• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କଳାହାଣ୍ଡିକୁ ଲୁଟୁଛି ଟାଟା  – ଜନବିରୋଧି ଟାଟା ..  ନହେଲେ ଆଗକୁ ହଟହଟା ହେବା ନିଶ୍ଚିତ

Proprietor Abhimanyu Maharana by Proprietor Abhimanyu Maharana
December 3, 2021
in ଓଡ଼ିଶା, କଳାହାଣ୍ଡି, ହୋମ୍
0
କଳାହାଣ୍ଡିକୁ ଲୁଟୁଛି ଟାଟା  – ଜନବିରୋଧି ଟାଟା ..  ନହେଲେ ଆଗକୁ ହଟହଟା ହେବା ନିଶ୍ଚିତ
Share on FacebookShare on TwitterWhatsapp

1. ମାନ୍ୟବର ଜନପ୍ରିୟ ମୁଖ୍ୟମନ୍ତ୍ରୀ ଟାଟାଶୋଷଣରେ ଜନତା ଘାଟାରେ ଏକଥା ବୁଝିବା ଦରକାର  I

2. ଜୁଲମ କଲେ ଟାଟା କର୍ମଚାରୀ ଜନତାର ରୋଷର ଶୀକାର ହେବେ ଏ ଆଶଙ୍କା ଜଳଜଳ ଦିଶିଲାଣି  I

3. ଦିଲ୍ଲୀ ସରକାରଙ୍କ ବିଦ୍ୟୁତ ଆବଣ୍ଟନ ନୀତି ରାଜ୍ୟ ସରକାର ଆପଣେଇ ଶ୍ରଦ୍ଧାଭାଜନ ହୁଅନ୍ତୁ । ରାଜ୍ୟବାସୀ ବର୍ତ୍ତମାନ ଅତିଷ୍ଠ ।

ଓଡ଼ିଶା ତାଜା ନ୍ୟୁଜ୍ (୦୨ ଡିସେମ୍ବର ଗୁରୁବାର ) କଳାହାଣ୍ଡି :- କଳାହାଣ୍ଡି ଜିଲାରେ ଟାଟା ପାୱ୍ୱାର TPCODL ସଂପ୍ରତି ବିଦ୍ୟୁତସେବା ଯୋଗାଇବା ନାଁରେ ସାଧାରଣ ଜନତାଙ୍କୁ ଶୋଷଣ କରୁଛି I ରାଜ୍ୟ ସରକାରଙ୍କ ସହ ହୋଇଥିବା ବୁଝାମଣାପତ୍ରକୁ ସାର୍ବଜନୀନ ନକରି ଜନତାକୁ ଅନ୍ଧାରରେ ରଖି ମନଇଚ୍ଛା ବିଲ ଆଦାୟକୁ ବିଭିନ୍ନ ସ୍ତରରେ ବିରୋଧ ଆରମ୍ଭ ହେଉଛି l ଏହା ଭବିଷ୍ୟତକୁ ଭଗ୍ରରୂପ ନେବାର ନିଶ୍ଚିତ ସମ୍ଭାବନା ରହିଛି I ଟାଟା ଲଗାଉଥିବା ମିଟରର ଶୁଦ୍ଧତା ସରକାରୀ ସ୍ତରରେ ହୋଇଛି କି ନାହିଁ ତାହା ମଧ୍ୟ ସନ୍ଦେହ ଘେରରେ  …

ଯେଉଁ ସାମାଜିକ କର୍ମୀ ଏକଥା ଉଠାଉଛି ତା’ର ଆକ୍ରୋଶମୂଳକ ଭାବେ ରାତି ଅଧିଆ ବିଦ୍ୟୁତ ସଂଯୋଗ ଛିନ୍ନ ହେବାର ଉଦାହରଣ କଳାହାଣ୍ଡିରେ ଦେଖିବାକୁ ମିଳିଛି I  କେଉଁ ବିଦ୍ୟୁତ ଉପକରଣ ବ୍ୟବହାରରେ କେତେ ୟୁନିଟ କେତେ ସମୟରେ ହେଉଛି ତାହାର ମଧ୍ୟ ସୂଚନାଫଳକ ନାହିଁ I
ଟାଟା ନେବା ଦିନ ଠାରୁ ବିଦ୍ୟୁତ ଦେୟ ଆଦାୟ କରୁ ଓ ତୃଟିଶୂନ୍ୟ ବିଲ୍ ଦେଇ ଯଥା ସମୟରେ ଉଚ଼ିତ ପଦକ୍ଷେପ ନେଉ ବୋଲି ଜନସାଧାରଣ ଦାବି କରିଛନ୍ତି ।  ପୂର୍ବ ବକେୟା ପାଇଁ ଟାଳଟୁଳ ନୀତି ନ  ଆପଣେଇ କନିଷ୍ଠଯନ୍ତ୍ରୀ ସ୍ତରରେ ଜନପ୍ରତିନିଧି ଓ ବିଭାଗୀୟ କମଚାରୀଙ୍କ ମିଳିତ ବିଚାରରେ ସମାଧାନ ହେଉ ତାହା ସମୟ ଦେଇ ଏକକାଳୀନ ବା କିସ୍ତି ଆଧାରରେ କରାଯିବା ଦରକାର  I

ମାନ୍ୟବର ଜନପ୍ରିୟ ମୁଖ୍ୟମନ୍ତ୍ରୀ ଟାଟାଶୋଷଣରେ ଜନତା ଘାଟାରେ ଏକଥା ବୁଝିବା ଦରକାର  I ଜୁଲମ କଲେ ଟାଟା କର୍ମଚାରୀ ଜନତାର ରୋଷର ଶୀକାର ହେବେ ଏ ଆଶଙ୍କା ଜଳଜଳ ଦିଶିଲାଣି  I ଦିଲ୍ଲୀ ସରକାରଙ୍କ ବିଦ୍ୟୁତ ଆବଣ୍ଟନ ନୀତି ରାଜ୍ୟ ସରକାର ଆପଣେଇ ଶ୍ରଦ୍ଧାଭାଜନ ହୁଅନ୍ତୁ । ରାଜ୍ୟବାସୀ ବର୍ତ୍ତମାନ ଅତିଷ୍ଠ । ଏପରିକି ଦେୟ ଦେଇସାରିବା ପରେ ମଧ୍ୟ ତୃଟିଯୁକ୍ତ ବିଲ ପାଇ ଜନତା ସଂଶୋଧନ ପାଇଁ ଧାଇଁ ଧାଇଁ ନୟାନ୍ତ କିନ୍ତୁ ମିଳୁନି ଆଶ୍ୱସ୍ତି I ସେବା ଯୋଗାଣରେ ଅବ୍ୟବସ୍ଥା ଓ ଦିନେ ଦିନେ ଘନଘନ ଘଣ୍ଟାଘଣ୍ଟା ଧରି ବିଦ୍ୟୁତକାଟରେ ଗ୍ରାହକ ତୀବ୍ର ଅସନ୍ତୁଷ୍ଟ  I

ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଟାଟାପାୱାରର ବ୍ରିଟିଶର ବ୍ୟବସାୟୀ ମନୋଭାବ ନେଇ କାମ କରୁଥିବାରୁ ଏକ ଜନମଙ୍ଗଳ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆଦୌ ଗ୍ରହଣୀୟ ନୁହେଁ ବୋଲି ଶତାଧିକ ଗ୍ରାହକ ମତ ରଖିଛନ୍ତି  I ଏପରିକି ରାଜ୍ୟ ସରକାର ପୂର୍ବ ବିଦ୍ୟୁତ ବକେୟା ଛାଡ଼, ଟାଟାର ମନମାନୀ ବନ୍ଦ ଓ ଦିଲ୍ଲୀ ସରକାର ନୀତି ଗ୍ରହଣ ପାଇଁ ଦାବୀ ଜୋର ଧରିଛି।  ଜନବିରୋଧି ଟାଟା ନହେଲେ ଆଗକୁ ହଟହଟା ହେବା ନିଶ୍ଚିତ l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ହଜାର ହଜାର ଲୋକଙ୍କ ସମାଗମ ଆଉ ଓଡ଼ିଶାର ଗୌରବମୟ ସଂସ୍କୃତି ସହ ଦିଲ୍ଲୀରେ ଓଡ଼ିଶା ପର୍ବ ୨୦୨୬ର ସଫଳ ସମାପନ

ହଜାର ହଜାର ଲୋକଙ୍କ ସମାଗମ ଆଉ ଓଡ଼ିଶାର ଗୌରବମୟ ସଂସ୍କୃତି ସହ ଦିଲ୍ଲୀରେ ଓଡ଼ିଶା ପର୍ବ ୨୦୨୬ର ସଫଳ ସମାପନ

March 15, 2026
ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସର  ” ବିଶ୍ୱାସ ”  କାର୍ଯ୍ୟକ୍ରମ

ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସର ” ବିଶ୍ୱାସ ” କାର୍ଯ୍ୟକ୍ରମ

March 15, 2026
ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ଗୂରୁତ୍ଵକୁ ନେଇ ହିନ୍ଦୁ ଏକତା ମଞ୍ଚର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ଗୂରୁତ୍ଵକୁ ନେଇ ହିନ୍ଦୁ ଏକତା ମଞ୍ଚର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

March 15, 2026
ଇନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ପ୍ରତିବାଦ ସଭା

ଇନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ପ୍ରତିବାଦ ସଭା

March 15, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ହଜାର ହଜାର ଲୋକଙ୍କ ସମାଗମ ଆଉ ଓଡ଼ିଶାର ଗୌରବମୟ ସଂସ୍କୃତି ସହ ଦିଲ୍ଲୀରେ ଓଡ଼ିଶା ପର୍ବ ୨୦୨୬ର ସଫଳ ସମାପନ

ହଜାର ହଜାର ଲୋକଙ୍କ ସମାଗମ ଆଉ ଓଡ଼ିଶାର ଗୌରବମୟ ସଂସ୍କୃତି ସହ ଦିଲ୍ଲୀରେ ଓଡ଼ିଶା ପର୍ବ ୨୦୨୬ର ସଫଳ ସମାପନ

March 15, 2026
ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସର  ” ବିଶ୍ୱାସ ”  କାର୍ଯ୍ୟକ୍ରମ

ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସର ” ବିଶ୍ୱାସ ” କାର୍ଯ୍ୟକ୍ରମ

March 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version