• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାରେ ୧୩ଟି ପିଙ୍କ ବୁଥ

Proprietor Abhimanyu Maharana by Proprietor Abhimanyu Maharana
February 15, 2022
in ଓଡ଼ିଶା, ପୁରୀ, ହୋମ୍
0
ତ୍ରିସ୍ତରୀୟ ଗ୍ରାମ ପଞ୍ଚାୟତ ନିର୍ବାଚନ ଗଜପତି ଜିଲ୍ଲାର ମୋହନା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାରରେ – କଂଗ୍ରେସ ଦଳ ଆଗରେ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୧୫ ଫେବ୍ରୁଆରୀ ମଙ୍ଗଳବାର ) ପୁରୀ :- ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାରେ ୧୩ଟି ପିଙ୍କ ବୁଥ ପ୍ରସ୍ତୁତ କରାଯାଇଛି । ଉକ୍ତ ମତଦାନ କେନ୍ଦ୍ରରେ ପ୍ରିଜାଇଡିଂ, ପୋଲିଂ ଏବଂ ସୁରକ୍ଷା କର୍ମୀ ଭାବେ କେବଳ ମହିଳା ଅଧିକାରୀମାନେ ହିଁ ପୋଲିଂ ପାର୍ଟି ଭାବେ ମୁତୟନ ହେବେ । କେବଳ ପିପିଲି ବ୍ଲକରେ ତିନୋଟି ମହିଳା ମତଦାନ କେନ୍ଦ୍ର ଥିବାବେଳେ ଅନ୍ୟ ବ୍ଲକ ଗୁଡିକରେ ପ୍ରତ୍ୟେକ ଗୋଟିଏ ମହିଳା ପୋଲିଂ ପାର୍ଟି ଥିବା ମତଦାନ କେନ୍ଦ୍ର ରହିଛି ।

ପୁରୀ ସଦର ବ୍ଲକର ଗୋପିନାଥପୁର ପଞ୍ଚାୟତର ୫ନଂ ୱାର୍ଡ, କାକଟପୁର ବ୍ଲକର ଓଥକା ପଞ୍ଚାୟତର ୩ନଂ ୱାର୍ଡ, କଣାସ ବ୍ଲକର କଣାସ ପଞ୍ଚାୟତର ୭ନଂ ୱାର୍ଡ, କୃଷ୍ଣପ୍ରସାଦର ନୂଆପଡା ପଞ୍ଚାୟତର ୨ନଂ ୱାର୍ଡ, ସତ୍ୟବାଦୀର ପେଣ୍ଠପଡା ପଞ୍ଚାୟତର ୬ନଂ ୱାର୍ଡ, ଡେଲାଙ୍ଗ ବ୍ଲକର ଗଡମୋଟରି ପଞ୍ଚାୟତର ୧୨ନଂ ୱାର୍ଡ,

ବ୍ରହ୍ମଗିରିର ବ୍ରହ୍ମଗିରି ପଞ୍ଚାୟତର ୧୩ନଂ ୱାର୍ଡ, ଅସ୍ତରଙ୍ଗ ବ୍ଲକର ଅସ୍ତରଙ୍ଗ ପଞ୍ଚାୟତର ୮ନଂ ୱାର୍ଡ, ନିମାପଡାର ତେରୁଣ୍ତିଆ ପଞ୍ଚାୟତର ୧୬ନଂ ୱାର୍ଡ, ଗୋପର ଗୋପ ପଞ୍ଚାୟତର ୩ନଂ ୱାର୍ଡ ଏବଂ ପିପିଲି ବ୍ଲକର ଦାଣ୍ତମୁକୁନ୍ଦପୁର ପଞ୍ଚାୟତର ୬,୮ ଏବଂ ୧୧ନଂ ୱାର୍ଡ ପିଙ୍କ ବୁଥ ଭାବେ ପ୍ରସ୍ତୁତ କରାଯାଇଛି । ଅଧିକ ସଂଖ୍ୟରେ ମତାଧିକାର ସାବ୍ୟସ୍ତ କରିବା ନିମନ୍ତେ ମହିଳା ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସ୍ବାଧୀନତା ଦିବସରେ ତ୍ରିରଙ୍ଗା ଧ୍ଵନି ଗୁଞ୍ଜରିତ

ସ୍ବାଧୀନତା ଦିବସରେ ତ୍ରିରଙ୍ଗା ଧ୍ଵନି ଗୁଞ୍ଜରିତ

August 17, 2026
ଗ୍ରୀନ୍ ଲିଗେସି ମିଶନ୍–୨୦୨୬’ ଅନ୍ତର୍ଗତ ଫଳଦାୟୀ ଚାରା ବଣ୍ଟନ

ଗ୍ରୀନ୍ ଲିଗେସି ମିଶନ୍–୨୦୨୬’ ଅନ୍ତର୍ଗତ ଫଳଦାୟୀ ଚାରା ବଣ୍ଟନ

August 17, 2026
ନିଜ ଉପରେ ବିଶ୍ୱାସ ରଖି ନିଜର ସର୍ବଶ୍ରେଷ୍ଠ ପ୍ରଚେଷ୍ଟା ଜାରି ରଖିଲେ ସବୁକିଛି ପରିବର୍ତ୍ତନ କରାଯାଇପାରିବ : ବ୍ଲକ୍ ଶିକ୍ଷା ଅଧିକାରୀ

ନିଜ ଉପରେ ବିଶ୍ୱାସ ରଖି ନିଜର ସର୍ବଶ୍ରେଷ୍ଠ ପ୍ରଚେଷ୍ଟା ଜାରି ରଖିଲେ ସବୁକିଛି ପରିବର୍ତ୍ତନ କରାଯାଇପାରିବ : ବ୍ଲକ୍ ଶିକ୍ଷା ଅଧିକାରୀ

August 17, 2026
ପାରଳାଖେମୁଣ୍ଡି ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ୮୦ ତମ ସ୍ୱାଧୀନତା ଦିବସ ପାଳିତ

ପାରଳାଖେମୁଣ୍ଡି ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ୮୦ ତମ ସ୍ୱାଧୀନତା ଦିବସ ପାଳିତ

August 17, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସ୍ବାଧୀନତା ଦିବସରେ ତ୍ରିରଙ୍ଗା ଧ୍ଵନି ଗୁଞ୍ଜରିତ

ସ୍ବାଧୀନତା ଦିବସରେ ତ୍ରିରଙ୍ଗା ଧ୍ଵନି ଗୁଞ୍ଜରିତ

August 17, 2026
ଗ୍ରୀନ୍ ଲିଗେସି ମିଶନ୍–୨୦୨୬’ ଅନ୍ତର୍ଗତ ଫଳଦାୟୀ ଚାରା ବଣ୍ଟନ

ଗ୍ରୀନ୍ ଲିଗେସି ମିଶନ୍–୨୦୨୬’ ଅନ୍ତର୍ଗତ ଫଳଦାୟୀ ଚାରା ବଣ୍ଟନ

August 17, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version