• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଏୟାରଟେଲ ପକ୍ଷରୁ ଦ୍ରୁତ ୫ଜି ନେଟ୍‌ୱର୍କ ଓ ଅଭିନବ ଉଦ୍ୟୋଗ ବ୍ୟବହାର ପ୍ରଦର୍ଶିତ

Proprietor Abhimanyu Maharana by Proprietor Abhimanyu Maharana
April 22, 2022
in ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍
0
ଏୟାରଟେଲ ପକ୍ଷରୁ ଦ୍ରୁତ ୫ଜି ନେଟ୍‌ୱର୍କ ଓ ଅଭିନବ ଉଦ୍ୟୋଗ ବ୍ୟବହାର ପ୍ରଦର୍ଶିତ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍  /୨୨ ଏପ୍ରିଲ, ଶୁକ୍ରବାର / ଭୁବନେଶ୍ୱର :- ଭାରତର ପ୍ରମୁଖ ଯୋଗାଯୋଗ ସମାଧାନ ପ୍ରଦାନକାରୀ ଭାରତୀ ଏୟାରଟେଲ୍‌ (ଏୟାରଟେଲ୍‌), କୋଲ୍‌କାତାର ସାଇନ୍ସ ସିଟିଠାରେ ବେଙ୍ଗଲ୍ ଗ୍ଲୋବାଲ ଟ୍ରେଡ୍‌ ଏକ୍ସପୋ ୨୦୨୨ (ବିଜିଟିଇ ୨୦୨୨)ରେ ନିଜର ସୁପର୍‌ଫାଷ୍ଟ୍ ଓ ଅଲ୍‌ଟ୍ରା-ଲୋ ଲାଟେନ୍ସି ଲାଇଭ୍ ୫ଜି ନେଟ୍‌ୱର୍କର ପ୍ରଦର୍ଶନ କରିଛି । ଏହି ପ୍ରଦର୍ଶନକୁ ଦୂରସଂଚାର ବିଭାଗ ଦ୍ୱାରା ଏୟାରଟେଲ୍‌କୁ ଆବଂଟିତ ୩.୪-୩.୫ ଜିଏଚ୍‌ଜେଡ୍ ବ୍ୟାଣ୍ଡ୍ ଟ୍ରାଏଲ୍‌ ସ୍ପେକ୍ଟ୍ରମର ବ୍ୟବହାର କରି ଷ୍ଟାଣ୍ଡ୍‌ଏଲୋନ୍ ମୋଡ୍‌ରେ କାର୍ଯ୍ୟକାରୀ କରାଯାଇଛି । ୧.୪ ଜିବିପିଏସ୍ ପର୍ଯ୍ୟନ୍ତ ବେଗ ଓ ୨୦ଏମ୍‌ଏସ୍‌ରୁ କମ୍ ଲାଟେନ୍ସି ସହିତ, ଏୟାରଟେଲ୍ ୫ଜି ଗ୍ରାହକ ଓ ବ୍ୟବସାୟଗୁଡିକ ପାଇଁ ଏକାଧିକ ୟୁଜ୍ କେସ୍ ବା ବ୍ୟବହାର ମାମଲାର ପ୍ରଦର୍ଶନ କରିଛି ।

ଏଥିରେ ବାଣିଜ୍ୟିକ ରୂପେ ଉପଲବ୍ଧ ୫ଜି ସ୍ମାର୍ଟଫୋନ୍‌ଗୁଡିକରେ କ୍ଲାଉଡ୍‌ ଗେମିଙ୍ଗ୍ ଓ ୮କେ ଭିଡିଓ ଷ୍ଟ୍ରିମିଙ୍ଗ୍ ସମେତ ଭିଆର୍ ଡିଭାଇସ୍ ଓ ନେକ୍‌ବ୍ୟାଣ୍ଡ ୩୬୦ଡିଗ୍ରୀର ବ୍ୟବହାର କରି ନିମଜ୍ଜିତ ଭର୍ଚୁଆଲ ରିୟାଲିଟି ଆଧାରିତ ଅନୁଭୂତି ସାମିଲ ରହିଛି । ଏହାର ହାସଟ୍ୟାଗ ୫ଜି ଫର୍‌ବିଜ୍‌ନେସ୍ ଅଭିଯାନର ଅଂଶ ଭାବେ ଏୟାରଟେଲ୍ ୫ଜିର ହାଇସ୍ପିଡ୍ ଲୋ ଲାଟେନ୍ସିର ବ୍ୟବହାର କରି ସ୍ୱୟଂଚାଳିତ ଉତ୍ପାଦନ ଓ ଗୁଣବତା ଯାଂଚ ସହିତ ଭବିଷ୍ୟତର କନେକ୍ଟେଡ୍ ଫ୍ୟାକ୍ଟ୍ରିର ପ୍ରଦର୍ଶନ କରିଛି । ଏହାସହିତ ଏୟାରଟେଲ୍‌ ଡ୍ରୋନ୍ ଆଧାରିତ ଇନ୍‌ଭେନ୍‌ଟୋରୀ ମ୍ୟାନେଜ୍‌ମେଂଟ୍‌ର ମଧ୍ୟ ପ୍ରଦର୍ଶନ କରିଛି ।

୫ଜି ବ୍ୟବହାର ମାମଲା ବ୍ୟତୀତ ଏୟାରଟେଲ୍ ପକ୍ଷରୁ ଡିଜିଟାଲ କନେକ୍ଟିଭିଟି ଏବଂ ଏୟାରଟେଲ୍ ଆଇଓଟି ଓ ଆଜିର ରିମୋଟ୍ ଓ ମୋବାଇଲ ୱର୍କଫୋର୍ସକୁ ସମର୍ଥନ କରିବା ପାଇଁ ନିର୍ମିତ ଏକ ଅଲ୍‌-ଇନ୍‌-ୱାନ୍ ଇଂଟର୍‌ନେଟ୍ ସଲ୍ୟୁଶନ- ଏୟାରଟେଲ୍ ଅଫିସ୍‌ ଇଂଟର୍‌ନେଟ୍ ଭଳି ପ୍ରଡକ୍ଟିଭିଟି ଅଫରିଙ୍ଗଗୁଡିକର ରେଞ୍ଜ୍‌କୁ ପ୍ରଦର୍ଶନ କରାଯାଇଛି । ଏସମ୍ପର୍କରେ ଭାରତୀ ଏୟାରଟେଲ୍‌ର ପଶ୍ଚିମବଙ୍ଗ ଓ ଓଡିଶା ସିଇଓ ସିଦ୍ଧାର୍ଥ ଶର୍ମା କହିଛନ୍ତି, ‘ଏୟାରଟେଲ୍ ଭାରତରେ ୫ଜିର ଆରମ୍ଭ କରିଛି । ଏହାର ପ୍ରଦର୍ଶନ ହେଉଛି ଆମ ନେଟ୍‌ୱର୍କର ୫ଜି ପ୍ରସ୍ତୁତି ଏବଂ ଡିଜିଟାଲ ଇକୋସିଷ୍ଟମରେ ଆମର ଗଭୀର ଉଦ୍ଭାବନ କ୍ଷମତା ଓ ସହଭାଗିତାର ଆଉ ଏକ ବୈଧତା । ଆମେ ବିଶ୍ୱସ୍ତରୀୟ ୫ଜି ଅଭିଜ୍ଞତା ଓ ଡିଜିଟାଲ ଆପ୍ଲିକେଶନଗୁଡିକ ସହିତ ଆମର ଗ୍ରାହକ ଓ ବ୍ୟବସାୟଗୁଡିକୁ ଖୁସି କରିବାକୁ ଅପେକ୍ଷା କରିଛୁ ।’

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
MALABAR GOLD UNVEILS ”PLATINUM SHOW“ AT SAHID NAGAR STORE

MALABAR GOLD UNVEILS ”PLATINUM SHOW“ AT SAHID NAGAR STORE

September 13, 2026
ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ

ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ

September 13, 2026
ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ

ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ

September 13, 2026
ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ

ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ

September 13, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

MALABAR GOLD UNVEILS ”PLATINUM SHOW“ AT SAHID NAGAR STORE

MALABAR GOLD UNVEILS ”PLATINUM SHOW“ AT SAHID NAGAR STORE

September 13, 2026
ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ

ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ

September 13, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version