No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୬ ନଭେମ୍ବର ଶନିବାର ) ଭୁବନେଶ୍ୱର :- ସହିଦନଗର ଅଞ୍ଚଳରେ ଦୁଇ ଜଣ ଦୃବୃତ୍ତ ଏକ ଏକ ମୋଟର ସଲକେଲ ରେ ଆସି ରାସ୍ତାରେ ଯାଉଥିବା ଜୈନକ ବ୍ୟକ୍ତିଙ୍କ ବେକରୁ ଏକ ସୁନା ଚେନ ଲୁଟ କରି ଖସି ଚାଲିଯାଉଥିବା ସମୟରେ ସ୍ଥାନୀୟ ଲୋକେ ପିଛା କରି ଜଣେ ଦୃବୃତ୍ତ କୁ କାବୁକୁ ନେଇ ଯାଇଥିବା ବେଳେ
ଅନ୍ୟ ଜଣେ ଘଟଣା ସ୍ଥଳ ରୁ ଖସି ଚାଲି ଯିବାରେ ସକ୍ଷମ ହୋଇଥିଲ। । ପରେ ଖବର ପାଇଁ ସ୍ଥାନୀୟ ସହିଦ ନଗଦ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଅଭିଯୁକ୍ତ କୁ ଥାନାକୁ ନେଇ ଅନ୍ୟ ଅଭିଯୁକ୍ତ ମୁ ଖୋଜିବା ଆରମ୍ଭ କରିଛି ।
No Result
View All Result