No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୨୩ ଏପ୍ରିଲ ଶନିବାର /ବୈପାରିଗୁଡା : – କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ପକ୍ଷରୁ ବୈପାରିଗୁଡା ଗ୍ରାମ ଦୁଇ ଟି ସ୍ଥାନରେ ଏବଂ କେନ୍ଦୁ୍ଗୁଡା ର ଦୁଇଟି ସ୍ଥାନରେ ବିଫୁଳ ପରିମାଣର ମଦ ଜବତ କରି ନଷ୍ଟ କରାଯାଇଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ଡିଏସପି ପ୍ରୋବେସନ୍ ଶ୍ରୀ ବିରଞ୍ଚି ନାରାୟଣ ଜଗତ !

ଡିଏସପି ପ୍ରୋବେସନ୍ ଶ୍ରୀ ବିରଞ୍ଚି ନାରାୟଣ ଜଗତ ବୈପାରିଗୁଡା ଥାନାର ଷ୍ଟାଫମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଆଜି ୪ ଟି ସ୍ଥାନରେ ଅଚାନକ ଚଢାଉ କରି ୪ ଜଣଙ୍କ ଠାରୁ ବିଫୁଳ ପରିମାଣର ଦେଶୀ ମଦ ଜବତ କରିବା ସହିତ ସେ ଗୁଡିକକୁ ନଷ୍ଟ ମଧ୍ଯ କରିଛନ୍ତି !

ତେବେ ଆଗାମୀ ଦିନ ରେ ଏହି ଚଢାଉ ଅଧିକ କରାଯିବ ବୋଲି ତାଙ୍କ ପ୍ରତିକିୟା ରେ ପ୍ରକାଶ କରିଛନ୍ତି ଡିଏସପି ପ୍ରୋବେସନ୍ ଶ୍ରୀ ବିରଞ୍ଚି ନାରାୟଣ ଜଗତ !

No Result
View All Result