No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୦୨ ଅକ୍ଟୋବର ଶନିବାର ) ନୂଆଗାଁ :-ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଅଧିନରେ ଥିବା ନୂଆଗାଁ ରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱରେ ବିଜେଡ଼ି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆଦର୍ଶ,ଲୋକାଭୀମୁଖୀ କାର୍ଯ୍ୟ,ନେତୃତ୍ୱ ଏବଂ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ଆଦର୍ଶ ଓ ବିକାଶ ପାଇଁ ଅହରହ ପ୍ରଚେଷ୍ଟା ଓ ସୁଦୃଢ଼ ନେତୃତ୍ୱରେ ଅନୁପ୍ରାଣୀତ ହୋଇ ନୂଆଗାଁ ର ନରେନ୍ଦ୍ର ପରିଡ଼ା,ଶରତ ଚନ୍ଦ୍ର ସ୍ୱାଇଁ,ବିଜୟ କୁମାର ପ୍ରଧାନ,ଶରତ ମହାରଣା,ଶେଷଦେବ ସିଠ,ନାରାୟଣ ଖଣ୍ଡୁଆଳ,ମନୋଜ ଖଣ୍ଡୁଆଳ,ଦୀପକ୍ କୁମାର ପରିଡ଼ା,ବ୍ରଜବନ୍ଧୁ ନିସଙ୍ଗ ବିଜେଡ଼ି ରେ ଯୋଗଦେଇଛନ୍ତି।ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ବିଜେଡ଼ି ରେ ମିଶିଥିବ ବରିଷ୍ଠ ବ୍ୟକ୍ତି ମାନଙ୍କୁ ଉତ୍ତରୀୟ ଦେଇ ଦଳକୁ ପାଛୋଟି ଆଣିଥିଲେ।ଏହା ପୂର୍ବରୁ ଖାଲ ମଡ଼ା ଗ୍ରାମରେ ବିଜେଡ଼ି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ପଞ୍ଚାୟତ ନିର୍ବାଚନ ରେ ବିଧାୟକ ସମର୍ଥିତ ପ୍ରାର୍ଥୀ ଙ୍କୁ ବିଜୟୀ କରିବା ସହିତ ଦଳକୁ ଅଧିକ ସୁଦୃଢ଼ କରିବା ସହିତ ବିଧାୟକ ଙ୍କ ହାତମୁଠାକୁ ଅଧିକ ଶକ୍ତ କରିବା ପାଇଁ ପ୍ରଚେଷ୍ଟା କରିବେ ବୋଲି ବିଜେଡ଼ି ରେ ଯୋଗଦେଇଥିବା ବ୍ୟକ୍ତି ମାନେ କହିଥିଲେ।

ଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱରେ ବିଜେଡ଼ି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆଦର୍ଶ,ଲୋକାଭୀମୁଖୀ କାର୍ଯ୍ୟ,ନେତୃତ୍ୱ ଏବଂ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ଆଦର୍ଶ ଓ ବିକାଶ ପାଇଁ ଅହରହ ପ୍ରଚେଷ୍ଟା ଓ ସୁଦୃଢ଼ ନେତୃତ୍ୱରେ ଅନୁପ୍ରାଣୀତ ହୋଇ ନୂଆଗାଁ ର ନରେନ୍ଦ୍ର ପରିଡ଼ା,ଶରତ ଚନ୍ଦ୍ର ସ୍ୱାଇଁ,ବିଜୟ କୁମାର ପ୍ରଧାନ,ଶରତ ମହାରଣା,ଶେଷଦେବ ସିଠ,ନାରାୟଣ ଖଣ୍ଡୁଆଳ,ମନୋଜ ଖଣ୍ଡୁଆଳ,ଦୀପକ୍ କୁମାର ପରିଡ଼ା,ବ୍ରଜବନ୍ଧୁ ନିସଙ୍ଗ ବିଜେଡ଼ି ରେ ଯୋଗଦେଇଛନ୍ତି।ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ବିଜେଡ଼ି ରେ ମିଶିଥିବ ବରିଷ୍ଠ ବ୍ୟକ୍ତି ମାନଙ୍କୁ ଉତ୍ତରୀୟ ଦେଇ ଦଳକୁ ପାଛୋଟି ଆଣିଥିଲେ।ଏହା ପୂର୍ବରୁ ଖାଲ ମଡ଼ା ଗ୍ରାମରେ ବିଜେଡ଼ି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ପଞ୍ଚାୟତ ନିର୍ବାଚନ ରେ ବିଧାୟକ ସମର୍ଥିତ ପ୍ରାର୍ଥୀ ଙ୍କୁ ବିଜୟୀ କରିବା ସହିତ ଦଳକୁ ଅଧିକ ସୁଦୃଢ଼ କରିବା ସହିତ ବିଧାୟକ ଙ୍କ ହାତମୁଠାକୁ ଅଧିକ ଶକ୍ତ କରିବା ପାଇଁ ପ୍ରଚେଷ୍ଟା କରିବେ ବୋଲି ବିଜେଡ଼ି ରେ ଯୋଗଦେଇଥିବା ବ୍ୟକ୍ତି ମାନେ କହିଥିଲେ।

No Result
View All Result