• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆମୱେ ଇଣ୍ଡିଆ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ଉତ୍ସାହିତ କରି ପାର୍ବଣର ଆନନ୍ଦ ପରିବ୍ୟାପ୍ତ କରିଛି

Proprietor Abhimanyu Maharana by Proprietor Abhimanyu Maharana
November 10, 2021
in ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍
0
ଆମୱେ ଇଣ୍ଡିଆ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ଉତ୍ସାହିତ କରି ପାର୍ବଣର ଆନନ୍ଦ ପରିବ୍ୟାପ୍ତ କରିଛି
Share on FacebookShare on TwitterWhatsapp

ପୂର୍ବାଞ୍ଚଳରେ ସ୍ୱାସ୍ଥ୍ୟପ୍ରଦ ପାର୍ବଣକାଳୀନ ରାନ୍ଧଣା ଏବଂ ଶ୍ୱାସକ୍ରିୟା ସମ୍ପର୍କିତ ସ୍ୱାସ୍ଥ୍ୟ ଉପରେ ପ୍ରଚଳନ କରୁଛି ଏକାଧିକ ପ୍ରୟାସ

ଓଡ଼ିଶା ତାଜା ନ୍ୟୁଜ୍ (୧୦ ନଭେମ୍ବର ବୁଧବାର) ଭୁବନେଶ୍ୱର :- ସୁସ୍ଥ ଜୀବନ ବଞ୍ଚିବାକୁ ଉତ୍ସାହିତ କରିବାକୁ ଏହାର ପ୍ରୟାସ ଜାରି ରଖି ଅନ୍ୟତମ ଅଗ୍ରଣୀ ଏଫଏମସିଜି ପ୍ରତ୍ୟକ୍ଷ ବିକ୍ରୟକାରୀ କମ୍ପାନୀ ଆମୱେ ଇଣ୍ଡିଆ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ପ୍ରୋତ୍ସାହିତ କରୁଥିବା ଏକାଧିକ କାର୍ଯ୍ୟକ୍ରମ ସହିତ ଆଲୋକର ପର୍ବ ଦୀପାବଳି ପାଳନ କରିଛି । ଦୀପାବଳିର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବାକୁ ଦେଶର ସମସ୍ତ ଅଞ୍ଚଳରେ ଏହାର ପ୍ରତ୍ୟକ୍ଷ ବିକ୍ରେତା ଏବଂ ସେମାନଙ୍କର ଗ୍ରାହକମାନଙ୍କ ସକାଶେ ଆମୱେ ଜନସାଧାରଣଙ୍କୁ ସୁସ୍ଥ ଓ ଉନ୍ନତ ଜୀବନ ନିର୍ବାହ ଦିଗରେ ସହାୟତା କରିବା ପ୍ରୟାସ ଉପରେ ଆଧାରିତ ବହୁବିଧ ପ୍ରୟାସ ହାତକୁ ନେଇଥିଲା । ସ୍ୱାସ୍ଥ୍ୟ, ସୌନ୍ଦର୍ଯ୍ୟ, ରାନ୍ଧଣା ଆଦି ଭଳି ସହଭାଗିତା ଆଗ୍ରହ ଆଧାରରେ ଅନ୍‍ଲାଇନ ଗୋଷ୍ଠୀର ପ୍ରଚଳିତ ଧାରାର ଫାଇଦା ଉଠାଇ ଆମୱେ ଉଭୟ ଜାତୀୟ ଏବଂ ଆଞ୍ଚଳିକ ସ୍ତରରେ ଜନସାଧାରଣ ନିଜ ଘରେ ନିରାପଦରେ ରହି ଦୀପାବଳି ଉପଭୋଗ କରିବାକୁ ଅଗଣିତ ପ୍ରଚାର ଅଭିଯାନ ଏବଂ କାର୍ଯ୍ୟକ୍ରମ ସହିତ ପାର୍ବଣକୁ ଜାଜୁଲ୍ୟମାନ କରିଥିଲା ।

ପୂର୍ବାଞ୍ଚଳରେ ଆମୱେ ମିଠାଇ, ମୃଦୁପାନୀୟ ଏବଂ ସୁସ୍ୱାଦୁ ଭୋଜନ ଆଦି ସହିତ ସ୍ୱାସ୍ଥ୍ୟପ୍ରଦ ପାର୍ବଣକାଳୀନ ରାନ୍ଧଣା କାର୍ଯ୍ୟକ୍ରମ ‘ଦିଲ୍‍ ସେ ଦିୱାଲି’ ଆୟୋଜନ କରିଥିଲା । ଏଥିସହିତ ଚଳିତ ପାର୍ବଣ ଋତୁରେ ଶ୍ୱାସ ପ୍ରଶ୍ୱାସ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଆମୱେ ଇଷ୍ଟ ‘ଆପଣଙ୍କ ସ୍ୱାସ୍ଥ୍ୟକୁ ଭୁଲିଯାଆନ୍ତୁ ନାହିଁ’ (ଡୋଌକ୍ଷଗ୍ଧ; ଫରଗେଟ ୟୋର ହେଲ୍‍ଥ) ଏବଂ ‘ସ୍ୱଚ୍ଛ ବାୟୁ ଆଘ୍ରାଣ କରନ୍ତୁ’ (ବ୍ରେଦ ଇନ୍‍ କ୍ଲିନ ଏୟାର) ଶୀର୍ଷକରେ ସ୍ୱତନ୍ତ୍ର ଅଧିବେଶନମାନ ଆୟୋଜନ କରିଥିଲା, ଯାହା ସ୍ୱାସ୍ଥ୍ୟ, ରୋଗ ପ୍ରତିରୋଧ ଶକ୍ତି ଏବଂ ଶ୍ୱାସ ପ୍ରଶ୍ୱାସ ସ୍ୱାସ୍ଥ୍ୟ ଉପରେ ନିଖୁଣ ଭାବରେ ଦୃଷ୍ଟିନିବଦ୍ଧ କରିଥିଲା । ଏହି ସମସ୍ତ ପ୍ରୟାସ ସମ୍ପର୍କରେ ମତ ଦେଇ ଆମୱେ ଇଣ୍ଡିଆର ପୂର୍ବ ଓ ପଶ୍ଚିମାଞ୍ଚଳ ବରିଷ୍ଠ ଭାଇସ ପ୍ରେସିଡେଌକ୍ଷଗ୍ଧ; ଶ୍ରୀ ଚନ୍ଦ୍ର ଭୂଷଣ ଚକ୍ରବର୍ତ୍ତୀ କହିଛନ୍ତି, “ଏହା ବର୍ଷର ସେହି ସମୟ, ଯେତେବେଳେ ପାର୍ବଣର ମହକ ଗଗନ ପବନରେ ଭରି ରହିଛି ଏବଂ ସର୍ବତ୍ର ଆନନ୍ଦ ଉଲ୍ଲାସ ଭରିଯାଇଛି ଏବଂ ଜନସାଧାରଣ ଭୋଜିଭାତ ଆୟୋଜନ, କିଣାକଣି, ଆମୋଦ ପ୍ରମୋଦ ସହିତ ହୃଦୟଭରି ପାର୍ବଣକୁ ପାଳନ କରୁଛନ୍ତି ।

ଖାଦ୍ୟ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାବେଳେ ଏହା ମଧ୍ୟ ପାର୍ବଣ ପାଳନର ଉଦ୍ଦୀପନାକୁ ଉଚ୍ଚତର ସୋପାନକୁ ନେଇଯିବାପରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ମହାମାରୀର ପ୍ରାଦୁର୍ଭାବ ହ୍ରାସ ପାଉଥିବା ସତ୍ତ୍ୱେ ଜନସାଧାରଣ ନିଜର ଯତ୍ନ ଏବଂ ସାମଗ୍ରିକ କଲ୍ୟାଣ ପ୍ରତି ଅଗ୍ରାଧିକାର ଦେଉଛନ୍ତି , ସେହି ସମୟରେ ନିଜ ଘରେ ପାର୍ବଣ ପାଳନର ଅନୁଭୂତିରେ ବୃଦ୍ଧି ଘଟାଇବା ଉପରେ ଦୃଷ୍ଟିନିବଦ୍ଧ କରୁଛନ୍ତି । ଏହି ଧାରା ଆଧାରରେ ଆମେ ଆମର ପ୍ରତ୍ୟକ୍ଷ ବିକ୍ରେତା ଏବଂ ସେମାନଙ୍କର ଗ୍ରାହକଙ୍କୁ ଅନ୍‍ଲାଇନ ମଞ୍ଚରେ ଏକତ୍ର ହେବା ଏବଂ ପାର୍ବଣକୁ ସୁସ୍ଥ ଉପାୟରେ ପାଳନ କରିବାକୁ ଆମର ଅନ୍‍ଲାଇନ ସମୁଦାୟଙ୍କ ସାମର୍ଥ୍ୟକୁ ଉପଯୋଗ କରିଥିଲୁ । ଏ ଦିଗରେ ସେମାନଙ୍କ ପାଇଁ ଆମେ ଅନନ୍ୟ ଏବଂ ନିୟୋଜନକାରୀ ଉତ୍ପାଦର ଅନୁଭୂତି ବିକଶିତ କରିଥିଲୁ ଏବଂ ସେହି ସମୟରେ ଜନସାଧାରଣଙ୍କୁ ସେମାନଙ୍କ ନିଜ ପାଇଁ ତଥା ସେମାନଙ୍କ ପ୍ରିୟ ପରିଜନଙ୍କ ପାଇଁ ଏହି ପାର୍ବଣ ଋତୁରେ ସ୍ୱାସ୍ଥ୍ୟପ୍ରଦ ପସନ୍ଦ କରିବାକୁ ସେମାନଙ୍କୁ ସହାୟତା କରିବାକୁ ଆମର ଆଗ୍ରହୀ ଉଦ୍ୟୋଗୀମାନଙ୍କର ବର୍ଦ୍ଧିତ ପ୍ରଭାବର ଉପଯୋଗ କରିଥିଲୁ ।”

ଆମୱେ ପାର୍ବଣକାଳୀନ ରାନ୍ଧଣା ଉପରେ ଭର୍ଚୁଆଲ କାର୍ଯ୍ୟକ୍ରମ ଆୟୋଜନ କରି ଏହାର ଆମୱେ କ୍ୱିନ କୁକୱେର ବର୍ଗର ଉତ୍ପାଦଗୁଡିକୁ ବ୍ୟବହାର କରିବା ସହିତ ଆମୱେର ନ୍ୟୁଟ୍ରିଲାଇଟ ଅଲ୍‍ ପ୍ଲାଌକ୍ଷଗ୍ଧ; ପ୍ରୋଟିନ ସହିତ ସ୍ୱାସ୍ଥ୍ୟକର ପାର୍ବଣକାଳୀନ ସୁସ୍ୱାଦୁ ଓ ସହଜରେ ପ୍ରସ୍ତୁତ କରିହେଉଥିବା ଖାଦ୍ୟ ସମ୍ପର୍କରେ ସୂଚନା ସହଭାଗିତା କରିଥିଲା । ଆମୱେ କ୍ଲିନ କୁକୱେର ବର୍ଗର ଉତ୍ପାଦଗୁଡିକ ପ୍ରାତଃ ଶୂନ୍ୟ ତେଲ ବ୍ୟବହାରରେ ଚମତ୍କାର ରାନ୍ଧଣା ପ୍ରଦର୍ଶନ ଦକ୍ଷତା ଦେଖାଇଥିଲା । ଏହି ପାର୍ବଣ ପାଳନକୁ ଅଧିକ ଆକର୍ଷଣୀୟ କରି ‘ଡୋଌକ୍ଷଗ୍ଧ; ଫରଗେଟ ୟୋର ହେଲ୍‍ଥ‘ ଏବଂ ‘ବ୍ରେଦ ଇନ୍‍ କ୍ଲିନ ଏୟାର’ ପ୍ରଚାର ଅଭିଯାନ ନ୍ୟୁଟ୍ରିଲାଇଟ ତୁଳସୀ, ନ୍ୟୁଟ୍ରିଲାଇଟ ଭାସାକା, ମୁଲେଥି ଏବଂ ସୁରାସା ସହିତ ଆମୱେ ବର୍ଗର ବାୟୁ ବିଶୋଧନକାରୀ, ଆଟମୋସ୍ପୟିର ମିନି ଏବଂ ଆଟ୍‍ମୋସ୍ପିୟର ଡ୍ରାଇଭ ଆଦି ଜରିଆରେ ଜନସାଧାରଣଙ୍କୁ ସେମାନଙ୍କର ଶ୍ୱାସ ପ୍ରଶ୍ୱାସ କାଳୀନ ସ୍ୱାସ୍ଥ୍ୟର ଯତ୍ନ ନେବାଦିଗରେ ସେମାନଙ୍କୁ ସୁଚିନ୍ତିତ ପସନ୍ଦ କରିବାକୁ ଉତ୍ସାହିତ କରିଥିଲା ।

ଡିଜିଟାଲ ଧାରାକୁ ଗ୍ରହଣ କରି ଆମୱେ ଇଣ୍ଡିଆ ଏହାର ପ୍ରତ୍ୟକ୍ଷ ଖୁଚୁରା ବିକ୍ରେତା / ବିକ୍ରେତା ଏବଂ ସେମାନଙ୍କର ଗ୍ରାହକମାନଙ୍କ ପାଇଁ ବ୍ରାଣ୍ଡ୍‍ ସହିତ ସଂଯୁକ୍ତ ହେବା ବ୍ୟବସ୍ଥାକୁ ସୁଦୃଢ କରିବା ନିମନ୍ତେ ନିୟୋଜିତ ରହିବା ଭଳି ଭର୍ଚୁଆଲ ଅନୁଭୂତି ସୃଷ୍ଟି କରୁଛି ଏବଂ ସେହି ସମୟରେ ସହଭାଗୀ ଆଗ୍ରହ ଏବଂ ଉତ୍ସାହ ଆଧାରରେ ଗୋଷ୍ଠୀଗୁଡିକ ନିର୍ମାଣ କରୁଛି । ଏଥିସହିତ ସୁସ୍ଥ ଜୀବନ ଯାପନ ଏବଂ ପୁଷ୍ଟିକର ଖାଦ୍ୟ ଗ୍ରହଣର ଗୁରୁତ୍ୱକୁ ଦୋହରାଇବା ଉପରେ କମ୍ପାନୀ ଦୃଷ୍ଟିନିବଦ୍ଧ କରୁଛି ଏବଂ ଅନ୍ୟମାନଙ୍କୁ ସହାୟତା କରିବା ସହିତ ଉତ୍ସବକୁ ଭିନ୍ନ ଭାବରେ ପାଳନ କରିବାକୁ ଗୋଷ୍ଠୀ ନିର୍ମାଣର ଇଛାଶକ୍ତିକୁ ପ୍ରୋତ୍ସାହିତ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଓଡ଼ିଆ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଓଡ଼ିଆ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

March 19, 2026
ନୟାଗଡ଼ରେ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମେଳା : ମଞ୍ଚସ୍ଥ ହେଲା ଭାବପୂର୍ଣ୍ଣ ନାଟକ ‘ବଧୂ ବିଦାୟ’

ନୟାଗଡ଼ରେ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମେଳା : ମଞ୍ଚସ୍ଥ ହେଲା ଭାବପୂର୍ଣ୍ଣ ନାଟକ ‘ବଧୂ ବିଦାୟ’

March 19, 2026
ଶିକ୍ଷୟିତ୍ରୀ ରେଣୁବାଳା ମହାନ୍ତି ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା

ଶିକ୍ଷୟିତ୍ରୀ ରେଣୁବାଳା ମହାନ୍ତି ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା

March 19, 2026
ରଣପୁରରେ ପ୍ଲାଷ୍ଟିକ ବିକଳ୍ପ ଉପରେ କାପାସିଟି ବିଲ୍ଡିଂ ଟ୍ରେନିଙ୍ଗ ପ୍ରୋଗ୍ରାମ ଆୟୋଜିତ।

ରଣପୁରରେ ପ୍ଲାଷ୍ଟିକ ବିକଳ୍ପ ଉପରେ କାପାସିଟି ବିଲ୍ଡିଂ ଟ୍ରେନିଙ୍ଗ ପ୍ରୋଗ୍ରାମ ଆୟୋଜିତ।

March 19, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଓଡ଼ିଆ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଓଡ଼ିଆ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

March 19, 2026
ନୟାଗଡ଼ରେ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମେଳା : ମଞ୍ଚସ୍ଥ ହେଲା ଭାବପୂର୍ଣ୍ଣ ନାଟକ ‘ବଧୂ ବିଦାୟ’

ନୟାଗଡ଼ରେ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମେଳା : ମଞ୍ଚସ୍ଥ ହେଲା ଭାବପୂର୍ଣ୍ଣ ନାଟକ ‘ବଧୂ ବିଦାୟ’

March 19, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version