No Result
View All Result

ତାଜା ନ୍ୟୁଜ୍ (୨୩ ସେପ୍ଟେମ୍ବର ଗୁରୁବାର) ରାୟଗଡ଼ ଗଜପତି :- ମାର୍ଲବା ପଂଚାୟତ ସଦର ମୋହକୁମାଠାରେ ରାୟଗଡ଼ ତହସିଲଦାର ଙ୍କ ନିର୍ଦ୍ଧେଶ କ୍ରମେ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ନିମନ୍ତେ ଜାଗା ଚି଼ହ୍ନଟ ପ୍ରକ୍ରିୟା ସଂପୂଣ୍ଣଂ ହୋଇଯାଇଛି ! ମାର୍ଲବା ନିକଟରେ ଶ୍ରୀମତୀ ଯମୁନା ନାୟକ ଜବରଦଖଲ କରି ରଖିଥିବା ଜାଗାଟିକୁ ରାୟଗଡ଼ ରାଜସ୍ୱ ନିରୀକ୍ଷକ ହରିଚନ୍ଦ୍ର ରଇତ ଉକ୍ତ ଜାଗାଟିକୁଗ୍ରାମପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ,ୱାଡ ସଭ୍ୟ /ସଭ୍ୟା, ଭଦ୍ର ବ୍ୟକ୍ତି ଙ୍କ ଉପସ୍ଥିରେ ଜାଗାଚିହ୍ନଟକରି ଦଖଲମୁକ୍ତକରିଥିଲେ !

ଉକ୍ତ ଜାଗା ଚି଼ହ୍ନଟ ହେବା ପରେ ଅଞ୍ଚଳରେ ଏକ ଖୁସିର ଲହରୀ ଦେଖିବାକୁ ମିଳିଥିଲା ସରକାରୀ ଉଚ୍ଚ ବିଦ୍ୟାଳୟ ଦୀର୍ଘ ବର୍ଷ ବର୍ଷଧରି ଅପେକ୍ଷା କରିଥିବା ଅଞ୍ଚଳ ବାସୀଙ୍କ ସ୍ବପ୍ନପୂରଣ ହୋଇଥିବା ପଞ୍ଚାୟତ ର ବୁଦ୍ଧି ମହଲରେ ଖୁସି ର ଲହରୀ ଦେଖିବାକୁ ମିଳିଛି l (ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି )

No Result
View All Result