• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ମୁକ୍ତା ଯୋଜନା ରେ ସାମିଲ

Proprietor Abhimanyu Maharana by Proprietor Abhimanyu Maharana
November 28, 2021
in ଓଡ଼ିଶା, ବରଗଡ଼, ରାଜନୀତି, ହୋମ୍
0
ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ମୁକ୍ତା ଯୋଜନା ରେ ସାମିଲ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୮ ନଭେମ୍ବର ରବିବାର ) ବରଗଡ଼ :- ଅତାବିରା ଏନ୍ଏସି ର ଉନ୍ନୟନ ମୂଳକ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଙ୍କ ଉପସ୍ଥିତି ରେ ଗତ ୧୭ତାରିଖ ବରଗଡ଼ ଓସ୍ୱାନ ହଲ୍ ଠାରେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଭର୍ଚୁଆଲ ମାଧ୍ୟମରେ 5ଟି ସଚିବ ଭି କେ ପାଣ୍ଡିଏନ୍ ଙ୍କୁ ଦେଇଥିବା ପ୍ରସ୍ତାବ ଗୁଡିକ ର ମଞ୍ଜୁରୀ ପ୍ରାପ୍ତ ସୂଚନା କୁ ନେଇ ଶ୍ରୀମତୀ ଛୁରିଆ ବରଗଡ଼ ଜିଲ୍ଲା ଅତାବିରା ଏନ୍ଏସି ସ୍ଥିତ ରାଣେଶ୍ୱର୍ ରାମଚଣ୍ଡୀ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀ ରେ ଏନ୍ ଏସି ଉପାଧ୍ୟକ୍ଷା ଜ୍ୟୋତିର୍ମୟୀ ଦାଶ,କାଉନ ସିଲର ଆରତୀ ନାଏକ,ସନ୍ତୋଷିନି ମକ୍ୱାନା,ଗୁନିଆ ସାହୁ,ଏନ୍ଏସି ବିଜୁ ଯୁବ ଜନତା ଦଳ ସଭାପତି ସିର୍ଦ୍ଧାଥ ଶଙ୍କର ପଣ୍ଡା ଓ ଏନ୍ ଏ ସି ସଭାପତି ଯତୀନ ଦାଶ ମଞ୍ଚାସୀନ ଥିଲେ ।

ଏହି ମୁକ୍ତା ଯୋଜନାରେ ଅତାବିରା ଏନ୍ ଏ ସି ପାଇଁ ୩କୋଟି ୨୧ଲକ୍ଷ ଟଙ୍କା ମଞ୍ଜୁରୀ ପ୍ରାପ୍ତ ହୋଇଛି। ମଞ୍ଜୁରୀ ଅନୁଦାନ ରୁ ପ୍ରସ୍ତାବିତ ପ୍ରକଳ୍ପ ୫ଟି କ୍ଷୁଦ୍ର ଉଦ୍ୟାନ ପାଇଁ ୩୧ଲକ୍ଷ,୩ଟି ପବ୍ଲିକ ଜିମ୍ ପାଇଁ ୧୩ଲକ୍ଷ,୧୭ଟି ଚାଲିବା ରାସ୍ତା ପାଇଁ ୫୬ଲକ୍ଷ,୩ଟି ଖେଳ ପଡିଆ ପାଇଁ ୮ଲକ୍ଷ, ୪ଟି ଶୌଚାଳୟ ପାଇଁ ୧୧ଲକ୍ଷ,୨ଟି ରାସ୍ତା କଡ଼ ବିକ୍ରୟ ସ୍ଥଳୀ ପାଇଁ ୨୯ଲକ୍ଷ, ୮ଟି ରାସ୍ତା ଓ ଡ୍ରେନ ପାଇଁ ୧କୋଟି ୧୪ଲକ୍ଷ,୪ଟି ରାସ୍ତା ପାଇଁ ୫୯ଲକ୍ଷ ସମୁଦାୟ ୪୬ଗୋଟି ପ୍ରକଳ୍ପ ମଞ୍ଜୁରୀ ପ୍ରାପ୍ତ ହୋଇଥିବା ଜଣାପଡ଼ିଛି ।

ୱାର୍ଡ ନଂ ୩ ପରମାଣପୁର କେନାଲ ରୁ କେନାଲ ପଡ଼ା ୧୧ଲକ୍ଷ,ଗଣେଶ ନଗର ୱାର୍ଡ ୧୦ ରାସ୍ତା ପାଇଁ ୮ଲକ୍ଷ,ୱାର୍ଡ ନଂ ୧୧ ରେଙ୍ଗାଲି ପାଲି ସ୍କୁଲ ରୁ ଶ୍ମଶାନ ଘାଟ ରାସ୍ତା ପାଇଁ ୨୦ଲକ୍ଷ,ୱାର୍ଡ ନଂ ୧୨ ମହନ୍ ଟିକ୍ରା ରୁ କାଣ୍ଡପାଲି ରାସ୍ତା ୨୦ଲକ୍ଷ,ୱାର୍ଡ ନଂ ୧ ସୁକୁମାର ଘର ରୁ ଡନ୍ ବସ୍କୋ ସ୍କୁଲ ପର୍ଯ୍ୟନ୍ତ ରାସ୍ତା ଓ ଡ୍ରେନ ୮ଲକ୍ଷ,ୱାର୍ଡ ୪ ଦୂର୍ଗା ମନ୍ଦିର ରୁ ଶିବ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଓ ଡ୍ରେନ ପାଇଁ ୧୫ଲକ୍ଷ,ୱାର୍ଡ ନଂ ୩ ଭାଲୁପାଲି ନାଳିଆ ରୁ ସମଲେଇ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଓ ଡ୍ରେନ ପାଇଁ ୧୮ଲକ୍ଷ, ୱାର୍ଡ ୪ ମହାନ୍ତି ଘର ରୁ ପାର୍ବତୀ ମନ୍ଦିର ରାସ୍ତା ଓ ଡ୍ରେନ ପାଇଁ ୧୫ଲକ୍ଷ,ୱାର୍ଡ ନଂ ୫ ଝାର ବନ୍ଦ ଟିକ୍ରା ହରିଜନ ପଡ଼ା ରୁ ଝାଉଁ ଜୋର୍ ପର୍ଯ୍ୟନ୍ତ ରାସ୍ତା ଓ ଡ୍ରେନ ପାଇଁ ୧୯ଲକ୍ଷ,ୱାର୍ଡ ନଂ ୮ ବୈମାନ ଟିକ୍ରା ଡ୍ରେନ ପାଇଁ ୧୦ଲକ୍ଷ,ରେଙ୍ଗାଲି ପାଲି କଲ୍ ଭଟ୍ ରୁ ରୁଗୁଡ଼ି ପଡ଼ା ରାସ୍ତା ଓ ଡ୍ରେନ ପାଇଁ ୧୦ଲକ୍ଷ ଓ ୱାର୍ଡ ନଂ ୧୨ ବନବାସ ଘର ଠାରୁ ନଲିଆ ପର୍ଯ୍ୟନ୍ତ ଡ୍ରେନ ପାଇଁ ୧୯ଲକ୍ଷ ଟଙ୍କା ମଞ୍ଜୁରୀ ହୋଇ ଆସନ୍ତା ୭ଦିନ ମଧ୍ୟରେ ଟେଣ୍ଡର ନେବାରେ ପ୍ରସ୍ତାବ ଦିଆଯାଇ କାର୍ଯ୍ୟ ଗୁଡ଼ିକୁ ସଂପାଦନ କରାଯିବ ବୋଲି ସୂଚନା ଦେଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Nandan Dwibedi receives Yuva Bharati Samman

Nandan Dwibedi receives Yuva Bharati Samman

September 22, 2026
ତୃତୀୟ ଥର ନିମନ୍ତେ ଖଣ୍ଡପଡ଼ା ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

ତୃତୀୟ ଥର ନିମନ୍ତେ ଖଣ୍ଡପଡ଼ା ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

September 22, 2026
ବାଲିଗୁଡ଼ାରେ ବିଜେଡି ସଙ୍ଗଠନ ସଜାଡ଼ିବାକୁ ପ୍ରୟାସ ସମନ୍ୱୟ କମିଟି ଗଠିତ, ୧୦ ଜଣିଆ ସଦସ୍ୟ ମନୋନୀତ

ବାଲିଗୁଡ଼ାରେ ବିଜେଡି ସଙ୍ଗଠନ ସଜାଡ଼ିବାକୁ ପ୍ରୟାସ ସମନ୍ୱୟ କମିଟି ଗଠିତ, ୧୦ ଜଣିଆ ସଦସ୍ୟ ମନୋନୀତ

September 22, 2026
ଆନନ୍ଦ ଉଲ୍ଲାସର ସହ ଖୁଦୁରୁକୁଣୀ ଓଷା ଉଦ୍‌ଯାପିତ

ଆନନ୍ଦ ଉଲ୍ଲାସର ସହ ଖୁଦୁରୁକୁଣୀ ଓଷା ଉଦ୍‌ଯାପିତ

September 22, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Nandan Dwibedi receives Yuva Bharati Samman

Nandan Dwibedi receives Yuva Bharati Samman

September 22, 2026
ତୃତୀୟ ଥର ନିମନ୍ତେ ଖଣ୍ଡପଡ଼ା ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

ତୃତୀୟ ଥର ନିମନ୍ତେ ଖଣ୍ଡପଡ଼ା ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

September 22, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version