• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପିଭିଆର ସିନେମା ପକ୍ଷରୁ ଓଡିଶାରେ ପ୍ରଥମ ମଲ୍ଟିପ୍ଲେକ୍ସର ଶୁଭାରମ୍ଭ

Proprietor Abhimanyu Maharana by Proprietor Abhimanyu Maharana
April 19, 2022
in ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍
0
ପିଭିଆର ସିନେମା ପକ୍ଷରୁ ଓଡିଶାରେ ପ୍ରଥମ ମଲ୍ଟିପ୍ଲେକ୍ସର ଶୁଭାରମ୍ଭ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୧୯.ଏପ୍ରିଲ,ମଙ୍ଗଳବାର ) ରାଉରକେଲା :- ଭାରତର ସର୍ବବୃହତ ତଥା ଅତ୍ୟନ୍ତ ପ୍ରିମିୟମ ଚଳଚ୍ଚିତ୍ର ପ୍ରଦର୍ଶନୀ କମ୍ପାନୀ, ପିଭିଆର ସିନେମା ପକ୍ଷରୁ ଓଡିଶାର ରାଉରକେଲାଠାରେ ଏହାର ପ୍ରଥମ ମଲ୍ଟିପ୍ଲେକ୍ସର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ଫୋରମ ଗ୍ୟାଲେରିଆ ମଲ୍ ଠାରେ ନୂତନ ଭାବେ ଶୁଭାରମ୍ଭ ହୋଇଥିବା ଏହି ୬-ସ୍କ୍ରିନ ର ପ୍ରପର୍ଟି ଶ୍ରେଷ୍ଠ ଥିଏରିଟରିକାଲ ସମାଧାନ ଏବଂ ଅନେକ ଅତ୍ୟାଧୁନିକ ଆତିଥ୍ୟ ସେବା ସହିତ ବ୍ୟବସ୍ଥିତ ହୋଇଛି । ଯାହାଦ୍ୱାରା ଦର୍ଶକଙ୍କୁ ଏକ ଚିତାକର୍ଷକ ଏବଂ ବାଧାରହିତ ସିନେମାଟିକ ଅନୁଭୂତି ପ୍ରଦାନ କରାଯାଇପାରିବ । ଏହି ଶୁଭାରମ୍ଭ ସହିତ ପିଭିଆର ସିନେମା ଓଡିଶାରେ ପ୍ରବେଶ କରିଛି ଏବଂ ୫ଟି ରାଜ୍ୟରେ ୧୨ଟି ପ୍ରପର୍ଟିରେ ୫୧ଟି ସ୍କ୍ରିନ ସହିତ ପୂର୍ବାଂଚଳରେ ଏହାର ଉପସ୍ଥିତି କୁ ଦୃଢ଼ କରିଛି ।  

ଓଡିଶାର ଷ୍ଟିଲ ସିଟି ବା ଇସ୍ପାତ ସହରରେ ରହିଥିବା ଏହି ନୂତନ ମଲଟିପ୍ଲେକ୍ସରେ ୯୮୭ ସିଟ୍ କ୍ଷମତା ଏବଂ ଏହାର ଶେଷ ଧାଡିରେ ଅତିଥିମାନଙ୍କୁ ଆରାମପ୍ରଦାନ କରିବା ପାଇଁ ଲେଦରେଡ ଅପହୋଲେଷ୍ଟ୍ରି, ୟୁଏସବି ଚାର୍ଜର, ଡାଇନ ପାଇଁ ସ୍ୱିଭେଲ ଟେବଲ ରହିଛି । ଆହୁରି ମଧ୍ୟ,ଆରାମଦାୟକ ରିକ୍ଲାଇନର ବିଳାସପୂର୍ଣ୍ଣତାରେ ପରସାଯାଉଥିବା ସୁସ୍ୱାଦୁ ବ୍ୟଞ୍ଜନର ଏକ ବିସ୍ତୃତ ଶୃଙ୍ଖଳ ରହିଛି, ଯାହା ଏହି ମଲଟିପ୍ଲେକ୍ସ ର ସ୍ୱତନ୍ତ୍ର ଅଫରିଙ୍ଗକୁ ବଢ଼ାଇଦେଉଛି । ରାଉରକେଲା ସହରର ମଧ୍ୟ ଭାଗରେ ସ୍ଥିତ ଏହି ମଲଟିପ୍ଲେକ୍ସ ବିସ୍ତୃତ କନେକଟିଭିଟି ଏବଂ ସିନେମାପ୍ରେମୀମାନଙ୍କୁ ସହଜରେ ପହଂଚିବାର ସୁବିଧାକୁ ନିଶ୍ଚିନ୍ତ କରୁଛି । ୬-ସ୍କ୍ରିନ ବିଶିଷ୍ଟ ଏହି ମଲଟିପ୍ଲେକ୍ସରେ ଶ୍ରେଷ୍ଠ ସିନେମାଟିକ ପ୍ରଯୁକ୍ତି ତଥା ଅଲଟ୍ରା-ହାଇ ରିଜଲ୍ୟୁସନ ଏବଂ ଉଜ୍ୱଳ ଇମେଜ ପାଇଁ ୨କେ ଆରଜିବି ପ୍ଲସ ଲେଜର ପ୍ରୋଜେକ୍ଟର, ଗଭୀର ୩ଡି କଂଟେଟ ପାଇଁ ନେକ୍ସଟ-ଜେନ ୩ଡି ସ୍କ୍ରିନ ଏବଂ ଅତୁଳନୀୟ ସାଉଣ୍ଡ ଅନୁଭୂତି ପାଇଁ ଡଲବି ୭.୧ ରହିଛି ।

ଏହି ପିରପ୍ରେକ୍ଷୀରେ ପିଭିଆର ଲିଃର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅଜୟ ବିଜଲି କହିଛନ୍ତି ଯେ, “ଆମର ପ୍ରୟାସ ହେଉଛି ସାରା ଦେଶରେ ସିନେପ୍ରେମୀଙ୍କ ପାଇଁ ନୂତନ ଅନୁଭୂତି ଏବଂ ଉଦ୍ଭାବନ ପ୍ରସ୍ତୁତ କରିବା । ଓଡିଶାରେ ପିଭିଆର ସିନେମାର ଶୁଭାରମ୍ଭ କରିବାକୁ ନେଇ ଆମେ ଅତ୍ୟନ୍ତ ଆନନ୍ଦିତ, ଯାହାକି ମେଟ୍ରୋ ସହରରେ ଆମ୍ଭମାନଙ୍କର ଉପସ୍ଥିତିକୁ ସୁଦୃଢ କରୁଛି । କ୍ଷୁଦ୍ର ସହରଗୁଡିକରେ ବୃହତ-ସ୍କ୍ରିନର ଚାହିଦାକୁ ପୂରଣ କରିବା ପାଇଁ ଆମେ କାର୍ଯ୍ୟରତ । ଆମେ ଆମର ଦର୍ଶକମାନଙ୍କୁ ଏକ ଅତୁଳନୀୟ ସିନେମା ଅନୁଭୂତି ପାଇଁ ଆମର ସୁରକ୍ଷିତ ଏବଂ ନିରାପଦ ମଲଟିପ୍ଲେକ୍ସକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ରହିଛୁ ।”

ଏହି ସମ୍ବନ୍ଧରେ ପିଭିଆର ଲିଃର ଚିଫ ଗ୍ରୋଥ ଏବଂ ଷ୍ଟ୍ରାଟଜି ଅଫିସର, ଶ୍ରୀଯୁକ୍ତ ପ୍ରମୋଦ ଆରୋରା କହିଛନ୍ତି ଯେ, “ବିଶ୍ୱର ଆତିଥ୍ୟ ରାଜଧାନୀ ଭାବରେ ଭାରତ ଦ୍ରୁତ ଗତିରେ ବିକଶିତ ହେଉଛି ଏବଂ ପିଭିଆର ରେ ଆମେ ଆମର ପୃଷ୍ଠପୋଷକମାନଙ୍କ ପାଇଁ ସିନେମା ଅନୁଭୂତିକୁ ପୁନଃଉଦ୍ଭାବନ ଏବଂ ପୁନଃନିର୍ଦ୍ଧାରଣ କରିବାର ପ୍ରୟାସ କରୁଛୁ । ରାଉରକେଲାର ଫୋରମ ମଲଠାରେ ଏହାର ଶୁଭାରମ୍ଭ ସହିତ ପୂର୍ବଭାରତରେ ପଦାର୍ପଣ କରି, ଆମେ ନିକଟ ଭବିଷ୍ୟତରେ ଭୁବନେଶ୍ୱର ଏବଂ ରାଉରକେଲାରେ ଅଧିକ ମଲଟିପ୍ଲେକ୍ସ ଖୋଲିବା ସହିତ ଓଡ଼ିଶାରେ ଆମର ଉପସ୍ଥିତି ବିସ୍ତାର କରିବାକୁ ଅପେକ୍ଷା କରିଛୁ । ଆମର ଗ୍ରାହକମାନଙ୍କୁ ଏଫ ଆଣ୍ଡ ବିର ଅଫର ସହିତ ହଲିଉଡ, ବଲିଉଡ ଏବଂ ଆଂଚଳିକ ସିନେମାରେ ଶ୍ରେଷ୍ଠତା ପ୍ରଦାନ କରିବା ପାଇଁ ଆେମ୍ଭେମାନେ ଉଚ୍ଛୁକ ଏବଂ ଘରୋଇ ମନୋରଞ୍ଜନ ବ୍ୟତୀତ ସେମାନଙ୍କ ପସନ୍ଦଯୋଗ୍ୟ ବିକଳ୍ପ ହେବାକୁ ଆମେ ଆଶା କରୁଛୁ ।” 

ଏହି ଶୁଭାରମ୍ଭ ସହିତ, ପିଭିଆର ୨୦୨୨-୨୩ ଆର୍ଥିକ ବର୍ଷରେ ୭୪ ସହରରେ (ଭାରତ ଏବଂ ଶ୍ରୀଲଙ୍କାରେ) ୧୭୩ ମଲଟିପ୍ଲେକ୍ସ ରେ ୮୫୪ଟି ସ୍କ୍ରିନ ସହିତ ଏହାର ବିକାଶକୁ ସୁଦୃଢ କରିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମା ତାରିଣୀ ଦେବୀଙ୍କ ୧୮ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଯାତ୍ରା

ମା ତାରିଣୀ ଦେବୀଙ୍କ ୧୮ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଯାତ୍ରା

March 18, 2026
ଡମସାହି ସେବା ସମବାୟ ସମିତି ତରଫରୁ ଧାନମଣ୍ଡି ଉଦଘାଟିତ 

ଡମସାହି ସେବା ସମବାୟ ସମିତି ତରଫରୁ ଧାନମଣ୍ଡି ଉଦଘାଟିତ 

March 18, 2026
ବରଗଡ଼ ମୋଟର ଚାଳକ ଙ୍କ ସୁରକ୍ଷା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଦାବିପତ୍ର

ବରଗଡ଼ ମୋଟର ଚାଳକ ଙ୍କ ସୁରକ୍ଷା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଦାବିପତ୍ର

March 18, 2026
As we approach Pakhala Divas on 20.03.2026

As we approach Pakhala Divas on 20.03.2026

March 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମା ତାରିଣୀ ଦେବୀଙ୍କ ୧୮ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଯାତ୍ରା

ମା ତାରିଣୀ ଦେବୀଙ୍କ ୧୮ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଯାତ୍ରା

March 18, 2026
ଡମସାହି ସେବା ସମବାୟ ସମିତି ତରଫରୁ ଧାନମଣ୍ଡି ଉଦଘାଟିତ 

ଡମସାହି ସେବା ସମବାୟ ସମିତି ତରଫରୁ ଧାନମଣ୍ଡି ଉଦଘାଟିତ 

March 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version