• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଏୟାରଟେଲ ଏବଂ ଆକ୍ସିସ ବ୍ୟାଙ୍କ ମଧ୍ୟରେ ସହଭାଗିତାର ଘୋଷଣା

Proprietor Abhimanyu Maharana by Proprietor Abhimanyu Maharana
March 9, 2022
in ଓଡ଼ିଶା, ମହାନଗର, ହୋମ୍
0
ଏୟାରଟେଲ ଏବଂ ଆକ୍ସିସ ବ୍ୟାଙ୍କ ମଧ୍ୟରେ ସହଭାଗିତାର ଘୋଷଣା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୦୯ ମାର୍ଚ୍ଚ ବୁଧବାର ) ଭୁବନେଶ୍ୱର :- ଭାରତର ପ୍ରମୁଖ ଯୋଗାଯୋଗ ସମାଧାନ ପ୍ରଦାନକାରୀ ସଂସ୍ଥା, ଏୟାରଟେଲ ଏବଂ ଭାରତର ତୃତୀୟ ସର୍ବବୃହତ ଘରୋଇ ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ ପକ୍ଷରୁ ଏକ ରଣନୈତିକ ସହଭାଗିତାର ଘୋଷଣା କରାଯାଇଛି । ଯାହାଦ୍ୱାରା ଅନେକ ପ୍ରକାରର ଆର୍ଥିକ ସମାଧାନ ମାଧ୍ୟମରେ ଭାରତର ଡିଜିଟାଲ ଇକୋସିଷ୍ଟମର ବିକାଶକୁ ମଜବୁତ଼ କରାଯାଇପାରିବ । ଏହି ପରିପ୍ରେକ୍ଷୀରେ ‘ଏୟାରଟେଲ ଆକ୍ସିସ ବ୍ୟାଙ୍କ କ୍ରେଡିଟ କାର୍ଡ’ ର ଶୁଭାରମ୍ଭ ସହିତ ଏହି ସହଭାଗିତା ଏବେ ଠାରୁ ଆରମ୍ଭ ହୋଇଯାଇଛି, ଯାହାକି ଏୟାରଟେଲ ଗ୍ରାହକଙ୍କୁ କ୍ୟାଶବ୍ୟାକ, ବିଶେଷ ରିହାତି, ଡିଜିଟାଲ ଭାଉଚର ଏବଂ ସାନ୍ତ୍ୱନାମୂଳକ ସେବା ଭଳି ଅନେକ ପ୍ରକାରର ଆକର୍ଷଣୀୟ ଫାଇଦା ଯୋଗାଇଦେବ ।

ଦେଶରେ ଡିଜିଟାଲ ପେମେଂଟର ଗ୍ରହଣୀୟତାକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଆସନ୍ତା ମାସଗୁଡ଼ିକରେ ଏୟାରଟେଲ ଏବଂ ଆକ୍ସିସ ବ୍ୟାଙ୍କ ପକ୍ଷରୁ ଏୟାରାଟେଲର ୩୪୦ ନିୟୁତରୁ ଉର୍ଦ୍ଧ୍ୱ ଗ୍ରାହକଙ୍କ ପାଇଁ ଅନେକ ନୂତନ ଆର୍ଥିକ ସୁବିଧା ଏବଂ ଡିଜିଟାଲ ସେବା ଅଣାଯିବ । ଏଗୁଡ଼ିକରେ ଶିଳ୍ପ ଅଗ୍ରଣୀ ଫାଇଦା ସହିତ କୋ-ବ୍ରାଣ୍ଡେଡ କ୍ରେଡିଟ, ପୂର୍ବ-ଅନୁମୋଦିତ ତତ୍‌କ୍ଷଣାତ ଋଣ, ବାଏ ନାଓ ପେ ଲାଟର ଭଳି ଆହୁରି ଅନେକ ସୁବିଧା ଅନ୍ତର୍ଭୁକ୍ତ ରହିବ । ସାରା ଦେଶରେ ଏହାର ଗୁରୁତ୍ୱପୂର୍ଣ୍ଣ ପହଂଚ ସହିତ ଏହି ସହଭାଗିତା ଡିଜିଟାଇଜ ହୋଇଥିବା ପେମେଂଟର ଅଧିକ ଗ୍ରହଣୀୟତାକୁ ସକ୍ଷମ କରି ଟିୟର ୨ ଏବଂ ଟିୟର ୩ ବଜାରଗୁଡ଼ିକରେ ପ୍ରବେଶ କରିବାରେ ସହାୟକ ହେବ । ଏୟାରଟେଲ ଆକ୍ସିସ ବ୍ୟାଙ୍କ କ୍ରେଡିଟ କାର୍ଡ ଉପଭୋକ୍ତାମାନେ ସେମାନଙ୍କ କାର୍ଡ ବ୍ୟବହାର ଉପରେ ଆକର୍ଷଣୀୟ ପୁରସ୍କାର ଉପଭୋଗ କରିବେ ।

ଏୟାରଟେଲ ମୋବାଇଲ/ଡିଟିଏଚ ରିଚାର୍ଜ, ଏୟାରଟେଲ ବ୍ଲାକ ଏବଂ ଏୟାରଟେଲ ଏକ୍ସଟ୍ରିମ ଫାଇବର ପେମେଂଟ ଉପରେ ୨୫% କ୍ୟାଶବ୍ୟାକ, ଏୟାରଟେଲ ଥ୍ୟାଙ୍କ୍‌ସ ଆପ୍ ମାଧ୍ୟମରେ ବିଦ୍ୟୁତ / ଗ୍ୟାସ / ପାଣି ବିଲ ପେମେଂଟ ଉପରେ ୧୦% ରିହାତି, ବିଗବାସ୍କେଟ, ସ୍ୱିଗି, ଜମାଟୋ ଭଳି ପସନ୍ଦର ମର୍ଚ୍ଚାଟଙ୍କ ସହିତ ଜଡ଼ିତ ଖର୍ଚ୍ଚ ଉପରେ ୧୦% କ୍ୟାଶବ୍ୟାକ, ଅନ୍ୟ ସମସ୍ତ ଖର୍ଚ୍ଚଗୁଡ଼ିକ ଉପରେ ୧% କ୍ୟାଶବ୍ୟାକ ଏବଂ ଜାରି ହେବାର ୩୦ ଦିନ ମଧ୍ୟରେ କାର୍ଡ ଆକ୍ଟିଭେସନ ଉପରେ ୫୦୦ଟଙ୍କାର ଆମାଜନ ଇ-ଭାଉଚର ପାଇପାରିବେ । । ଭାରତୀ ଏୟାରଟେଲ, ଏମଡି ଏବଂ ସିଇଓ(ଭାରତ ଏବଂ ଦକ୍ଷିଣ ଏସିଆ) ଶ୍ରୀ ଗୋପାଲ ଭିଟଲ କହିଛନ୍ତିଯେ, “ଆକ୍ସିସ ବ୍ୟାଙ୍କ ସହିତ ହାତ ମିଳାଇ ଆମେ ଆନନ୍ଦିତ ।

ଏହି ବିଜୟୀ ଟେଲକୋ-ବ୍ୟାଙ୍କ ସହଭାଗିତା ମାଧ୍ୟମରେ ଏୟାରଟେଲ ଗ୍ରାହକମାନେ ଆକ୍ସିସ ବ୍ୟାଙ୍କ ର ବିଶ୍ୱ ସ୍ତରୀୟ ଆର୍ଥିକ ସେବା ପୋର୍ଟଫୋଲିଓ ଏବଂ ବିଶେଷ ଫାଇଦାଗୁଡ଼ିକ ଉପଲବ୍ଧ କରିପାରିବେ ଯେବେକି ଆକ୍ସିସ ବ୍ୟାଙ୍କ ଏୟାରଟେଲର ଦୃଢ଼ ଡିଜିଟାଲ ସାମର୍ଥ୍ୟ ଏବଂ ଗଭୀର ବିତରଣ ପହଂଚରୁ ଉପକୃତ ହେବ ।”ସେହିଭଳି ଏହି ସହଭାଗିତା ଉପରେ ମତ ରଖି ଆକ୍ସିସ ବ୍ୟାଙ୍କର ଏମଡି ତଥା ସିଇଓ ଶ୍ରୀ ଅମିତାଭ ଚୌଧୁରୀ କହିଛନ୍ତିଯେ, “ଏହି ଧରଣର ସହଭାଗିତା ଏୟାରଟେଲର ୩୪୦ ନିୟୁତ ଗ୍ରାହକଙ୍କ ପାଇଁ ଆକ୍ସିସ ବ୍ୟାଙ୍କର କ୍ରେଡିଟ ଏବଂ ବିବିଧ ଡିଜିଟାଲ ଆର୍ଥିକ ସୁବିଧାଗୁଡ଼ିକର ପହଂଚକୁ ବଢ଼ାଇବାରେ ସହାୟକ ହେବ । ଅନ୍ୟ ପକ୍ଷରେ ଆମେ ଏୟାରଟେଲର ବ୍ୟାପକ ଭାବେ ବିସ୍ତୃତ ପହଂଚ ଏବଂ ମୋବିଲିଟି ଓ ଡିଟିଏଚ ଠାରୁ ଆରମ୍ଭ କରି ୟୁଟିଲିଟି ବିଲ ପେମେଂଟ ପର୍ଯ୍ୟନ୍ତ ସେବାଗୁଡ଼ିକର ବ୍ୟବହାର କରିବୁ । ଯାହାଦ୍ୱାରା ଆମର ଗ୍ରାହକଙ୍କୁ ମୂଲ୍ୟବୋଧ ବଢ଼ାଇବାର ସୁଯୋଗ ପ୍ରଦାନ କରିବା ସହିତ ଡିଜିଟାଲ ଅର୍ଥନୀତିକୁ ବହୁତ ଦ୍ରୁତ ସାହାଯ୍ୟ ପ୍ରଦାନ କରିବୁ ।”

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାଲିଗୁଡା ରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲିଗୁଡା ରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

June 26, 2026
ଅର୍ଥ ଆତ୍ମସାତ ମାମଲା ରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ

ଅର୍ଥ ଆତ୍ମସାତ ମାମଲା ରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ

June 26, 2026
କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ସ୍ୱରାଜ୍ୟ ସୀସାଙ୍କ ବିୟୋଗ

କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ସୀସାଙ୍କ ବିୟୋଗ

June 26, 2026
ଚମତ୍କାର ଔଷଧି – ପୁଦିନାର ମହତ୍ୱକୁ ସାମିଲ କରିଛି ଡାବର ଇଣ୍ଡିଆ ଲିମିଟେଡ

Dabur India Limited inducts the importance of Wonder Herb – Pudina

June 26, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାଲିଗୁଡା ରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲିଗୁଡା ରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

June 26, 2026
ଅର୍ଥ ଆତ୍ମସାତ ମାମଲା ରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ

ଅର୍ଥ ଆତ୍ମସାତ ମାମଲା ରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ

June 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version