• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ମାନସ ସ୍ୱାଇଁ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ ଙ୍କୁ ନେଇ କ୍ରାଇମ ସିନ ରିକ୍ରିଏସନ କରିଛି କ୍ରାଇମବ୍ରାଂଚ

Proprietor Abhimanyu Maharana by Proprietor Abhimanyu Maharana
April 1, 2022
in ଅପରାଧ, ଓଡ଼ିଶା, ଭଦ୍ରକ, ମହାନଗର, ହୋମ୍
0
ମାନସ ସ୍ୱାଇଁ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ ଙ୍କୁ ନେଇ କ୍ରାଇମ ସିନ ରିକ୍ରିଏସନ କରିଛି କ୍ରାଇମବ୍ରାଂଚ
Share on FacebookShare on TwitterWhatsapp

ଶର୍ମିଷ୍ଠା ସହ ଯୋଡି ହୋଇ ରହିଛି ବହୁ ଚର୍ଚ୍ଚିତ ଚିପ୍ସ । ଯେଉଁ ଚିପ୍ସ ଉଗ୍ର କରିଥିଲା ଶର୍ମିଷ୍ଠାଙ୍କୁ । ସାମ୍ନାକୁ ଆସିଥିଲା ରାଜ କମ୍ୟୁନିକେସନର ମୁଖ୍ୟ ରଞ୍ଜନଙ୍କ ଚରିତ୍ର । ଫୁଟି ବାହାରିଥିଲା ସୂଚନା ଓ ଲୋକସମ୍ପର୍କ ବିଭାଗର ବରିଷ୍ଠ ଅଧିକାରୀ ନିରଞ୍ଜନ ସେଠୀଙ୍କ ଅନୈତିକ ସମ୍ପର୍କ ଓ ଏହାସହ ଅନେକ କଳାକାରନାମାର ଘଟଣା ଦୁର୍ଘଟଣାରେ କଳଙ୍କିତ କାହାଣୀ

ଓଡ଼ିଶା ତାଜା ନ୍ୟୁଜ୍ (୧ ଏପ୍ରିଲ ଶୁକ୍ରବାର ) ଭୁବନେଶ୍ୱର / ଭଦ୍ରକ :- ମାନସ ସ୍ୱାଇଁ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା ଶର୍ମିଷ୍ଠା ରାଉତ ଆଜି କ୍ରାଇମ ସିନ ରିକ୍ରିଏସନ କରିଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପଳାସପୁର ଗାଁରେ କ୍ରାଇମ ସିନ ରିକ୍ରିଏସନ କରିଛି । ଶର୍ମିଷ୍ଠାଙ୍କ ସହ ଝୁନା ଭୋଇ, ରଞ୍ଜନ ନାୟକ ଓ ନିରଞ୍ଜନ ସେଠୀ ମଧ୍ୟ ପଳାସପୁର ଯାଇଥିଲେ । ତେବେ କ୍ରାଇମ ସିନ ରିକ୍ରିଏସନ କରିବାକୁ ଗଲା ବେଳକୁ ପଳାସପୁର ଗାଁରେ ଶର୍ମିଷ୍ଠାଙ୍କୁ ଦେଖିବା ଲାଗି ଶହଶହ ଲୋକ ରୁଣ୍ଡ ହେବାରୁ ସେଠାରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଭିଡ଼ ନିୟନ୍ତ୍ରଣ କରିବାକୁ ଦୁଇ ପ୍ଲାଟୁନ ଫୋର୍ସ ଓ ବରିଷ୍ଠ ପୋଲିସ ଅଧିକାରୀମାନେ ନାକେଦମ ହୋଇଥିଲେ । ଖବର ଅନୁସାରେ ପ୍ରଥମେ ଶର୍ମିଷ୍ଠା ଓ ଅନ୍ୟମାନେ ମାନସଙ୍କୁ ଅପହରଣ କରିଥିଲେ ।

ଏହା ପରେ ଦୟାଲ ଆଶ୍ରମରେ ନିରଞ୍ଜନ ସେଠୀ ଓ ଅନ୍ୟମାନେ ପିଟିପିଟି ମାନସଙ୍କୁ ହତ୍ୟା କରିଥିଲେ । ଏହାପରେ ଶର୍ମିଷ୍ଠାଙ୍କ କାରରେ ମୃତ ଶରୀରକୁ ରଣପୁର ନିଆଯାଇଥିଲା । ଏବଂ ରଣପୁରରେ ମାନସଙ୍କ ଶବକୁ ପୋତି ଦିଆଯାଇଥିଲା । ଫେରିବା ବାଟରେ ଚଣ୍ଡିଖୋଲ ନିକଟରେ ମାନସର ଜିନିଷ ପୋଡ଼ିଥିଲେ । ମାନସଙ୍କ ଇୟର୍ ଫୋନ୍‌, ଚପଲ, ଶବ ନେଇଥିବା ଝୋଟ ଅଖା ପୋଡ଼ାଯାଇଥିଲା । ଶବ ପୋତିବା ପାଇଁ ବ୍ୟବହାର କୋଦାଳ, ଗଇଁତକୁ ବୁଦାମୂଳେ ଫିଙ୍ଗିଥିଲେ । ରିମାଣ୍ଡରେ ଥିବା ଶର୍ମିଷ୍ଠା ପ୍ରଥମେ ତଦନ୍ତରେ ସହଯୋଗ କରୁନଥିବା ବେଳେ ଶେଷରେ ସବୁ ସତ ମାନି ଯାଇଛି ।

ତଦନ୍ତକାରୀ ଅଧିକାରୀଙ୍କ ଆଗରେ ଘଟଣାର ଟିକନିଖ ତଥ୍ୟ ରଖିଛି । ପରେ କ୍ରାଇମବ୍ରାଂଚ ତାଙ୍କୁ ନେଇ କ୍ରାଇମ ସିନ ରିକ୍ରିଏସନ କରୁଛି । ଆଜି ପ୍ରଥମ ଦିନରେ ଚାନ୍ଦବାଲି ପଳାସପୁର ଗାଁକୁ ଯାଇ କ୍ରାଇମ ସିନ ରିକ୍ରିଏସନ କରିଛି । ସେଠାକୁ ଶର୍ମିଷ୍ଠା କିପରି ଯାଇଥିଲେ, ସାଙ୍ଗରେ କିଏ ଥିଲେ ଓ କେମିତି ମାନସଙ୍କୁ ଅପହରଣ କରାଯାଇଥିଲା ସେସବୁର ଡେମୋ ଦେଖାଇଥିଲା । ଗତକାଲି ରିମାଣ୍ଡରେ ଥିବା ରାଜ କମ୍ୟୁନିକେସନର ମାଲିକ ରଞ୍ଜନ ନାୟକ ଜେରା ବେଳେ ସତ ମାନିବା ସହ ତଥ୍ୟ ପ୍ରମାଣ ମଧ୍ୟ ଦେଇଥିଲା । ଶର୍ମିଷ୍ଠା ଓ ଅନ୍ୟମାନଙ୍କ ସହ ମିଶି ମାନସକୁ ଅପହରଣ କରିବା ସହ ହତ୍ୟାକାଣ୍ଡ ଘଟାଇଥିବା ରଞ୍ଜନ ସ୍ୱୀକାର କରିଛି । ରାଜ ସୁନାଖଳା ରୁ ଶବ କୁ ପୋତିବା ପାଇଁ ୧୦ କେଜି ଲୁଣ , କୋଦାଳ , ଗଇନ୍ତି ଇତ୍ୟାଦି କିଣି ଥିଲେ ବୋଲି ତଥ୍ୟ ଦେଇଛନ୍ତି ।

କେବଳ ଶର୍ମିଷ୍ଠା ନୁହେଁ, ମାନସ ହତ୍ୟାକାଣ୍ଡରେ ରଞ୍ଜନ ବି ମୁଖ୍ୟ ଭୂମିକା ନିଭାଇଥିବାର ତଥ୍ୟ କ୍ରାଇମବ୍ରାଂଚ ହାତରେ ଲାଗିଛି । ଗତକାଲି କ୍ରାଇମବ୍ରାଂଚର ଏକ ଟିମ ରଞ୍ଜନଙ୍କୁ ଚଣ୍ଡିଖୋଲ-ଡୁବୁରୀ ଏକ୍ସପ୍ରେସ ହାଇୱେ ନିକଟ ନିକଟସ୍ଥ ଶଙ୍ଖାରିଗଡ଼ାକୁ ନେଇ ସେଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ କୋଦାଳ ଓ ଗଇଁତି, ଏକ ଅଖା, ଶାଢୀ ସମେତ ମାନସର ଇଅରଫୋନ, ଚପଲ ଜବତ କରିଛି । ଏହି ପ୍ରମାଣ ପରେ କ୍ରାଇମବ୍ରାଂଚ ସେମାନଙ୍କୁ ନେଇ ଚଣ୍ଡଖୋଲ, ଭୁବନେଶ୍ୱର ଓ ନୟାଗଡ ଯିବ ବୋଲି ଜଣାପଡିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

Style Baazar Partners with Odia Film Bindusagar to Celebrate Culture, Cinema, and Community in Bhubaneswar

April 25, 2026

ଓଡ଼ିଶାରେ ଆୟୋଜିତ ହେବ ୨୦୨୬–୨୭ ଜୁନିୟର ଓ ସିନିୟର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍

Odisha to Host 2026–27 Junior & Senior Artistic Gymnastics National Championships

April 25, 2026
ଓଡ଼ିଶାରେ ଆୟୋଜିତ ହେବ ୨୦୨୬–୨୭ ଜୁନିୟର ଓ ସିନିୟର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍

ଓଡ଼ିଶାରେ ଆୟୋଜିତ ହେବ ୨୦୨୬–୨୭ ଜୁନିୟର ଓ ସିନିୟର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍

April 24, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

Style Baazar Partners with Odia Film Bindusagar to Celebrate Culture, Cinema, and Community in Bhubaneswar

April 25, 2026
ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

April 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version