No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ /୨୨ ଏପ୍ରିଲ, ଶୁକ୍ରବାର / ଭୁବନେଶ୍ୱର :- ଓଡିଶା ଦେସରକାରୀ ଓ ସ୍ଵୟଂ ଆର୍ଥିକ ପରିଚାଳିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଂଘ ର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଗୋଚରାର୍ଥେ ଏକ ଦାବୀ । ନୁରୋଧ ପତ୍ର ମାନ୍ୟବର ଗଣଶିକ୍ଷା ମନ୍ତ୍ରୀଙ୍କ ମାଧ୍ୟମରେ ଦିଆଯାଇଥିବା ବିଷୟ ଜଣାଇ ଦିଆଯାଇଛି ଏହି ସମ୍ମିଳନୀ ରେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ରବି ଦାସ, ପୂର୍ବତନ ନିର୍ଦ୍ଦେଶକ ଡଃ, କମଳ ପ୍ରସାଦ ମହାପାତ୍ର, ପୂର୍ବତନ ପ୍ରଫେସର ବକେନ୍ଦ୍ର ପ୍ରସାଦ ଦାସ (ଆଳିକ ଶିକ୍ଷା ନିର୍ଦ୍ଦେଶାଳୟ), ପୂର୍ବତନ ଏଏସ ପ୍ରଫେସର ବିମଳ କୃଷ୍ଣ ଦାସ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଡଭୋକେଟ ଶ୍ରୀ ନାଗାର୍ଜୁନ ସେଠୀ, ସଲ ୪ ଶ୍ରୀ ସୁବାସ ଚନ୍ଦ୍ର ଦାସ, ଉପାଧ୍ୟକ୍ଷ ଶ୍ରୀ ବୀରବର ସଂଗ୍ରାମ ସିଂ, ସାଧାରଣ ସଂପାଦକ ଡଃ ରାଜୀବ କୁମାର ପଣ୍ଡା, ସହ ସଂପାଦକ ବିଷ୍ଣୁ ପ୍ରସାଦ ଦାଶ ଓ କୋଷାଧକ୍ଷ ଶ୍ରୀ ସାମାନକଳ ବଢିଆ ପ୍ରମୁଖ ଉପସ୍ଥିତ ରହି ଖପରୋକ୍ତ ଦାବୀପତ୍ର ର ସାରାଶ ଆଲୋଚନା କରିଥିଲେ ।
ଏହି ଦାବୀପତ୍ର ରେ ମହାମନ୍ତ୍ରୀ କୌଭିତ ସମୟରେ ହୋଇଥିବା ଆର୍ଥିକ ବିପର୍ଯ୍ୟୟ ସତ୍ତ୍ବେ ସଂଘ ଦ୍ଵାରା ଶିକ୍ଷାର ମାନଦଣ୍ଡ ବିଭଳି ବିକଶିତ କରାଯାଇଅଛି, ସେ ବିଷୟରେ ସମ୍ୟକ ସୂଚନା ଦିଆଯାଇଛି, ବିଶେଷ ରୂପେ ଶିକ୍ଷାର୍ଥୀଙ୍କର ଅଭିଭାବକ ମାନେ ରୋଗାଗ୍ରସ୍ତ, ଶଯ୍ୟାଶାୟୀ ଓ ଆର୍ଥିକ ଅନାଟନ ର ଶିକାର ହେବା ଯୋଗୁଁ, ବାଘ ର ସଭ୍ୟ ମାନଙ୍କ ଦ୍ବାରା ପରିଚାଳିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକ ଋଣ ଭାରରେ ବୁଡି ଯାଇଛନ୍ତି ଏହି ପରିସ୍ଥିତି ରେ ଆଳିର ଶିକ୍ଷା ଓ ଶିକ୍ଷର୍ଥୀ ଙ୍କ ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ସଂଘ ସର୍ବଦା ସଂଘର୍ଷ କରି ଆସୁଥିବାର ସୂଚନା ଦିଆଯାଇଛି, ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକରେ ଛାତ୍ର ଛାତ୍ରୀ ଙ୍କ ସଂଖ୍ୟା କମିବା ଉପରେ ବିଶେଷ ଗୁମୁଦ୍ରାରୋପ କରାଯାଇଅଛି ।

ଉପରୋଇ ପରିସ୍ଥିତି କୁ ଦୃଷ୍ଟିରେ ରଖୁ ସଂଘଦ୍ବାରା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଅବଗତି ନିମନ୍ତେ ଜଣାଇ ଦିଆଯାଇଛି ଯେ ଅନେକ ବିଦ୍ୟାଳୟ ସରକାରଙ୍କର ସୁଗୀକୃତ ସମ୍ଭାବନା କୁ ପୂରଣ କରିପାରୁନାହାନ୍ତି । ଏହି ବିଷୟ ମୁଖ୍ୟମନ୍ତ୍ରୀ ମହୋଦୟ ସହୃଦୟତା ସହକାରେ ବିଚାର କରି, ଅନୁନ୍ୟ ତିନି ବର୍ଷ ପାଇଁ ନାମଲେଖା ପ୍ରତିବନ୍ଧକକୁ କୋହଳ କରିବାକୁ ସଂଘ ପକ୍ଷରୁ ବିନୀତ ଅନୁରୋଧ କରାଯାଇଅଛି । ସାଗର ସମସ୍ତ ସଭ୍ୟ ସରକାରଙ୍କ ଦ୍ଵାରା ପ୍ରଣୀତ ସମସ୍ତ ନିୟମ ଓ ସର୍ବାଳଳୀ କୁ ନିୟମିତ ରୂପେ ପାଳନ କରୁଥିବା ବେଳେ, ବ୍ୟାପ୍ରତିକ ଆର୍ଥିକ ପରିସ୍ଥିତି ବିଦ୍ୟାଳୟ ଗୁଡିକ ର ମେରୁଦଣ୍ଡ ଦୋହଲାଇ ଦେଇଥିବା ଜଣାଇଦିଆଯାଇ ସରକାରଙ୍କର ସହଯୋଗ କାମନା କରାଯାଇଅଛି ।

No Result
View All Result