• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆଇଡେଷ୍ଟିନି ପକ୍ଷରୁ ଜନପଥ, ସହିଦନଗରରେ ନୂଆ ଷ୍ଟୋର ଉଦଘାଟିତ

Proprietor Abhimanyu Maharana by Proprietor Abhimanyu Maharana
April 9, 2022
in ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍
0
ଆଇଡେଷ୍ଟିନି ପକ୍ଷରୁ ଜନପଥ, ସହିଦନଗରରେ ନୂଆ ଷ୍ଟୋର ଉଦଘାଟିତ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୯ ଏପ୍ରିଲ ଶନିବାର ) ଭୁବନେଶ୍ୱର :- ଆଇଡେଷ୍ଟିନି ପକ୍ଷରୁ ୨୦୨୨ ଏପ୍ରିଲ୍ ୮ରେ ଜନପଥ, ସହିଦନଗରରେ ଆପଲର ସ୍ୱୀକୃତିପ୍ରାପ୍ତ ରିସେଲର ଷ୍ଟୋର ଖୋଲାଯାଇଛି ଯାହା ଭୁବନେଶ୍ୱରର କେନ୍ଦ୍ର ସ୍ଥଳରେ ଆପଲ୍ ଗ୍ରାହକଙ୍କ ପାଇଁ ଏକ ନୂତନ ଆକର୍ଷଣୀୟ ସ୍ଥାନ ସୃଷ୍ଟି କରିଛି । ଏହି ଷ୍ଟୋର୍ ଲୋକପ୍ରିୟ ଓଡ଼ିଆ ଅଭିନେତ୍ରୀ ତଥା ମଡେଲ୍ ମିସ୍ ଏଲିନା ସାମନ୍ତରାୟଙ୍କ ଦ୍ୱାରା ଉଦଘାଟିତ ହୋଇଛି । ଆପଲର ସ୍ୱୀକୃତିପ୍ରାପ୍ତ ରିସେଲର ଆଇଡେଷ୍ଟିନିର ନିର୍ଦେଶକ ବିଜୟ ଡୁଗର କହିଛନ୍ତି ଯେ, “ଡେଷ୍ଟିନି ପାଇଁ ଭୁବନେଶ୍ୱରରେ ଏହା ଆମର ଦ୍ୱିତୀୟ ବିକ୍ରି ସ୍ଥଳ । ଆମେ ଗ୍ରାହକ ଅନୁଭୂତି ଉପରେ ଗୁରୁତ୍ୱାରୋପ କରୁଛୁ ଯାହା ଉପଲବ୍ଧତା, ସେବା ପ୍ରଦାନ, ଭରସାଯୋଗ୍ୟତା, ସୁଲଭତା ଓ ପୁରୁଣା ଡିଭାଇସର ଏକ୍ସଚେଂଜ୍ ଦ୍ୱାରା ପରିଚାଳିତ ହେବ ।

ଉଲ୍ଲେଖନୀୟ ସେବା ଏବଂ ବର୍ଷତମାତ ଆକର୍ଷଣୀୟ ସ୍ଥଳ ଖୋଲା ରହୁଥିବା, ଆମେ ଭାବୁଛୁ ଯେ ଭୁବନେଶ୍ୱର ନାଗରିକ ଓ ଆଖପାଖ ସହରର ଲୋକମାନଙ୍କ ପାଇଁ ଆଇଡେଷ୍ଟିନି ପସନ୍ଦର ସ୍ଥଳରେ ପରିଣତ ହେବ ।’’ ଆପଲର ସ୍ୱୀକୃତିପ୍ରାପ୍ତ ରିସେଲର ଆଇଡେଷ୍ଟିନିର ମହାପ୍ରବନ୍ଧକ ସଲିଳ ସିଂହ କହିଛନ୍ତି ଯେ, “ଆଇଡେଷ୍ଟିନିୀ ପକ୍ଷରୁ ବ୍ୟାପକ ବର୍ଗର ଆପଲ୍ ଉତ୍ପାଦ ଓ ଆକ୍‌ସେସୋରିଜ୍ ପ୍ରଦାନ କରାଯାଉଛି । ବ୍ୟାପକ ବର୍ଗମାଳାରୁ ଗ୍ରାହକମାନଙ୍କୁ ସର୍ବାଧିକ ପାଇବାରେ ସାହାଯ୍ୟ କରିବା ଲାଗି ଏହି ଷ୍ଟୋର୍‌ରେ ଆକ୍‌ସେସୋରିଜ୍‌ର ସର୍ବବୃହତ ରେଂଜ୍ ରହିଛି । ମ୍ୟାକ୍‌ବୁକ୍ ସ୍ଲିଭ୍‌ କିମ୍ବା ଆଇପ୍ୟାଡ୍ କେସ୍‌, ସଦ୍ୟତମ ମ୍ୟାପ୍ ଆକ୍‌ସେସୋରିଜ୍ କିମ୍ବା ସଦ୍ୟତମ ମ୍ୟୁଜିକ୍ ଆକ୍‌ସେସୋରିଜ୍ ଆପଣମାନେ ଯାହା ଖୋଜୁଛନ୍ତି, ଏହି ଷ୍ଟୋର୍‌ରେ ମ୍ୟାକ୍‌, ଆଇପ୍ୟାଡ୍ ଓ ଆଇଫୋନ୍ ଆକ୍‌ସେସୋରିଜ୍‌ର ବୃହତ ଷ୍ଟକ୍ ରହିଛି ।

ଏହି ୧୦୦୦ ବର୍ଗଫୁଟର ଷ୍ଟୋର୍‌ଷର ଆପଲର ସମଗ୍ର ଉତ୍ପାଦ ବର୍ଗମାଳା ଯଥା ଡେସ୍କଟପ୍‌, କମ୍ପ୍ୟୁଟର, ଲାପଟପ୍‌, ମୋବାଇଲ ଓ ଆଇପ୍ୟାଡ୍‌ର ସମ୍ପୂର୍ଣ୍ଣ ବର୍ଗମାଳା ରହିଛି ଏବଂ ଆପଲ ଇଣ୍ଡିଆର ଗାଇଡଲାଇନ୍ ଓ ମାନ ଅନୁସାରେ ଏହାକୁ ନିର୍ମାଣ କରାଯାଇଛି ।’’ ଆପଲର ସ୍ୱୀକୃତିପ୍ରାପ୍ତ ରିସେଲର ଆଇଡେଷ୍ଟିନିର ମାର୍କେଟିଂ ମୁଖ୍ୟ ସାକ୍ଷୀ ଶର୍ମା କହିଛନ୍ତି ଯେ, “ଆପଲ ଉତ୍ପାଦ ଓ ଆକସେସୋରିଜ୍ ଉପରେ ଆପଣମାନଙ୍କୁ ମାର୍ଗଦର୍ଶନ କରିବା ଲାଗି ଆଇଡେଷ୍ଟିନି ଷ୍ଟୋର୍‌ରେ ପ୍ରଶିକ୍ଷିତ ଷ୍ଟାଫ୍ ରହିଛନ୍ତି । ଗ୍ରାହକ ଅନୁଭୂତି ଦୃଷ୍ଟିରୁ ଆମେ ଶ୍ରେଷ୍ଠ ସମ୍ଭବ ସେବା ପ୍ରଦାନ କରିବାକୁ ଉଦ୍ୟମ କରୁଛୁ । ଷ୍ଟୋର୍‌ରେ ସୂଚନା ରଖିଥିବା ବିକ୍ରି କର୍ମଚାରୀମାନେ ସର୍ବଦା ଗ୍ରାହକମାନଙ୍କୁ ଆପଲର ସଦ୍ୟତମ ଉତ୍ପାଦ ବିଷୟରେ ଜାଣିବାରେ ସହାୟତା ପ୍ରଦାନ କରିବା ଲାଗି ଆଗ୍ରହୀ ଅଛନ୍ତି ।’’

ଆପଲର ସ୍ୱୀକୃତିପ୍ରାପ୍ତ ରିସେଲର ଆଇଡେଷ୍ଟିନିର ଅପରେସନ ମୁଖ୍ୟ ଓମାର ଖାନ କହିଛନ୍ତି ଯେ, “ଏହି ଷ୍ଟୋର୍‌ର ଅନୁଭୂତି ପରିଦର୍ଶନକାରୀମାନଙ୍କୁ ସମ୍ପୂର୍ଣ୍ଣ ଉତ୍ପାଦ ବର୍ଗକୁ ପରୀକ୍ଷା କରିବାର ସୁଯୋଗ ପ୍ରଦାନ କରିବ । ଆମର ଲକ୍ଷ୍ୟ ହେଉଛି ଲୋକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ଯଦ୍ୱାରା ଲୋକମାନେ ମ୍ୟାକ୍‌ର ଶକ୍ତିକୁ ବୁଝିପାରିବେ ଏବଂ ସେମାନଙ୍କ କ୍ଷେତ୍ରରେ ତାହାକୁ ପ୍ରୟୋଗ କରିପାରବେ । ସୁଲଭତା ବଢ଼ାଇବା ପାଇଁ ଆଇଡେଷ୍ଟିନି ପକ୍ଷରୁ ଇଏମ୍‌ଆଇ ଓ ବାଏବ୍ୟାକ୍ ସ୍କିମ୍ ସୁବିଧା ଦିଆଯାଉଛି ଯାହା ଗ୍ରାହକମାନଙ୍କୁ ସହଜ ମାସିକ କିସ୍ତିରେ ଉତ୍ପାଦ କିଣିବାରେ ସହାୟକ ହେବ । ତିନି ମାସରୁ ଆରମ୍ଭ କରି ଦୁଇ ବର୍ଷ ଅବଧି ପର୍ଯ୍ୟନ୍ତର କିସ୍ତି ସ୍‌କିମ୍‌ ରହିଛି । ଛାତ୍ରଛାତ୍ରୀ ଓ ବ୍ୟବସାୟୀ ଗ୍ରାହକମାନଙ୍କ ଲାଗି ସ୍ୱତନ୍ତ୍ର ଅଫର ରହିଛି ।’’ ଆପଲର ସ୍ୱୀକୃତିପ୍ରାପ୍ତ ରିସେଲର ଆଇଡେଷ୍ଟିନି ସମ୍ପର୍କରେ ଜଣେ ବିଦ୍ୟାର୍ଥୀ କହିଛନ୍ତି ଯେ, “ଉଜ୍ଜ୍ୱଳ ରୂପରେଖ ଯୋଗୁଁ ଷ୍ଟୋର୍ ବହୁତ ଭଲ ଦେଖାଯାଉଛି । ପରିବେଶ ଓ ଉତ୍ପାଦ ବର୍ଗମାଳା ମୋତେ ବହୁତ ଭଲ ଲାଗୁଛି ।

ଏହା ବହୁତ ବଡ଼ ଏବଂ ଜଣେ ଚାହୁଥିବା ସମସ୍ତ ଉତ୍ପାଦ ବର୍ଗମାଳାକୁ ଏଥିରେ ପ୍ରଦର୍ଶନ କରାଯାଇଛି । ଆଇଡେଷ୍ଟିନି ପକ୍ଷରୁ ମ୍ୟାକ୍‌ବୁକ୍‌, ଆଇପ୍ୟାଡ୍ ଓ ଆଇଫୋନ୍‌ର ସମ୍ପୂର୍ଣ୍ଣ ବର୍ଗମାଳା ପ୍ରଦାନ କରାଯାଉଥିବା ସହ ସମ୍ପୂର୍ଣ୍ଣ ସଫ୍ଟଓୟାର ଓ ଆକ୍‌ସୋସାରିଜ୍ ପ୍ରଦାନ କରାଯାଉଛି ଯଦ୍ୱାରା ଗୋଟିଏ ସ୍ଥାନରେ ଜଣେ ସବୁ କିଛି ପାଇପାରିବେ । ଯଦି ଆପଣ ଜଣେ ବ୍ୟବସାୟୀ ଓ ପେସାଦାର ବ୍ୟବହାରକାରୀ କିମ୍ବା ଜଣେ ବିଦ୍ୟାର୍ଥୀ ଯିଏ ଆପଲ ଉତ୍ପାଦରେ ବହୁତ କିଛି କରିବାକୁ ଚାହୁଛନ୍ତି ସେମାନଙ୍କୁ ବିଶେଷଜ୍ଞ ପରାମର୍ଶ ପାଇଁ ଆଇଡେଷ୍ଟିନି ହେଉଛି ଉପଯୁକ୍ତ ସ୍ଥାନ । ଆଇଡେଷ୍ଟିନି ଷ୍ଟୋର୍ ପ୍ଲଟ ନମ୍ବର ୭୯୪, ଜନପଥ ରୋଡ୍‌, ସହିଦନଗର, ଭୁବନେଶ୍ୱର, ଓଡ଼ିଶା-୭୫୧୦୦୭ରେ ରହିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମା ତାରିଣୀ ଦେବୀଙ୍କ ୧୮ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଯାତ୍ରା

ମା ତାରିଣୀ ଦେବୀଙ୍କ ୧୮ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଯାତ୍ରା

March 18, 2026
ଡମସାହି ସେବା ସମବାୟ ସମିତି ତରଫରୁ ଧାନମଣ୍ଡି ଉଦଘାଟିତ 

ଡମସାହି ସେବା ସମବାୟ ସମିତି ତରଫରୁ ଧାନମଣ୍ଡି ଉଦଘାଟିତ 

March 18, 2026
ବରଗଡ଼ ମୋଟର ଚାଳକ ଙ୍କ ସୁରକ୍ଷା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଦାବିପତ୍ର

ବରଗଡ଼ ମୋଟର ଚାଳକ ଙ୍କ ସୁରକ୍ଷା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଦାବିପତ୍ର

March 18, 2026
As we approach Pakhala Divas on 20.03.2026

As we approach Pakhala Divas on 20.03.2026

March 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମା ତାରିଣୀ ଦେବୀଙ୍କ ୧୮ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଯାତ୍ରା

ମା ତାରିଣୀ ଦେବୀଙ୍କ ୧୮ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଯାତ୍ରା

March 18, 2026
ଡମସାହି ସେବା ସମବାୟ ସମିତି ତରଫରୁ ଧାନମଣ୍ଡି ଉଦଘାଟିତ 

ଡମସାହି ସେବା ସମବାୟ ସମିତି ତରଫରୁ ଧାନମଣ୍ଡି ଉଦଘାଟିତ 

March 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version