• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡ଼ିିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଏବଂ ଏସଟିପିଆଇ ପକ୍ଷରୁ ମିଳିତ ଭାବରେ ‘ରାଜ୍ୟରେ ଆଇପି ସଂସ୍କୃତିକୁ ପ୍ରୋତ୍ସାହିତ କରିବା’ ଉପରେ କର୍ମଶାଳା ଆୟୋଜିତ

Proprietor Abhimanyu Maharana by Proprietor Abhimanyu Maharana
December 15, 2021
in ଓଡ଼ିଶା, ମହାନଗର, ହୋମ୍
0
ଓଡ଼ିିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଏବଂ ଏସଟିପିଆଇ ପକ୍ଷରୁ ମିଳିତ ଭାବରେ ‘ରାଜ୍ୟରେ ଆଇପି ସଂସ୍କୃତିକୁ ପ୍ରୋତ୍ସାହିତ କରିବା’ ଉପରେ କର୍ମଶାଳା ଆୟୋଜିତ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୧୫ ଡିସେମ୍ବର ବୁଧବାର) ଭୁବନେଶ୍ୱର :- ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଏବଂ ଏସଟିପିଆଇ ଭୁବନେଶ୍ୱର ‘ରାଜ୍ୟରେ ଆଇପି ସଂସ୍କୃତିକୁ ପ୍ରୋତ୍ସାହିତ କରିବା’ ଉପରେ ମିଳିତ ଭାବରେ ଏକ କର୍ମଶାଳା ଏସଟିପିଆଇ ଭୁବନେଶ୍ୱରଠାରେ ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭାରତ ସରକାର, ଓଡ଼ିଶା ସରକାର, ଶିକ୍ଷାଭିତ୍ତିକ ଏବଂ ଗବେଷଣା, ଶିଳ୍ପ, ଭୁବନେଶ୍ୱର ଗୋଠପାଟଣାସ୍ଥିତ ଏସଟିପିଆଇ ଏଲିଟ ଫାସିଲିଟି ଠାରେ ଥିବା ରାଜ୍ୟର ଷ୍ଟାର୍ଟଅପ୍‍ଗୁଡିକରୁ ଶତାଧିକ ଅଂଶଗ୍ରହଣକାରୀ ଉପସ୍ଥିତ ଥିଲେ ।

ଆଇପିଆର ପରିଚାଳନା ନିୟମାବଳୀ ଆନୁଷ୍ଠାନିକ ଭାବରେ ଉନ୍ମୋଚନ କରିବା ପୂର୍ବରୁ କ୍ଷେତ୍ର ପ୍ରସ୍ତୁତ କରିବାକୁ ‘ଓଡ଼ିଶାରେ ଆଇପିଆର ଦୃଶ୍ୟପଟ୍ଟ ଏବଂ ପରିବ୍ୟବସ୍ଥା ସମ୍ପର୍କରେ ସୂଚନା’ ଶୀର୍ଷକରେ ଏକ ଅଧିବେଶନ ଆୟୋଜନ କରାଯାଇଥିଲା ଏବଂ ତାହା ପରେ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଶାସନ ସଚିବ ଶ୍ରୀ ମନୋଜ କୁମାର ମିଶ୍ର, ଆଇଆରଟିଏସଙ୍କ ଅଧ୍ୟକ୍ଷତାରେ ଉଦ୍‍ଘାଟନି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଏସଟିପିଆଇ, ଓଡ଼ିଶାର ଡାଇରେକ୍ଟର ମାନଓ ରଂଜନ ପଣ୍ଡା ସମସ୍ତ ଅତିଥିଙ୍କୁ ହାର୍ଦ୍ଦିକ ସ୍ୱାଗତ କରିଥିଲେ । ଓଡ଼ିଶା ସରକାରଙ୍କ ଏମଏସ୍‍ଏମଇ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଉଦୟ ନାରାୟଣ ଦାସ ଓଡ଼ିଶାରେ ଷ୍ଟାର୍ଟଅପ ପରିବ୍ୟବସ୍ଥା ସମ୍ପର୍କରେ ପ୍ରକାଶ କରିଥିଲେ ।

ଏମ/ଏସ ଲେକ୍ସ ପ୍ରୋଟେକ୍ସର୍ସର ପରିଚାଳନା ଅଂଶୀଦାର ଶ୍ରୀ ଅରବିନ୍ଦ ପଣ୍ଡା ଆଦ୍ୟ ପର୍ଯ୍ୟାୟର ନବସୃଜନକାରୀ ଏବଂ ଷ୍ଟାର୍ଟଅପଗୁଡିକ ପାଇଁ ଆଇପି ସୁରକ୍ଷା ଉପରେ ପ୍ରେରଣାଦାୟୀ ଅଭିଭାଷଣ ପ୍ରଦାନ କରିଥିଲେ । ଏଥିସହିତ ଏସଟିପିଆଇ-ମୁଖ୍ୟ ଦପ୍ତରର ଡାଇରେକ୍ଟର ଶ୍ରୀ ସୁବୋଧ ସାଚାନ ଏସଟିପିଆଇ ଇଲେକ୍‍ଟ୍ରୋପ୍ରିନ୍ୟୋର ପାର୍କ ଭୁବନେଶ୍ୱରର ଷ୍ଟାର୍ଟଅପ୍‍ସମୂହ ଏବଂ ଏସଟିପିଆଇନେକ୍ସଟ ପ୍ରୟାସ ଅଧୀନରେ ଅନ୍ୟ ସେ’ର ଅଫ ‘ରପ୍ରିନ୍ୟୋରସିପ୍‍ର ଷ୍ଟାର୍ଟଅପ୍‍ସମୂହ ଦ୍ୱାରା ଦାଖଲ କରାଯାଇଥିବା ପାଟେ’ସମ୍ପର୍କରେ ପ୍ରକାଶ କରିଥିଲେ । ବିର୍ଲା ଗ୍ଲୋବାଲ ୟୁନିଭରସିଟିର କୁଳପତି ପ୍ରଫେସର ପି ପି ମାଥୁର ଅର୍ଥପୂର୍ଣ୍ଣ ଆଇପି ସୃଷ୍ଟି କରିବା ନିମନ୍ତେ ପ୍ରତ୍ୟେକଙ୍କୁ ଉତ୍ସାହିତ କରିବାକୁ ଆହ୍ୱାନପୂର୍ଣ୍ଣ ଅଭିଭାଷଣ ପ୍ରଦାନ କରିଥିଲେ ।

ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ଶାସନ ସଚିବ ଶ୍ରୀ ମନୋଜ କୁମାର ମିଶ୍ର, ଆଇଆରଟିଏସ୍‍, ରାଜ୍ୟର ଆଇପି ସ୍ରଷ୍ଟାଙ୍କ ବୃହତ୍ତର ଫାଇଦା ପାଇଁ ଆଇପିଆର ପରିଚାଳନା ନିୟମାବଳୀର ଛପା ଓ ଡିଜିଟାଲ/ଅନ୍‍ଲାଇନ ସଂସ୍କରଣକୁ ଉନ୍ମୋଚନ କରିଥିଲେ । ଆଇପି ସ୍ରଷ୍ଟାମାନେ ରାଜ୍ୟରୁ କାହିଁକି ଆଇପି ସୃଷ୍ଟି ପ୍ରକ୍ରିୟା ତ୍ୱରାନ୍ୱିତ କରିବା ଆବଶ୍ୟକ ଏବଂ ରାଜ୍ୟରେ ଆଇପି ସଂସ୍କୃତିକୁ ପ୍ରୋତ୍ସାହିତ କରିବା ସକାଶେ ଓଡ଼ିଶା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ବୈଷୟିକ, ଆଇନଗତ ଏବଂ ଆର୍ଥିକ ସମର୍ଥନର ସୁଯୋଗ ନେବା ଉଚିତ, ତାହା ଉପରେ ଅତ୍ୟନ୍ତ ଅର୍ଥପୂର୍ଣ୍ଣ ଏବଂ ଜ୍ଞାନପ୍ରଦାନକାରୀ ଅଭିଭାଷଣ ପ୍ରଦାନ କରିଥିଲେ । ସରକାରଙ୍କର ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଆଇପି ସଂସ୍କୃତିକୁ ପ୍ରୋତ୍ସାହିତ କରିବା ସକାଶେ ବାର୍ଷିକ ପ୍ରାୟ ଅଧ କୋଟି ଟଙ୍କା ବ୍ୟୟ ବରାଦ ରଖିଛନ୍ତି ।

ଏହି ସମର୍ଥନ ମଧ୍ୟରେ ଜନସଚେତନତା ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ, ପ୍ରତି ପାଟେ’ପଞ୍ଜିକରଣ ପାଇଁ ୪୦ ହଜାର ଟଙ୍କା, ଓକିଲ ଦେୟ ୨୦ ହଜାର ଟଙ୍କା ପର୍ଯନ୍ତ, ଜିଆଇ ପଞ୍ଜିକରଣ ପାଇଁ ୧୦ ହଜାର ଟଙ୍କା ଏବଂ ସାମର୍ଥ୍ୟ ସୃଷ୍ଟି ଓ ତାଲିମ କାର୍ଯ୍ୟକ୍ରମ ଆୟୋଜନ ପାଇଁ ୬୦ ହଜାର ଟଙ୍କାରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଅନ୍ତର୍ଭୁକ୍ତ । ଏମ/ଏସ ଲେକ୍ସ ପ୍ରୋଟେକ୍ଟର୍ସର ପରିଚାଳନା ଅଂଶୀଦାର ଶ୍ରୀ ଅରବିନ୍ଦ ପଣ୍ଡା ଏବଂ ତାଙ୍କ ଦଳ କର୍ମଶାଳାର ଅଧିବେଶନରେ ଆଇପି ପରିଚାଳନା ଏବଂ କୌଶଳ, ଆଇପି ଡୋମେନ ସମ୍ପର୍କରେ ପ୍ରାକ୍ଟିକାଲ ଅନ୍ତର୍ଦୃଷ୍ଟି, ଆଇପି ଅଧିକାରସମୂହ, କପିରାଇଟ, ଇଣ୍ଡଷ୍ଟ୍ରିଆଲ ଡିଜାଇନ ଏବଂ ଆଇପିଆର ଉପରେ ବଛା ବଛା କେସ ଷ୍ଟଡି ଆଦି ବିଷୟ ସମ୍ପର୍କରେ ବିବିଧ ଆଇପି ପ୍ରସଙ୍ଗ ଉପରେ ଅର୍ଥପୂର୍ଣ୍ଣ ବ୍ୟାଖ୍ୟା କରିଥିଲେ । ଜିଓଗ୍ରାଫିକ ଇଣ୍ଡିକେସନ୍‍ସ (ଜିଆଇ), ଷ୍ଟାର୍ଟଅପ୍‍ସମୂହ ଦ୍ୱାରା ଆଇପି, ଶିଳ୍ପ ଆଦି ପଞ୍ଜିକରଣ କ୍ଷେତ୍ରରେ ଓଡ଼ିଶା ହାସଲ କରିଥିବା ସାମର୍ଥ୍ୟ ସମ୍ପର୍କରେ ମଧ୍ୟ ସେମାନେ ପ୍ରକାଶ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

June 22, 2026
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

June 22, 2026
ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

June 22, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

June 22, 2026
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version