• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ମହିଳାଙ୍କ ଉନ୍ନତି ଲାଗି ଶେଲ ଫାଉଣ୍ଡେସନ ପକ୍ଷରୁ ମୁଭିଙ୍ଗ ବାଉଣ୍ଡ୍ରିଜ ଅଭିଯାନର ଶୁଭାରମ୍ଭ

Proprietor Abhimanyu Maharana by Proprietor Abhimanyu Maharana
November 24, 2021
in Uncategorized
0
ମହିଳାଙ୍କ ଉନ୍ନତି ଲାଗି ଶେଲ ଫାଉଣ୍ଡେସନ ପକ୍ଷରୁ ମୁଭିଙ୍ଗ ବାଉଣ୍ଡ୍ରିଜ ଅଭିଯାନର ଶୁଭାରମ୍ଭ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୪ ନଭେମ୍ବର ବୁଧବାର ) ଭୁବନେଶ୍ୱର :- ବ୍ରିଟେନର ଏକ ଚାରିଟି ସଂସ୍ଥା, ଶେଲ ଫାଉଣ୍ଡେସନ ଏବଂ ବ୍ରିଟେନ ସରକାରଙ୍କ ପକ୍ଷରୁ ମୁଭିଂ ୱିମେନ ସୋସିଆଲ ଇନିସିଏଟିଭ ଫାଉଣ୍ଡେସନ (ଏମଓଡବ୍ଲୁଓ) ସହଯୋଗରେ ‘ମୁଭିଂ ବାଉଣ୍ଡ୍ରିଜ’ ନାମକ ଏକ ଅଭିଯାନ ଆରମ୍ଭ କରାଯାଇଛି । ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ମହିଳାମାନଙ୍କୁ ଗାଡ଼ି ଚାଳନା(ଡ୍ରାଇଭିଂ) କ୍ଷେତ୍ରରେ ଦକ୍ଷତା ପ୍ରଶିକ୍ଷଣ ପ୍ରଦାନ କରିବା ଏବଂ ଟ୍ୟାକ୍ସି ଓ ଇ-ରିକ୍ସା ଡ୍ରାଇଭର କିମ୍ବା ଇ-କମର୍ସ କମ୍ପାନୀର ଡେଲିଭରୀ ଏଜେଂଟ ଭାବେ କାର୍ଯ୍ୟ କରିବା ସମେତ ପରିବହନ ବ୍ୟବସାୟରେ ସେମାନଙ୍କ ପାଇଁ ନିଯୁକ୍ତି ସମ୍ଭାବନା ବୃଦ୍ଧି କରିବା । ଏହି ଅଭିଯାନ ଅଧିନରେ, ଏମଓଡବ୍ଲୁଓର ପ୍ରତିଷ୍ଠାତା, ଜୟ ଭାରତୀ ଅକ୍ଟୋବର ୧୧ ତାରିଖ ଠାରୁ ନିଜର ମୋଟର ବାଇକ ଯୋଗେ ଭାରତ ଭ୍ରମଣ କରୁଛନ୍ତି । ସେ ୪୦ ଦିନ ଧରି ୨୦ରୁ ଅଧିକ ସହର ପରିକ୍ରମା କରିବା ସହିତ ମହିଳାମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ବଢ଼ାଇବା ଲାଗି ସେମାନଙ୍କୁ ଡ୍ରାଇଭିଂ ପ୍ରଶିକ୍ଷଣ ନିମନ୍ତେ ସଚେତନ ଓ ଉତ୍ସାହିତ କରୁଛନ୍ତି । ଏହି ଅବସରରେ ସୁଶ୍ରୀ ଭାରତୀ ନିଜ ଯାତ୍ରାରେ ଭୁବନେଶ୍ୱରରେ ଆସି ପହଂଚିଛନ୍ତି ।

ସେ ହାଇଦ୍ରାବାଦରୁ ନିଜ ଯାତ୍ରା ଆରମ୍ଭ କରିଥିବାବେଳେ ବର୍ତମାନ ସୁଦ୍ଧା ବାଙ୍ଗାଲୋର, ଚେନ୍ନାଇ, କୋଚି, ଗୋଆ, ପୁଣେ, ମୁମ୍ବାଇ, ସୁରଟ, ଅହମ୍ମଦାବାଦ, ଉଦୟପୁର, ଅମୃତସର, ଶ୍ରୀନଗର, ଚଣ୍ଡିଗଡ଼, ନୂଆଦିଲ୍ଲୀ, ଲକ୍ଷ୍ନୌ, ଆହ୍ଲାବାଦ, ପାଟନା, ଗୌହାଟି, କୋଲକାତା ଏବଂ ରାଂଚି ପରିକ୍ରମା କରିସାରିଛନ୍ତି । ଏହି ଅଭିଯାନରେ ମହିଳାମାନଙ୍କୁ ଗାଡ଼ି ଡ୍ରାଇଭିଂ ଦକ୍ଷତା ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କରାଯାଇ ସଚେତନତା ସୃଷ୍ଟି କରାଯାଉଛି, ଯାହାଫଳରେ ସେମାନେ ଜୀବନର ସବୁକ୍ଷେତ୍ରରେ ନିରାପଦ ଭାବେ ଯାତ୍ରା କରିବା ସହିତ ନିଜର ସମ୍ଭାବନାକୁ ବୃଦ୍ଧି କରିବାରେ ସମର୍ଥ ହୋଇପାରିବେ । ଏହା ବ୍ୟତୀତ ମହିଳାମାନେ କିଭଳି ଭାବେ ବିଦ୍ୟୁତଚାଳିତ ଯାନର ମାଲିକ ହୋଇପାରିବେ ସେଥିପାଇଁ ମଧ୍ୟ ପ୍ରୟାସ କରାଯାଉଛି । ଏହା ସେମାନଙ୍କର ରୋଜଗାର ବୃଦ୍ଧି କରିବ ଏବଂ ପରିବହନ କ୍ଷେତ୍ରରୁ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନକୁ ହ୍ରାସ କରିବାରେ ସହାୟକ ହେବ । ମହିଳା ଡ୍ରାଇଭରଙ୍କୁ ପ୍ରଶିକ୍ଷଣ, ନିଯୁକ୍ତି ଏବଂ ବୈଦ୍ୟୁତିକ ବାହନର ମାଲିକାନା ପ୍ରଦାନ କରୁଥିବା ଏକ ସାମାଜିକ ଉଦ୍ୟୋଗ ‘ଇଭିନ କାର୍ଗୋ’ ମଧ୍ୟ ଏହି ଅଭିଯାନରେ ସହାୟତା ଯୋଗାଇଦେଉଛି ।

ଏହି ଅଭିଯାନ ଅନ୍ତର୍ଗତ ଆଗ୍ରହୀ ମହିଳାମାନଙ୍କ ପାଇଁ ଏକ ହ୍ୱାଟ୍‌ସଆପ ଆଧାରିତ ଚାଟ୍‌ବଟ୍‌ର ଶୁଭାରମ୍ଭ କରାଯାଇଛି । ଏଥିପାଇଁ ଜଣଙ୍କୁ +୯୧୮୮୮୫୯୧୬୬୦୬ ନମ୍ବରରେ ‘ହାଏ’ ଲେଖି ପଠାଇବାକୁ ହେବ ଏବଂ ଏହି ଚାଟ୍‌ବଟ୍ ସେମାନଙ୍କୁ ଇଭିନ କାର୍ଗୋ ଭଳି ନୀକଟସ୍ଥ ସହଯୋଗୀ ସଂସ୍ଥା ସହିତ ଯୋଡ଼ିବ । ଏହି ଚାଟ ସପୋର୍ଟ ଏକାଧିକ ଭାଷାରେ ଉପଲବ୍ଧ । ‘ମୁଭିଂ ବାଉଣ୍ଡ୍ରିଜ’ ସମ୍ପର୍କରେ ମତବ୍ୟକ୍ତ କରି ଏମଓଡବ୍ଲୁଓର ପ୍ରତିଷ୍ଠାତା, ସୁଶ୍ରୀ ଜୟ ଭାରତୀ କହିଛନ୍ତିଯେ, “ସାରା ବିଶ୍ୱରେ ମହିଳାମାନେ ଯାତ୍ରା କ୍ଷେତ୍ରରେ କଟକଣାର ସମ୍ମୁଖୀନ ହେଉଛନ୍ତି । ବାଇକ ଯୋଗେ ଏହି ୪୦ ଦିନିଆ ଦେଶ ପରିକ୍ରମା କରି ବିଭିନ୍ନ ବର୍ଗର ମହିଳାଙ୍କ ସହ ଭେଟି ସେମାନଙ୍କ ପାଇଁ ଏକ ଆକାଂକ୍ଷୀ ଓ ହାସଲଯୋଗ୍ୟ ନିଯୁକ୍ତି ବିକଳ୍ପ ଭାବେ ଗାଡ଼ି ଚାଳନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି କର୍ମଶାଳା ଆୟୋଜନ କରିବାକୁ ନେଇ ବେଶ ଉତ୍ସାହିତ ।

ତେବେ ଏହି କ୍ଷେତ୍ରରେ ମହିଳାମାନଙ୍କ ପାଇଁ ଏକ ନିରାପଦ ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ରହିଛି ଯାହାଫଳରେ ସେମାନେ ଭରସାଯୋଗ୍ୟ ପରିବହନ ସୁବିଧା ଏବଂ ନିଜସ୍ୱ ଗାଡ଼ି ଚଳାଇ ଅଧିକ ରୋଜଗାର ସୁଯୋଗ ପାଇପାରିବେ ।” ଏହି ସହଭାଗିତା ସମ୍ପର୍କରେ, ଶେଲ ଫାଉଣ୍ଡେସନ ର ଶ୍ରୀ ଶିପ୍ରା ନାୟାର କହିଛନ୍ତିଯେ, “ମହିଳାମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ନିଯୁକ୍ତି ଭଳି ମୌଳିକ ସୁବିଧା ଯୋଗାଇ ଦେବା ନିମନ୍ତେ ନିରାପଦ, ସୁଲଭ ଏବଂ ସ୍ୱଚ୍ଛ ପରିବହନ ସେବାର ପ୍ରୋତ୍ସାହନ ଲାଗି ଆମେ ‘ମୁଭିଂ ବାଉଣ୍ଡ୍ରିଜ’ ଅଭିଯାନ ଆରମ୍ଭ କରିଛୁ । ମହିଳାମାନଙ୍କ ପାଇଁ ପରିବହନ କ୍ଷେତ୍ରକୁ ଅଧିକ ସୁଗମ କରିବା ସହିତ ସେମାନଙ୍କ ଲାଗି ସମାନ ସୁଯୋଗ ସୃଷ୍ଟି କରିବା ଆମର ଲକ୍ଷ୍ୟ ।” ଆମେ ଆଶା କରୁଛୁ ଯେ ଆସନ୍ତା ୫ବର୍ଷ ମଧ୍ୟରେ ଆମେ ଏପରି ମହିଳା ଉଦ୍ୟୋଗୀମାନଙ୍କ ଦକ୍ଷତା ବିକାଶରେ ସହାୟତା ଏବଂ ସହଯୋଗ ଯୋଗାଇ ଦେବୁ ଯାହାଫଳରେ ନିମ୍ନ ଆୟବର୍ଗର ମହିଳାମାନେ ନିଯୁକ୍ତି ସୁଯୋଗ ପାଇପାରିବେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

March 15, 2026
ଆଇଚର ଗାଡି ସହ ଗଞ୍ଜେଇ ଜବତ : ଚାଳକ ଓ ଗଞ୍ଜେଇ ମାଫିଆ ଫେରାର

ଆଇଚର ଗାଡି ସହ ଗଞ୍ଜେଇ ଜବତ : ଚାଳକ ଓ ଗଞ୍ଜେଇ ମାଫିଆ ଫେରାର

March 14, 2026
ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ

ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ

March 14, 2026
ୱାର୍ଡ ମେମ୍ବରଙ୍କ ମାନବିକତା, ଦୁସ୍ଥ କବିଙ୍କୁ ସାହାଯ୍ୟ

ୱାର୍ଡ ମେମ୍ବରଙ୍କ ମାନବିକତା, ଦୁସ୍ଥ କବିଙ୍କୁ ସାହାଯ୍ୟ

March 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

March 15, 2026
ଆଇଚର ଗାଡି ସହ ଗଞ୍ଜେଇ ଜବତ : ଚାଳକ ଓ ଗଞ୍ଜେଇ ମାଫିଆ ଫେରାର

ଆଇଚର ଗାଡି ସହ ଗଞ୍ଜେଇ ଜବତ : ଚାଳକ ଓ ଗଞ୍ଜେଇ ମାଫିଆ ଫେରାର

March 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version