No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୫ ଏପ୍ରିଲ ମଙ୍ଗଳବାର ) ଭୁବନେଶ୍ୱର :- ଭୁବନେଶ୍ୱର :- ଓଡିଶାରେ ଅଚଳ ହୋଇ ପଡିଛି ୯୭ଟି ଶୀତଳ ଭଣ୍ଡାର । ରାଜ୍ୟରେ ଥିବା ୧୨୩ଟି ଶୀତଳ ଭଣ୍ଡାରରୁ ୯୭ଟି ଅଚଳ ହୋଇ ପଡିଛି ବୋଲି ଆଜି ବିଧାନସଭାରେ ଉତ୍ତର ରଖୁଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ସଚଳ ଥିବା ଶୀତଳ ଭଣ୍ଡାର ମଧ୍ୟରୁ କୃଷି ବିଭାଗର ୪ ଶୀତଳ ଭଣ୍ଡାର ରହିଛି । ଯାହାର କ୍ଷମତା ୪ ହଜାର ମେଟ୍ରିକ ଟନ ।
ସମବାୟ ବିଭାଗ ଅଧୀନରେ ୧୮ ଟି ଶୀତଳ ଭଣ୍ଡାର ରହିଛି । ଏଥରୁ କେତେ ଅଚଳ ଓ କେତେ ସଚୂଳ ତାହାର ତଥ୍ୟ ମୋ ପାଖରେ ନାହିଁ ବୋଲି କହିଛନ୍ତି ଅରୁଣ ସାହୁ । ମନ୍ତ୍ରୀ ପୁଣି କହିଛନ୍ତି ଯେ, ଛତୁ ଓ ଲେମ୍ବୁ ଉତ୍ପାଦନରେ ଓଡିଶା ହେଉଛି ଏକ ନମ୍ବର ରାଜ୍ୟ ।
ସେହି ପରି ବାଇଗଣ ଉତ୍ପାଦନରେ ଦୁଇ ନମ୍ବରରେ ରହିଛି ଏବଂ ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ଓଡିଶା ଚୂଥ ସ୍ଥାନରେ ରହିଛି । ବିଦେଶକୁ ୭୦୦ ମେଟ୍ରିକ୍ ଟନ୍ ବ୍ରାଉଳ ପିଠା ଯାଉଥିବା ବେଳେ ଆଗକୁ ୧ ହଜାର ମେଟ୍ରିକ୍ ଟନ୍ ଚାଉଳ ପଠାଇବାକୁ ଲକ୍ଷ୍ୟ ରଖୁଛନ୍ତି ସରକାର ।


No Result
View All Result