• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଏସ୍‌ବିଆଇ ଓ ଭାରତୀୟ ନୌସେନା ପକ୍ଷରୁ ନାଭ୍ ଇ-କ୍ୟାସ୍ କାର୍ଡର ଶୁଭାରମ୍ଭ

Proprietor Abhimanyu Maharana by Proprietor Abhimanyu Maharana
October 5, 2021
in ଓଡ଼ିଶା, ବାଣିଜ୍ୟ, ହୋମ୍
0
ଏସ୍‌ବିଆଇ ଓ ଭାରତୀୟ ନୌସେନା ପକ୍ଷରୁ ନାଭ୍ ଇ-କ୍ୟାସ୍ କାର୍ଡର ଶୁଭାରମ୍ଭ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୦୫ ଅକ୍ଟୋବର ମଙ୍ଗଳବାର) ଭୁବନେଶ୍ୱର :- ଡିଜିଟାଲ୍ ଇଣ୍ଡିଆକୁ ସମୁଦ୍ର ପର୍ଯ୍ୟନ୍ତ ବିସ୍ତାର କରି ଭାରତୀୟ ନୌସେନା ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ (ଏସ୍‌ବିଆଇ) ପକ୍ଷରୁ ଏସ୍‌ବିଆଇର ନାଭ୍ ଇ-କ୍ୟାସ୍ କାର୍ଡକୁ ଭାରତର ସର୍ବବୃହତ ନୌସେନା ବିମାନ ବାହନକାରୀ ଆଇଏନ୍‌ଏସ୍ ବିକ୍ରମାଦିତ୍ୟରେ ଉନ୍ମୋଚନ କରାଯାଇଛି । ଏସ୍‌ବିଆଇର ପରିଚାଳନା ନିର୍ଦେଶକ (ରିଟେଲ୍ ଓ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍‌) ଶ୍ରୀଯୁକ୍ତ ସି ଏସ୍ ସେଟ୍ଟି ଓ ୱେଷ୍ଟର୍ଣ୍ଣ ନାଭାଲ୍‌ କମାଣ୍ଡ୍ ର ଫ୍ଲାଗ୍ ଅଫିସର୍ କମାଣ୍ଡିଂ ଇନ୍ ଚିଫ୍ ଭାଇସ୍ ଆଡମିରାଲ୍‌ ଆର୍ ହରିକୁମାର୍‌ଙ୍କ ଉପସ୍ଥିତିରେ ଏହି କାର୍ଡକୁ ଉନ୍ମୋଚନ କରାଯାଇଛି । ଏସ୍‌ବିଆଇର ନାଭ୍ ଇ-କ୍ୟାସ୍ କାର୍ଡ ହେଉଛି ଡିଜିଟାଲ୍ ପେମେଂଟ୍‌ ସମାଧାନ କ୍ଷେତ୍ର ଓ ଏସ୍‌ବିଆଇର ଭାରତ ସରକାରଙ୍କ ଡିଜିଟାଲ୍ ଇଣ୍ଡିଆ ପ୍ରତି ରହିଥିବା ପ୍ରତିବଦ୍ଧତା ଏବଂ ଅଳ୍ପ ନଗଦ ରାଶି ଅର୍ଥନୀତି ଆଡ଼କୁ ବିବକେୀ ଅଗ୍ରସର କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ ଖୁଂଟ । ନୌସେନା ଜାହାଜରେ ଏହି ସ୍ୱତନ୍ତ୍ର ଭିତିଭୂମି ପାରମ୍ପରିକ ସମାଧାନ ତୁଳନାରେ ଜାହାଜ ଯେତେବେଳେ ଅତଳ ସମୁଦ୍ରରେ ଥିବ ଏବଂ କୌଣସି ଯୋଗାଯୋଗ ବ୍ୟବସ୍ଥା ନଥିବ ସେହି ସମୟରେ ସହାୟକ ହେବ ।

ନାଭ୍ ଇ-କ୍ୟାସ୍ ଏହାର ଡୁଆଲ୍ ଚିପ୍‌ ପ୍ରଯୁକ୍ତି ଯୋଗୁଁ ଉଭୟ ଅନଲାଇନ୍ ଓ ଅଫଲାଇନ୍ କାରବାରରେ ସହାୟକ ହେବ । ଅତଳ ସମୁଦ୍ରରେ ଜାହାଜ ମୂତୟନ ହୋଇଥିବା ବେଳେ ସେଥିରେ ଥିବା କର୍ମଚାରୀମାନେ ନଗଦ ରାଶି ବ୍ୟବହାର କରିବାରେ ଯେଉଁ ଅସୁବିଧା ଭୋଗୁଥିଲେ ତାହାକୁ ଏହି କାର୍ଡ ଦୂର କରିବ । ଏସ୍‌ବିଆଇ ଓ ନୌସେନାର ଅଧିକାରୀମାଙ୍କ ଦ୍ୱାରା ମିଳିତ ଭାବେ ଏହି କାର୍ଡର ଚିନ୍ତାଧାରାକୁ ବିକଶିତ କରାଯାଇଛି ଏବଂ ଏହି କାର୍ଡ ଜାହାଜରେ ଥିବା ଲୋକମାନଙ୍କୁ ନିରବଚ୍ଛିନ୍ନ ଅନୁଭୂତି ପ୍ରଦାନ କରିବା ଲାଗି ନୌସେନାର ଆବଶ୍ୟକତାର ଯତ୍ନ ନେଇଛି । ନାଭ୍ ଇ-କ୍ୟାସ୍ କାର୍ଡ ଜରିଆରେ ଯେଉଁ ଯାତ୍ରାର ପରିକଳ୍ପନା କରାଯାଇଛି ତାହା ଜରିଆରେ ଜାହାଜରେ ଯାତ୍ରା କରିବା ବେଳେ ସେଥିରୁ ମିଳୁଥିବା ସେବା ଲାଗି ଆଉ ନଗଦ ରାଶି ବ୍ୟବହାର କରିବାକୁ ପଡ଼ିବନି । ପ୍ରତିରକ୍ଷା ବଳ ଓ ଭାରତୀୟ ସ୍ଥଳ ସେବା ସହିତ ରହିଥିବା ଦୀର୍ଘଦିନର ସମ୍ପର୍କ ପ୍ରତି ଏସ୍‌ବିଆଇର ରହିଥିବା ପ୍ରତିବଦ୍ଧତା ଉପରେ ଏହି ଅବସରରେ ଏସ୍‌ବିଆଇର ପରିଚାଳନା ନିର୍ଦେଶକ (ରିଟେଲ୍ ଓ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍‌) ଶ୍ରୀଯୁକ୍ତ ସି ଏସ୍ ସେଟ୍ଟି ଗୁରୁତ୍ୱାରୋପ କରିଛନ୍ତି । ପ୍ରତିରକ୍ଷା ବଳ ସହ ଯୋଡ଼ି ହେବାରେ ମିଳିଥିବା ଗର୍ବର ଅନୁଭୂତିକୁ ସେ ବର୍ଣ୍ଣନା କରିଛନ୍ତି । ଏକ ସୁରକ୍ଷିତ, ସହଜ ଓ ନିରନ୍ତର ପେମେଂଟ୍ ବ୍ୟବସ୍ଥା ସୃଷ୍ଟି କରିବା ଲାଗି ପ୍ରତିରକ୍ଷା ସଂସ୍ଥାଗୁଡ଼ିକରେ ଥିବା ଅନ୍ୟ ନୌସେନା ଜାହାଜରେ ଏହି ପରିକଳ୍ପନାକୁ କାର୍ଯ୍ୟକାରୀ କରାଯିବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଯୁବ-ଛାତ୍ର ବିଜେଡି ଓ ଅଭିଭାବକଙ୍କ ପକ୍ଷରୁ ଶିକ୍ଷା ଅଧିକାର ସମାବେଶ : ହଜାର ହଜାର ଛାତ୍ର ଛାତ୍ରୀ

ଯୁବ-ଛାତ୍ର ବିଜେଡି ଓ ଅଭିଭାବକଙ୍କ ପକ୍ଷରୁ ଶିକ୍ଷା ଅଧିକାର ସମାବେଶ : ହଜାର ହଜାର ଛାତ୍ର ଛାତ୍ରୀ

July 31, 2026
ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ କଟକ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ କଟକ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

July 31, 2026
କୁଶଭଦ୍ରା ଯୋଗ ଶିକ୍ଷା ମନ୍ଦିରର ପଞ୍ଚମ ବାର୍ଷିକ ଉତ୍ସବ

କୁଶଭଦ୍ରା ଯୋଗ ଶିକ୍ଷା ମନ୍ଦିରର ପଞ୍ଚମ ବାର୍ଷିକ ଉତ୍ସବ

July 31, 2026
ଗୋ ଚାଲାଣ ଓ ନିଶାଦ୍ରବ୍ୟ ଅବାଧ କାରବାରର ମାଧ୍ୟମ ପାଲଟିଛି ସିଧାମୂଳା ମହାନଦୀ ସେତୁ

ଗୋ ଚାଲାଣ ଓ ନିଶାଦ୍ରବ୍ୟ ଅବାଧ କାରବାରର ମାଧ୍ୟମ ପାଲଟିଛି ସିଧାମୂଳା ମହାନଦୀ ସେତୁ

July 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଯୁବ-ଛାତ୍ର ବିଜେଡି ଓ ଅଭିଭାବକଙ୍କ ପକ୍ଷରୁ ଶିକ୍ଷା ଅଧିକାର ସମାବେଶ : ହଜାର ହଜାର ଛାତ୍ର ଛାତ୍ରୀ

ଯୁବ-ଛାତ୍ର ବିଜେଡି ଓ ଅଭିଭାବକଙ୍କ ପକ୍ଷରୁ ଶିକ୍ଷା ଅଧିକାର ସମାବେଶ : ହଜାର ହଜାର ଛାତ୍ର ଛାତ୍ରୀ

July 31, 2026
ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ କଟକ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ କଟକ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

July 31, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version