• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଦକ୍ଷିଣ ଓଡ଼ିଶାରେ ବାସ କରୁଥିବା କାମ୍ପ ଜାତିକୁ ଓଡ଼ିଶାରେ ପଛୁଆ ବର୍ଗ ମାନ୍ୟତା ଦାବିକରି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଚିଠିଲେଖିଲେ କେନ୍ଦ୍ରମନ୍ତ୍ରୀଙ୍କୁ

Proprietor Abhimanyu Maharana by Proprietor Abhimanyu Maharana
October 30, 2021
in ଓଡ଼ିଶା, ଗଜପତି, ରାଜନୀତି, ହୋମ୍
0
ଦକ୍ଷିଣ ଓଡ଼ିଶାରେ ବାସ କରୁଥିବା କାମ୍ପ ଜାତିକୁ ଓଡ଼ିଶାରେ ପଛୁଆ ବର୍ଗ ମାନ୍ୟତା ଦାବିକରି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଚିଠିଲେଖିଲେ  କେନ୍ଦ୍ରମନ୍ତ୍ରୀଙ୍କୁ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅକ୍ଟୋବର,ଶୁକ୍ରବାର ) ପାରଳାଖେମୁଣ୍ଡି :- ଓଡିଶା ରାଜ୍ୟରେ କାମ୍ପ ଜାତିକୁ ପଛୁଆବର୍ଗ ଶ୍ରେଣୀରେ ଅନ୍ତର୍ଭୁକ୍ତ କରା ଯାଇଥିବା ବେଳେ କେନ୍ଦ୍ର ସରକାରଙ୍କ ଠାରେ ଏମାନେ ସାଧାରଣ ବର୍ଗ ଶ୍ରେଣୀରେ ରହିଛନ୍ତି । ତେଣୁକରି ରାଜ୍ୟର କାମ୍ପଜାତି ଗୋଷ୍ଟି ପ୍ରତି କେନ୍ଦ୍ର ସରକାର , ଓଡ଼ିଶାରେ ଯେଉଁଭଳି କାମ୍ପ ଜାତିକୁ ପଛୁଆ ବର୍ଗ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି , ଠିକ ସେହିଭଳି କେନ୍ଦ୍ର ସରକାର ମଧ୍ୟ କାମ୍ପ ଜାତିକୁ କେନ୍ଦ୍ରର ପଛୁଆବର୍ଗ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଇବା ପାଇଁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ କେନ୍ଦ୍ର ସୋସିଆଲ ଜଷ୍ଟିସଓ ଏମ୍ପାପାୱାର ମନ୍ତ୍ରୀ ଡ.ଭିରେନ୍ଦ୍ର କୁମାରଙ୍କୁ ଚିଠିଲେ ଖିଥିବାବେଳେ ଅବିଭକ୍ତ ଗଞ୍ଜାମ ଓ କୋରାପୁଟ ଜିଲ୍ଲାଞ୍ଚଳରୁ ବଡ ଧରଣର ଏକ ପ୍ରତିନିଧି ଦଳ ଓଡିଶା ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କୁ ଦାବିପତ୍ର ଦେଇ ନିବେଦନ ଜଣାଇବା ପାଇଁ ଶୁକ୍ରବାର ଭୁବନେଶ୍ୱର ଗ୍ରସ୍ତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ପାରଳାଖେମୁଣ୍ଡି ସ୍ଥିତ ପିଡବ୍ଲ୍ୟୁଡି: ବଙ୍ଗଳା ଠାରେ ଗଜପତି ଜିଲ୍ଲାର କାମ୍ପ ସମାଜ ପକ୍ଷରୁ ଉପରୋକ୍ତ ବିଷୟକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ହାଇଟେକ ମେଡିକାଲ କଲେଜର ଅଧ୍ୟକ୍ଷ ତଥା ପାରଳା ସ୍ୱାଭିମାନ ମଞ୍ଚର ମୁଖ୍ୟ ତଥା ବରିଷ୍ଠ ବିଜେଡି ନେତା ଡ଼ଃ ତିରୁପତି ପାଣିଗ୍ରାହୀ ଏବଂ କାମ୍ପ ସମାଜର ଶ୍ରୀ ଏସ: ବାଲାରାଜୁ ପ୍ରମୁଖ ମଞ୍ଚଆସିନ ରହି କହିଥିଲେ ଯେ , ଅବିଭକ୍ତ ଗଞ୍ଜାମ ଓ କୋରାପୁଟ ଜିଲ୍ଲାଞ୍ଚଳରେ ଯେଉଁ କାମ୍ପ ଜାତିର ଲୋକେ ରହିଛନ୍ତି । ଏମାନେ ସମସ୍ତେ ଅତ୍ୟନ୍ତ ଗରିବ ଓ ଚାଷୀକୁଳ ଶ୍ରେଣୀର । ଏମାନେ ମୁଖ୍ୟତଃ ବିଭିନ୍ନ କୃଷିକାର୍ଯ୍ୟ ଉପରେ ସବୁବେଳେ ନିର୍ଭରଶୀଳ ।

ଏହି କାମ୍ପ ଜାତି ଲୋକଙ୍କ ଦୀର୍ଘ ବର୍ଷର ଦାବୀ ରହିଛି ଯେ , ଏମାନେ କେନ୍ଦ୍ର ସରକାରଙ୍କ ପଛୁଆବର୍ଗ ଶ୍ରେଣୀ ତାଲିକାରେ ଅନ୍ତର୍ଭୁକ୍ତ ହୋଇ ମାନ୍ୟତା ପାଇବାପାଇଁ ।ପଡୋଶୀ ଆନ୍ଧ୍ର ପ୍ରଦେଶରେ ବହୁ ପଛୁଆବର୍ଗ ଶ୍ରେଣୀରଲୋକେ ରହିଛନ୍ତି । ସେହିଭଳି ଓଡିଶାରେ ମଧ୍ୟ ସେମାନଙ୍କ ବହୁ ସମ୍ପର୍କୀୟ ଓ ବନ୍ଧୁବାନ୍ଧବ ସମସ୍ତେ ଯେଉଁ ଅଛନ୍ତି ସେମାନେ ମଧ୍ୟ ସେଠାରେ ପଛୁଆବର୍ଗ ଶ୍ରେଣୀର ମାନ୍ୟତା ପାଇବା ସଙ୍ଗେ ସଙ୍ଗେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ପଛୁଆବର୍ଗ ଶ୍ରେଣୀ\’ର ମାନ୍ୟତା ପାଇ ଆସୁଛନ୍ତି । ଓଡିଶାରେ କାମ୍ପଜାତିକୁ ରାଜ୍ୟ ସରକାର ପଛୁଆବର୍ଗ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଥିବା ବେଳେ ଏହି କାମ୍ପଜାତିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସାଧାରଣ ବର୍ଗ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି l

ଓଡିଶାରେ ଥିବା କାମ୍ପଜାତି ଗୋଷ୍ଟିଙ୍କ ପକ୍ଷରୁ ଦୀର୍ଘ ବର୍ଷର ଦାବୀ ରହିଛି ଯେ , ସେମାନଙ୍କୁ କେନ୍ଦ୍ର
ସରକାରଙ୍କ ପଛୁଆବର୍ଗ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବାପାଇଁ ।ସେମାନଙ୍କ ପିଲାମାନେ ଉଚ୍ଚପାଠ ପଢି ମଧ୍ୟ କେନ୍ଦ୍ର ସରକାରଙ୍କ କୋଣସି ବ୍ୟବସ୍ଥାରେ ସୁବିଧା ପାଇ ପାରୁନାହାନ୍ତି କି ସେହି ପିଲାମାନେ ଉଚ୍ଚଶିକ୍ଷିତହୋଇମଧ୍ୟ ଆଗକୁ ବଢି ପାରୁନାହାନ୍ତି ।କାମ୍ପ ଜାତି ଗୋଷ୍ଟିଙ୍କ ଏହି ଦୀର୍ଘବର୍ଷର ଦାବୀକୁ ଆଗକୁ ନେବା ପାଇଁ ଏଇ ନିକଟରେ କେନ୍ଦ୍ର ସରକାରଙ୍କ ଠାରୁ ଏକ ସୁଯୋଗ ଆସିଲା ଯେ , ଏ ସମ୍ପର୍କରେ ମାନ୍ୟବର ପାର୍ଲିଆମେଣ୍ଟ କହିବା ପ୍ରକାରେ ରାଜ୍ୟ ସରକାର ମାନେ ସେହି ପଛୁଆବର୍ଗ ଶ୍ରେଣୀ ନିର୍ଦ୍ଧାରଣ କରି ସରକାରଙ୍କୁ ଶୁପାରିସ କରିବେ।ବର୍ତ୍ତମାନ ଏହାକୁ ନେଇ କାମ୍ପ ସମାଜ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି ।

ରାଜ୍ୟ ସରକାରଙ୍କୁ ଏ ନେଇ ଦାବିପତ୍ର ଦେଇ ନିବେଦନ ଜଣାଇବା ପାଇଁ ସମାଜର ଏକ ବଡ଼ ଧରଣର ପ୍ରତିନିଧି ଦଳ ଭୁବନେଶ୍ୱର ଗ୍ରସ୍ତ କରୁଛନ୍ତି । ଭୁବନେଶ୍ୱର ଠାରେ ସେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କୁ ଭେଟି ନିବେଦନ କରି ଜଣାଇବେ ଯେ , ସେମାନଙ୍କର ଏହା ଦୀର୍ଘ ବର୍ଷର ଦାବି ଓ ଏହି ଦାବୀର ଯଥାର୍ଥତା ରହିଛି ଯେ , କେନ୍ଦ୍ର ସରକାରଙ୍କ ପଛୁଆବର୍ଗ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଇବା ପାଇଁ । ଏହି ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏନ: ବିରରାଜୁ , ଵାଲା ଧନଞ୍ଜୟ , ଏମ: ମାଲେଶ୍ବର ରାଓ , କେ: ତେଜେଶ୍ୱର ରାଓ , କେ:ମଧୁ , ପାଇଲା ବାଲାରାଜୁ , କେ: ରାମାରାଓ ଓ ବି: ରାଜେଶ କୁମାରଙ୍କ ସମେତ କାମ୍ପ ସମାଜର ବହୁ ଲୋକ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026

Recent News

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version