ଅନନ୍ୟ ବୁଟିକରେ ପରିବ୍ୟାପ୍ତ ହୋଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଦୁଇ ଜଣ ଅଜଣା ବ୍ୟକ୍ତିଙ୍କ ମୃତ ଦେହକୁ ଉଦ୍ଧାର କଲା ବାଦାମବାଡ଼ି ପୋଲିସ

ଦୁଇ ଜଣ ଅଜଣା ବ୍ୟକ୍ତିଙ୍କ ମୃତ ଦେହକୁ ଉଦ୍ଧାର କଲା ବାଦାମବାଡ଼ି ପୋଲିସ

May 7, 2026
Taneira celebrates Savitri Vrata with the Inaya collection and exclusive festive offers

ସାବିତ୍ର ଉପଲକ୍ଷେ ତନେଇରା ପକ୍ଷରୁ ‘ଇନାୟା’ କଲେକ୍ସନ : ଆକର୍ଷଣୀୟ ଅଫର ପାଇବେ ଗ୍ରାହକ

May 7, 2026
Taneira celebrates Savitri Vrata with the Inaya collection and exclusive festive offers

Taneira celebrates Savitri Vrata with the Inaya collection and exclusive festive offers

May 7, 2026
ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

May 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଦୁଇ ଜଣ ଅଜଣା ବ୍ୟକ୍ତିଙ୍କ ମୃତ ଦେହକୁ ଉଦ୍ଧାର କଲା ବାଦାମବାଡ଼ି ପୋଲିସ

ଦୁଇ ଜଣ ଅଜଣା ବ୍ୟକ୍ତିଙ୍କ ମୃତ ଦେହକୁ ଉଦ୍ଧାର କଲା ବାଦାମବାଡ଼ି ପୋଲିସ

May 7, 2026
Taneira celebrates Savitri Vrata with the Inaya collection and exclusive festive offers

ସାବିତ୍ର ଉପଲକ୍ଷେ ତନେଇରା ପକ୍ଷରୁ ‘ଇନାୟା’ କଲେକ୍ସନ : ଆକର୍ଷଣୀୟ ଅଫର ପାଇବେ ଗ୍ରାହକ

May 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version