No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୭ ସେପ୍ଟେମ୍ବର ,ଶୁକ୍ରବାର ) ବାଙ୍କୀ :- ୟୁଥ୍ ଫର ଆକ୍ସନ ପକ୍ଷରୁ କଳାପଥର ବଜରଙ୍ଗି କ୍ଲବ ପରିସରରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୟୁଥ୍ ଫଳ ଆକ୍ସନର ସଭାପତି ବିଶ୍ୱଜିତ ବିଶ୍ୱାଳ ଓ ମିଡିଆ ସଂଯୋଜକ ପ୍ରଶାନ୍ତ କୁମାର କର ଯୋଗଦେଇ କ୍ଲବର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା ।

ଏହି ଅବସରରେ ଭୁବନେଶ୍ୱର ସାଂସଦ ଅପରିଜତା ଷଡଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ କଟକ ଜିଲ୍ଲା ସଭାପତି ଅବିନାସ ମହାନ୍ତି ଗୋ ସେବାର ରାଜ୍ୟ ସଂଯୋଜକ ଆଶିଷ କୁମାର ପାତ୍ର ଉପସ୍ଥିତ ଥିଲେ । ଏଥିରେ ୫୦ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ଥିଲେ ।
No Result
View All Result