• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଚାନ୍ଦପୁର ଜନସାଧାରଣ ଚିକିତ୍ସା ରୁ ବଞ୍ଚିତ … ୮ ଟା ରୁ ୧୨ ଟା ପର୍ଯ୍ୟନ୍ତ ଖୋଲୁଛି ବର୍ହିଃ ବିଭାଗ ହେଲେ ପ୍ରଶାସନ କୁ ନାହିଁ ଡର …

Proprietor Abhimanyu Maharana by Proprietor Abhimanyu Maharana
January 28, 2022
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ଚାନ୍ଦପୁର ଜନସାଧାରଣ ଚିକିତ୍ସା ରୁ ବଞ୍ଚିତ … ୮ ଟା ରୁ ୧୨ ଟା ପର୍ଯ୍ୟନ୍ତ ଖୋଲୁଛି ବର୍ହିଃ ବିଭାଗ ହେଲେ ପ୍ରଶାସନ କୁ ନାହିଁ ଡର …
Share on FacebookShare on TwitterWhatsapp

1. ଡ଼ . ଚୀନ୍ନରା ଙ୍କ ସରକାରୀ ବାସଭବନ ପାଲଟିଛି ବର୍ହିଃ ବିଭାଗ ଚିକିତ୍ସା ସ୍ଥଳୀ । ଡାକ୍ତରଖାନା ରେ ରୋଗୀ ଙ୍କୁ ଚିକିତ୍ସା ନକରି ପ୍ରତ୍ୟେକ ରୋଗୀ ପିଛା ୨୦୦ ଟଙ୍କା ଶୁଳ୍କ ଆଦାୟ କରି ଗରିବ ଲୋକଙ୍କୁ ଶୋଷଣ କରୁଛନ୍ତି ଡାକ୍ତର ଚୀନ୍ନରା ।

2. ଡାକ୍ତର ହୋଇ ରୋଗୀ ଙ୍କ ପାଇଁ ସାଜିଛନ୍ତି ମୁଣ୍ଡ ବିନ୍ଧା ର କାରଣ । ମନଇଚ୍ଛା ଚିକିତ୍ସାଳୟ ରେ ହେଉଛି ରୋଗୀ ଚିକିତ୍ସା

3. ସିଡିଏମ୍ ଙ୍କ ନିର୍ଦ୍ଦେଶ କୁ ଭୃକ୍ଷେପ ନକରି ୪ ଘଣ୍ଟା ପାଇଁ ବର୍ହିଃ ବିଭାଗ ରହୁଛି ଖୋଲା । ୮ ଟା ରୁ ୧୨ ଟା ପର୍ଯ୍ୟନ୍ତ ଖୋଲୁଛି ବର୍ହିଃ ବିଭାଗ ହେଲେ ପ୍ରଶାସନ କୁ ନାହିଁ ଡର …

4. ବସନ୍ତ ମଞ୍ଜରୀ ଚିକିତ୍ସାଳୟର ଡାକ୍ତର ମାନେ କରୋନା ନାଁ ରେ ବର୍ହିଃ ବିଭାଗ ସେବା ରୁ ରୋଗୀ ଙ୍କୁ ବଞ୍ଚିତ କରାଇଛନ୍ତି । “ପ୍ରତ୍ୟେକ ମଣିଷ ଙ୍କ ଜୀବନ ମୂଲ୍ୟବାନ”

ଧାରଣାରେ ବସିବେ ଗ୍ରାମବାସୀ :-

ଓଡ଼ିଶା ତାଜା ନ୍ୟୁଜ୍ (୨୭ ଜାନୁଆରୀ ଗୁରୁବାର) ଚାନ୍ଦପୁର :- ଜାନୁଆରୀ ୨୬ ତାରିଖ ସାଧରଣତନ୍ତ୍ର ଦିବସ ଚଳିତ ବର୍ଷ ର କୋଭିଡ଼ି ନିୟମ ଅନୁସାରେ ଚାନ୍ଦପୁର ର ବିଭିନ୍ନ ସରକାରୀ ଅନୁଷ୍ଠାନ ସହିତ କମ ସଂଖ୍ୟକ ପିଲା ଙ୍କୁ ନେଇ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଜାତୀୟ ପତାକା ଉତ୍ତୋଳନ କରାଯିବାର ଦେଖିବାକୁ ମିଳିଛି । କିନ୍ତୁ ଏ ସବୁ ଭିତରେ “ପ୍ରତ୍ୟେକ ମଣିଷ ଙ୍କ ଜୀବନ ମୂଲ୍ୟବାନ” ବୋଲି ଏହା ରାଜ୍ୟ ସରକାରଙ୍କ ଉକ୍ତି ଯାହାକୁ ଆଧାର କରି ସମସ୍ତ ଜିଲ୍ଲା ରେ ସାଧାରଣ ଲୋକଙ୍କ ଚିକିତ୍ସା ବ୍ୟବସ୍ଥା ତଥା ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଠିକ ଭାବରେ ଚାଲିଥିବା ବେଳେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଚାନ୍ଦପୁର ଅଞ୍ଚଳର ପ୍ରସିଦ୍ଧ ବସନ୍ତ ମଞ୍ଜରୀ ଚିକିତ୍ସାଳୟର ଡାକ୍ତର ମାନେ କରୋନା ନାଁ ରେ ବର୍ହିଃ ବିଭାଗ ସେବା ରୁ ରୋଗୀ ଙ୍କୁ ବଞ୍ଚିତ କରାଇଛନ୍ତି ।

ତେବେ ସାର୍ବଜନୀନ ସେବା କୌଣସି ଆଳାପ ଦେଖାଇ ବନ୍ଦ କରିବା ଉଚିତ ନୁହେଁ ବୋଲି ଲୋକଙ୍କ ଠାରେ ପ୍ରତିକ୍ରିୟା ଦେଖାଦେଇଛି । ଏବଂ ଏହି କଥା ର ବିଶେଷ ଗୁରୁତ୍ୱ ରଖି କୋଭିଡ଼ି ସମୟରେ ମଧ୍ୟ ସରକାର ସାର୍ବଜନୀନ ସେବା ଯୋଗାଇ ଦେଇ ଆସିଛନ୍ତି ତେବେ କରୋନା ର ବାହାନା ଦେଖାଇ ଡାକ୍ତର ମାନେ ଏଭଳି ରୋଗୀଙ୍କ ଠାରୁ ସାର୍ବଜନୀନ ସେବା ବଞ୍ଚିତ କରିବା ହୀନ ମନୋବୃତ୍ତି ବୋଲି ଜଣାପଡୁଛି । ଏହା ଗଣତାନ୍ତ୍ରିକ ରାଷ୍ଟ୍ରରେ ଡାକ୍ତରୀ ପ୍ରଶାସନର ମାନମୋଟିଆ ଚିକିତ୍ସା ବ୍ୟବସ୍ଥା ତଥା ବର୍ହିଃ ବିଭାଗ ବନ୍ଦ କରିବା ମନ ଇଚ୍ଛା ପଦକ୍ଷେପ ବୋଲି କୁହାଯାଉଛି ।

ଏଠାରେ ପ୍ରକାଶ ଯୋଗ୍ୟ ଯେ ଚାନ୍ଦପୁର ସ୍ଥିତ ବସନ୍ତ ମଞ୍ଜରୀ ଚିକିତ୍ସାଳୟ ସରକାର ଙ୍କ ନିର୍ଦ୍ଦେଶ କ୍ରମେ କୋଭିଡ଼ି ହସ୍ପିଟାଲରେ ପରିଣତ ହୋଇଥିବା ବେଳେ ବର୍ହିଃବାସିକ ସେବା ପାଇଁ ରାମଚଣ୍ଡୀ ବର୍ହିଃ ବିଭାଗ ସବୁବେଳେ ଖୋଲା ରହିବା କଥା କିନ୍ତୁ ଡାକ୍ତର ମାନଙ୍କୁ କରୋନା ହେବା କଥା କହି ଏକ ନିଷେଧାଦେଶ ଜାରି କରାଇ ରୋଗୀ ଙ୍କ ପ୍ରତି ବେଖ୍ୟାଲ ମନୋବୃତ୍ତି ରଖି ଚିକିତ୍ସା ନହେଉଥିବା ଦେଖା ଦେଇଛି । ଏ ସଂକ୍ରାନ୍ତରେ ଜନସାଧାରଣ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ପାଖରେ ଅଭିଯୋଗ ଆଣିଥିଲେ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଙ୍କ କରୋନା ହେବା କଥା କୁ ଦର୍ଶାଇଥିଲେ । ତେବେ ଜନସାଧାରଣ ଜିଲ୍ଲାପାଳ, ସ୍ଥାନୀୟ ଥାନା ଆଇଆଇସି ଙ୍କୁ ମଧ୍ୟ ଏ ବିଷୟରେ ଦୃଷ୍ଟି ଆକର୍ଷଣ କରାଇଛନ୍ତି ।

ଏବଂ ବର୍ହିଃ ବିଭାଗ ଖୋଲିବାକୁ ନେଇ ଜନସାଧାରଣ କଡା ଦାବି କରିଥିବା ଜଣାଯାଇଛି । ଯଦି ଏ ନେଇ କୌଣସି ସୁଧାର ନ ଆସିବ ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସ ସମ୍ମୁଖରେ ପ୍ରତିଷ୍ଠିତ ବସନ୍ତ ମଞ୍ଜରୀ ଙ୍କ ପ୍ରତି ମୂର୍ତ୍ତି ତଳେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଅବଗତ କରାଇଛନ୍ତି । ସରକାର ଙ୍କ ଘୋଷଣା ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ସେହି କ୍ରମରେ ସ୍ୱାସ୍ଥ୍ୟ ସେବା କୁ ଗୁରୁତ୍ୱ ଦେଇ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଚିକିତ୍ସା ଅଧିକାରୀ ଏ ସମ୍ଭ୍ରାନ୍ତରେ ସଂଶୋଧିତ ଆଇନ ର ପାଳନ କରି ତୁରନ୍ତ ବର୍ହିଃ ବିଭାଗ ସ୍ୱାସ୍ଥ୍ୟ ସେବା ଚାଲୁ କରିବେ ବୋଲି ଜନସାଧାରଣଙ୍କ ଆଶା ବିଶ୍ୱାସ । ଜନ ସାଧାରଣ ସେବା ସରକାର ପ୍ରତି ସମର୍ପିତ ଏହି ଉକ୍ତି ସଫଳ ସାବ୍ୟସ୍ତ ହେବ ନା ବିକ୍ଷୋଭ ପ୍ରଦର୍ଶନ ହେବ ଏ ନେଇ ଦ୍ଵନ୍ଦ ଉପୁଜିଥିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶିକ୍ଷୟିତ୍ରୀ ରେଣୁବାଳା ମହାନ୍ତି ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା

ଶିକ୍ଷୟିତ୍ରୀ ରେଣୁବାଳା ମହାନ୍ତି ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା

March 19, 2026
ରଣପୁରରେ ପ୍ଲାଷ୍ଟିକ ବିକଳ୍ପ ଉପରେ କାପାସିଟି ବିଲ୍ଡିଂ ଟ୍ରେନିଙ୍ଗ ପ୍ରୋଗ୍ରାମ ଆୟୋଜିତ।

ରଣପୁରରେ ପ୍ଲାଷ୍ଟିକ ବିକଳ୍ପ ଉପରେ କାପାସିଟି ବିଲ୍ଡିଂ ଟ୍ରେନିଙ୍ଗ ପ୍ରୋଗ୍ରାମ ଆୟୋଜିତ।

March 19, 2026
ବାଘ ଗର୍ଜନରେ ଅଞ୍ଚଳ ବାସୀ ଭୟଭୀତ : ବନ ବିଭାଗ ଲଗାଇଲା ସ୍ୱତନ୍ତ୍ର କ୍ୟାମେରା – ତନାଘନା ଆରମ୍ଭ

ବାଘ ଗର୍ଜନରେ ଅଞ୍ଚଳ ବାସୀ ଭୟଭୀତ : ବନ ବିଭାଗ ଲଗାଇଲା ସ୍ୱତନ୍ତ୍ର କ୍ୟାମେରା – ତନାଘନା ଆରମ୍ଭ

March 19, 2026
ଶ୍ରୀମଦ ଭାଗବତ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ ଉଦଯାପିତ

ଶ୍ରୀମଦ ଭାଗବତ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ ଉଦଯାପିତ

March 19, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶିକ୍ଷୟିତ୍ରୀ ରେଣୁବାଳା ମହାନ୍ତି ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା

ଶିକ୍ଷୟିତ୍ରୀ ରେଣୁବାଳା ମହାନ୍ତି ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା

March 19, 2026
ରଣପୁରରେ ପ୍ଲାଷ୍ଟିକ ବିକଳ୍ପ ଉପରେ କାପାସିଟି ବିଲ୍ଡିଂ ଟ୍ରେନିଙ୍ଗ ପ୍ରୋଗ୍ରାମ ଆୟୋଜିତ।

ରଣପୁରରେ ପ୍ଲାଷ୍ଟିକ ବିକଳ୍ପ ଉପରେ କାପାସିଟି ବିଲ୍ଡିଂ ଟ୍ରେନିଙ୍ଗ ପ୍ରୋଗ୍ରାମ ଆୟୋଜିତ।

March 19, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version