• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଐତିହାସିକ କୃଷକ ଆନ୍ଦୋଳନ ଏବଂ ଶ୍ରମିକ ଧର୍ମଘଟର ଏକବର୍ଷ ପୂର୍ତ୍ତି ଉପଲକ୍ଷେ : ଭୁବନେଶ୍ୱରରେ କୃଷକ ଶ୍ରମିକମାନଙ୍କର ମିଳିତ ଶୋଭାଯାତ୍ରା ଏବଂ ସଭା

Proprietor Abhimanyu Maharana by Proprietor Abhimanyu Maharana
November 27, 2021
in ଓଡ଼ିଶା, ମହାନଗର, ହୋମ୍
0
ଐତିହାସିକ କୃଷକ ଆନ୍ଦୋଳନ ଏବଂ ଶ୍ରମିକ ଧର୍ମଘଟର ଏକବର୍ଷ ପୂର୍ତ୍ତି ଉପଲକ୍ଷେ : ଭୁବନେଶ୍ୱରରେ କୃଷକ ଶ୍ରମିକମାନଙ୍କର ମିଳିତ ଶୋଭାଯାତ୍ରା ଏବଂ ସଭା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୭ ନଭେମ୍ବର ଶନିବାର ) ଭୁବନେଶ୍ୱର :- ଐତିହାସିକ କୃଷକ ଆନ୍ଦୋଳନ ଏବଂ ଶ୍ରମିକ ଧର୍ମଘଟର ଏକବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନେଶ୍ୱରରେ କୃଷକ-ଶ୍ରମିକମାନଙ୍କର ମିିଳିତ ଶୋଭାଯାତ୍ରା ଏବଂ ସଭା ସଂଗଠିତ ହୋଇଯାଇଛି । ମାଷ୍ଟରକ୍ୟାଣ୍ଟିନ ଛକଠାରୁ ଏକ ମିଳିତ ପଟୁଆର ବାହାରି ଲୋୟର ପିଏମ୍‌ଜି ଛକଠାରେ ପହଞ୍ôଚ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଟ୍ରେଡ଼ ୟୁନିୟନ ମାନଙ୍କର ମିଳିତ ମଞ୍ଚ ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଶ୍ରମିକ ନେତା ରାମଚନ୍ଦ୍ର ଖୁଣ୍ଟିଆ ଏବଂ କୃଷକନେତା ସୁରେଶ ପାଣିଗ୍ରାହୀଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ସଭାକୁ ପରିଚାଳନା କରିଥିଲେ । ଏହି ସଭାରେ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ କ୍ଷରୋଦ କୁମାର ସିଂଦେଓ, ଜମେଶ୍ୱର ସାମନ୍ତରାୟ, ରଘୁନାଥ ଦାସ, ବଂଶୀଧର ପରିଡ଼ା, ପୂର୍ଣ୍ଣଚନ୍ଦ୍ର ପାଢୀ,

ନରେନ୍ଦ୍ର ମହାନ୍ତି, ବାସୁଦେବ ଦାସ, ସୁଦର୍ଶନ ପ୍ରଧାନ ଏବଂ ଟ୍ରେଡ଼ ୟୁନିୟନ ମାନଙ୍କର ମିଳିତ ମଞ୍ଚ ତରଫରୁ ରାମଚନ୍ଦ୍ର ପଣ୍ଡା, ରମେଶ ଜେନା, ଜୟସେନ ମେହେର, ମହେନ୍ଦ୍ର ପରିଡ଼ା, ଜ୍ୟୋତିରଞ୍ଜନ ମହାପାତ୍ର, ପରିଲତା ମହାପାତ୍ର, ସତ୍ୟବ୍ରତ ନାୟକ, ମହିଳା ନେତ୍ରୀ ଛବି ମହାନ୍ତି ଏବଂ ମିନତୀ ପାଣିଗ୍ରାହୀ ପ୍ରମୁଖ ବକ୍ତବ୍ୟ ରଖି ମୋଦି ସରକାରର କୃଷକ-ଶ୍ରମିକ ବିରୋଧୀ ନୀତିଗୁଡ଼ିକୁ ତୀବ୍ର ସମାଲୋଚନା କରିଥିଲେ । କୃଷକ ଏବଂ ଶ୍ରମିକମାନଙ୍କର ସମସ୍ତ ନ୍ୟାୟପୂର୍ଣ୍ଣ ଦାବୀଗୁଡ଼ିକ ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା କରାଯାଇଛି ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ସାମନ୍ତରାୟ, ଜଗନ୍ନାଥ ମିଶ୍ର, ଅଭିରାମ ବେହେରା, ପ୍ରଦୀପ୍ତ ନାୟକ, ସୁର ଜେନା, ରାଧାକାନ୍ତ ସେଠି, ତାପସୀ ପ୍ରହରାଜ, ଯତୀନ ମହାନ୍ତି, ବିଶ୍ୱପ୍ରିୟ କାନୁନଗୋ, ନିରଞ୍ଜନ ମହାନ୍ତି, ରଜେନ୍ଦ୍ର ବର୍ମା, ପ୍ରଭାତ ପାଣିଗ୍ରାହୀ,

ବସନ୍ତ ସାହୁ, ବିମଳୀ ନାୟକ, ଜଗଦୀଶ ଜେନା, ରାମଚନ୍ଦ୍ର ତ୍ରିପାଠୀ, ଚାମ୍ବୁରୁ ସୋରେନ ପ୍ରମୁଖ ବହୁ ନେତୃତ୍ୱ ଅଂଶଗ୍ରହଣ କରିଥିଲେ । ଦାବୀଗୁଡ଼ିକ ମଧ୍ୟରେ (୧) ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷିତ କୃଷକ ବିରୋଧୀ ତିନି କଳା କୃଷି ଆଇନ ରଦ୍ଦ ଘୋଷଣାକୁ ସଂସଦୀୟ ପ୍ରକ୍ରିୟାରେ ତୁରନ୍ତ କାର୍ଯ୍ୟକାରୀ କରାଯାଉ (୨) ଶ୍ରମିକ ବିରୋଧୀ ଚାରୋଟି ଶ୍ରମ କୋଡ ପ୍ରତ୍ୟାହାର କରାଯାଉ (୩) ଏମ୍‌.ଏସ୍‌. ସ୍ୱାମୀନାଥନ ଜାତୀୟ କୃଷକ କମିଶନର ସୁପାରିଶ ଅନୁଯାୟୀ ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌.ଏସ୍‌.ପି) ପାଇଁ ଆଇନଗତ ବ୍ୟବସ୍ଥା କରାଯାଉ (୪) ଜନବିରୋଧୀ ବିଦ୍ୟୁତ୍ (ସଂଶୋଧନ) ବିଲ୍‌-୨୦୨୦ ପ୍ରତ୍ୟାହାର କରାଯାଉ (୫) ଲକ୍ଷ୍ମୀପୁର ଖେରୀ କୃଷକ ଗଣହତ୍ୟାର ନିରପେକ୍ଷ ତଦନ୍ତ ପାଇଁ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ତୁରନ୍ତ ବରଖାସ୍ତ କରାଯାଉ

(୬) କୃଷକ ଆନ୍ଦୋଳନରେ ସହୀଦ ହୋଇଥିବା ୭୦୦ରୁ ଉର୍ଦ୍ଧ୍ୱ କୃଷକଙ୍କ ପରିବାରକୁ ନ୍ୟାୟ ପ୍ରଦାନ ସହିତ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଉ (୭) ମନିଟାଇଜେସନ ନାମରେ ଜାତୀୟ ସମ୍ପତ୍ତି ଏବଂ ସମ୍ପଦକୁ ବିକ୍ରି କରିବା ବନ୍ଦ କରାଯାଉ (୮) ଅଦିନିଆ ଲଗାଣ ବର୍ଷାଜନିତ ବ୍ୟାପକ ଫସଲ କ୍ଷତି ପାଇଁ ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଉ । ସମସ୍ତ ଧାନ କିଣିବା ପାଇଁ ବ୍ୟବସ୍ଥା କରାଯାଉ (୯) ଭାଗଚାଷୀଙ୍କୁ ଚାଷୀର ଅଧିକାର ଏବଂ ଚାଷୀ ପାଉଥିବା ସମସ୍ତ ସରକାରୀ ସୁବିଧା ଭାଗଚାଷୀଙ୍କୁ ପ୍ରଦାନ କରାଯାଉ । ଭାଗଚାଷୀଙ୍କ ଅଧିକାର ପାଇଁ ‘ଏକ ଭାଗଚାଷୀ ସୁରକ୍ଷା ଆଇନ ପ୍ରଣୟନ’ କରାଯାଉ (୧୦) ସମସ୍ତ ଆଦିବାସୀ ଏବଂ ପାରମ୍ପରିକ ଜଙ୍ଗଲବାସୀଙ୍କୁ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରିବା ଏବଂ ଆଦିବାସୀଙ୍କ ଦ୍ୱାରା ସଂଗୃହିତ ସମସ୍ତ ଲଘୁବନଜାତ ଦ୍ରବ୍ୟ ପାଇଁ ଏମ୍‌.ଏସ୍‌.ପି ପ୍ରଦାନ କରାଯାଉ (୧୧) ଡ଼ିଜେଲ, ପେଟ୍ରୋଲ, ରନ୍ଧନଗ୍ୟାସ୍ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ଆକାଶଛୁଆଁ ମୂଲ୍ୟବୃଦ୍ଧିକୁ ପ୍ରତ୍ୟାହାର କର ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବ୍ରହ୍ମଗିରି ଗ୍ରାମ ନ୍ୟାୟାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ବ୍ରହ୍ମଗିରି ଗ୍ରାମ ନ୍ୟାୟାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

June 8, 2026
କୁମ୍ଭାରପଡ଼ାରେ ମହାଶୈବ୍ୟ ଯଜ୍ଞ ମହୋତ୍ସବ

କୁମ୍ଭାରପଡ଼ାରେ ମହାଶୈବ୍ୟ ଯଜ୍ଞ ମହୋତ୍ସବ

June 8, 2026
ରଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମକୁ ମିଳିଲା ଜନପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ସମର୍ଥନ

ରଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମକୁ ମିଳିଲା ଜନପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ସମର୍ଥନ

June 8, 2026
ଯୁବ ସମାଜସେବୀ ମୁକେଶଙ୍କ ସାଇକେଲ ଯାତ୍ରା

ଯୁବ ସମାଜସେବୀ ମୁକେଶଙ୍କ ସାଇକେଲ ଯାତ୍ରା

June 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବ୍ରହ୍ମଗିରି ଗ୍ରାମ ନ୍ୟାୟାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ବ୍ରହ୍ମଗିରି ଗ୍ରାମ ନ୍ୟାୟାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

June 8, 2026
କୁମ୍ଭାରପଡ଼ାରେ ମହାଶୈବ୍ୟ ଯଜ୍ଞ ମହୋତ୍ସବ

କୁମ୍ଭାରପଡ଼ାରେ ମହାଶୈବ୍ୟ ଯଜ୍ଞ ମହୋତ୍ସବ

June 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version