• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭାରତୀୟ ଜାତୀୟ ମୋଟର୍‌ସାଇକଲ୍ ରେସିଂ ଚାମ୍ପିଆନ୍‌ସିପ୍‌ରେ ଆଇଡେମିସୁ ହୋଣ୍ଡା ଏସ୍‌କେ ୬୯ ଟିମ୍‌କୁ ଡବଲ୍ ପୋଡିୟମ୍ ସଫଳତା

Proprietor Abhimanyu Maharana by Proprietor Abhimanyu Maharana
September 14, 2021
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
ଭାରତୀୟ ଜାତୀୟ ମୋଟର୍‌ସାଇକଲ୍ ରେସିଂ ଚାମ୍ପିଆନ୍‌ସିପ୍‌ରେ ଆଇଡେମିସୁ ହୋଣ୍ଡା ଏସ୍‌କେ ୬୯ ଟିମ୍‌କୁ ଡବଲ୍ ପୋଡିୟମ୍ ସଫଳତା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୪ ସେପ୍ଟେମ୍ବର ମଙ୍ଗଳବାର ) ଭୁବନେଶ୍ୱର :- ଚେନ୍ନାଇରେ ଚାଲିଥିବା ଭାରତୀୟ ଜାତୀୟ ମୋଟର୍‌ସାଇକଲ୍ ରେସିଂ ଚାମ୍ପିଆନ୍‌ସିପ୍‌ରେ ଆଇଡେମିସୁ ହୋଣ୍ଡା ଏସ୍‌କେ ୬୯ ରେସିଂ ଟିମ୍‌ର ଚାଳକମାନେ ପ୍ରୋ-ଷ୍ଟକ୍ ୧୬୫ ସିସି ବର୍ଗରେ ଡବଲ୍ ପୋଡିୟମ୍ ସଫଳତା ହାସଲ କରିଛନ୍ତି । ରେସ୍‌ର ଦ୍ୱିତୀୟ ଦିନରେ ଏହି ସଫଳତା ମିଳିଛି । ରବିବାର ଦିନ ଅନୁଷ୍ଠିତ ହୋଇଥିବା ଏହି ରେସ୍‌ରେ ହୋଣ୍ଡା ଟିମ୍‌ର ଚାଳକ ରାଜୀବ ସେତୁ ଉଭୟ ଆଶା ଓ ସାହସ ପ୍ରଦର୍ଶନ କରିଥିଲେ । ଦ୍ୱିତୀୟ ଗ୍ରିଡ୍‌ରେ ରହି ନିର୍ଭୟ ଭାବେ ରେସ୍ ଆରମ୍ଭ କରିଥିବା ରାଜୀବ ଅନ୍ୟ ଚାଳକମାନଙ୍କୁ ନିଜ ପ୍ରଦର୍ଶନ ଜରିଆରେ କଡ଼ା ଟକ୍କର୍ ଦେଇଥିଲେ ଏବଂ ଶେଷ ଲ୍ୟାପ୍‌ରେ ଦୁର୍ଭାଗ୍ୟଜନକ ଭାବେ ଦୁର୍ଘଟଣାର ଶିକାର ହୋଇଥିଲେ ।

ଏହା ସତ୍ୱେ ରାଜୀବ ପ୍ରୋ ଷ୍ଟକ୍ ୧୬୫ ସିସି ବର୍ଗରେ ନିଜର ଶ୍ରେଷ୍ଠ ଲ୍ୟାପ୍ ସମୟ ୧:୫୭.୦୪୭ ସମୟ ହାସଲ କରିଥିଲେ । ଅନ୍ୟ ପକ୍ଷରେ , ପଂଚମ ସ୍ଥାନରୁ ନିଜ ରେସ୍ ଆରମ୍ଭ କରିଥିବା ଟିମ୍‌ର ଅନ୍ୟତମ ଚାଳକ ସେନ୍ଥିଲ୍ କୁମାର ପୋଡିୟମ୍ ଦଖଲ କରିବା ଲାଗି କୌଣସି ସୁଯୋଗ ହାତଛଡ଼ା କରିନଥିଲେ । ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ୧୫ ସେକେଣ୍ଡ୍‌ର ପେନାଲ୍‌ଟି ସତ୍ୱେ ୧୬:୧୦.୨୪୮ ସମୟ ସହ ସେ ତୃତୀୟ ସ୍ଥାନରେ ରହିଥିଲେ । ଏ ସମ୍ପର୍କରେ ଶ୍ରୀଯୁକ୍ତ ଆତସୁସି ଓଗାତା, ପରିଚାଳନା ନିର୍ଦ୍ଦେଶକ, ସଭାପତି ଓ ସିଇଓ, ହୋଣ୍ଡା ମୋଟର୍‌ସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌ କହିଛନ୍ତି ଯେ, “ମାଡ୍ରାସ୍ ମୋଟର୍ ରେସ୍ ଟ୍ରାକ୍‌କୁ ଏହା ମୋର ପ୍ରଥମ ପରିଦର୍ଶନ ଏବଂ ଆମ ମୋଟର୍‌ସ୍ପୋଟ୍‌ର୍ସ ଚାଳକଙ୍କ ଉତ୍ସାହ ଦେଖି ମୁଁ ଅତ୍ୟନ୍ତ ରୋମାଂଚିତ । ଏହି ଯୁବ ଚାମ୍ପିଆନ୍‌ମାନଙ୍କୁ ସେମାନଙ୍କ ରେସିଂ ଡିଏନ୍‌ଏ ପ୍ରମାଣିତ କରିବା ବେଳେ ଦେଖିବା ମୋ ପାଇଁ ଥିବା ଶ୍ରେଷ୍ଠ ମୁହୂର୍ତ ।

ମୁଁ ବହୁତ ଖୁସି ଯେ ରେସିଂ ପ୍ରେମୀଙ୍କୁ ସୁଯୋଗ ପ୍ରଦାନ କରିବା ଲାଗି ଆମେ ହୋଣ୍ଡା ୨.୦ ୱାନ୍ ମେକ୍ ରେସ୍ ଉପସ୍ଥାପନ କରିଛୁ ଏବଂ ଆମର ଗ୍ରାହକମାନେ ଟ୍ରାକ୍‌ରେ ଏହି ଭବିଷ୍ୟତରେ ଏହି ମେସିନ୍‌ର ଅନୁଭୂତି ହାସଲ କରିପାରିବେ । ମୁଁ ଆଶା କରୁଛି ଯେ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍‌ର କିଛି ଯୁବ ଚାଳକ ଭବିଷ୍ୟତରେ ଆନ୍ତର୍ଜାତିକ ରେସିଂ ଚାମ୍ପିଆନ୍‌ସିପ୍ ପର୍ଯ୍ୟନ୍ତ ପହଂଚିପାରିବେ । ଆଗାମୀ ଋତୁ ପାଇଁ ମୁଁ ସେମାନଙ୍କୁ ଶୁଭକାମନା ଜଣାଉଛି ।’’ ଚକ୍ସରଗ୍ଦଗ୍ଦ ଜରକ୍ଷରବଗ୍ଦର ଶ୍ରୀଯୁକ୍ତ ପ୍ରଭୁ ନାଗରାଜ, ବରିଷ୍ଠ ଉପସଭାପତି-ବ୍ରାଣ୍ଡ୍ ଆଣ୍ଡ୍ କମ୍ୟୁନିକେସନ୍‌, ହୋଣ୍ଡା ମୋଟର୍‌ସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌ କହିଛନ୍ତି ଯେ, “ଦ୍ୱିତୀୟ ଦିଗରେ ହୋଣ୍ଡା ରେସିଂ ଇଣ୍ଡିଆର ଉଭୟ ଉତ୍ସାହ ଓ ହତାଶ ସମୟ ଦେଖିବାକୁ ମିଳିଥିଲା ।

ଟ୍ୟାଲେଂଟ୍ କପ୍‌ର ଏନ୍‌ଏସ୍‌ଏଫ୍‌୨୫୦ଆର୍ ଓ ସିବିଆର୍‌୧୫୦ଆର୍ ବର୍ଗରେ ଆମ ଯୁବ ଚାଳକମାନେ ବିଶ୍ୱ ରେସିଂ ପାଇଁ ପରିପକ୍ୱ ହେଉଛନ୍ତି ଏବଂ ରେସ୍ ସମୟରେ ସେମାନଙ୍କ ନୂଆ କୌଶଳ ପ୍ରଦର୍ଶନ କରୁଛନ୍ତି । ଉଭୟ ପ୍ରକାଶ କାମତ ଓ କେଭିନ୍ କ୍ୱିଂଟାଲ୍ ଚମତ୍କାର ଅଛନ୍ତି ଏବଂ ସେମାନଙ୍କ ରେସିଂ ଶକ୍ତି ପ୍ରଦର୍ଶନ କରିଛନ୍ତି । ହର୍ନେଟ୍ ୨,୦ ୱାନ୍ ମେକ୍ ରେସ୍‌ରେ କେଭିନ୍ କାନ୍ନନ ନିଜ ରେସିଂ ଡିଏନ୍‌ଏକୁ ପ୍ରମାଣିତ କରିଛନ୍ତି ଏବଂ ଚାର୍ଟର ଶୀର୍ଷରେ ରହିବା ଲାଗି ମେସିନ୍‌କୁ ବହୁତ ଭଲ ଭାବେ ବ୍ୟବହାର କରିଛନ୍ତି । ଅନ୍ୟପକ୍ଷରେ ସେନ୍ଥିଲ୍ କୁମାର ଟିମ୍‌ ପାଇଁ ଆଉ ଏକ ପୋଡିୟମ୍ ହାସଲ କରିଛନ୍ତି । ଏହି ରାଉଣ୍ଡ ଆଜି ଶେଷ ହୋଇଥିବା ବେଳେ ଏହି ଚାମ୍ପିଆନ୍‌ସିପ୍‌ର ଟାଇଟଲ୍ ପାଇଁ ଆହ୍ୱାନ ଜାରି ରହିବ ।’’

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଆକ୍ସନ ମୋଡ୍‌ରେ ନୂତନ ଜିଲ୍ଲାପାଳ : ପ୍ରଶାସନିକ ସମୀକ୍ଷା ବୈଠକ ଜରିଆରେ ବିକାଶର ନୂଆ ପର୍ଯ୍ୟାୟ

ଆକ୍ସନ ମୋଡ୍‌ରେ ନୂତନ ଜିଲ୍ଲାପାଳ : ପ୍ରଶାସନିକ ସମୀକ୍ଷା ବୈଠକ ଜରିଆରେ ବିକାଶର ନୂଆ ପର୍ଯ୍ୟାୟ

March 15, 2026
୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

March 15, 2026
କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

March 15, 2026
ଆଇଚର ଗାଡି ସହ ଗଞ୍ଜେଇ ଜବତ : ଚାଳକ ଓ ଗଞ୍ଜେଇ ମାଫିଆ ଫେରାର

ଆଇଚର ଗାଡି ସହ ଗଞ୍ଜେଇ ଜବତ : ଚାଳକ ଓ ଗଞ୍ଜେଇ ମାଫିଆ ଫେରାର

March 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଆକ୍ସନ ମୋଡ୍‌ରେ ନୂତନ ଜିଲ୍ଲାପାଳ : ପ୍ରଶାସନିକ ସମୀକ୍ଷା ବୈଠକ ଜରିଆରେ ବିକାଶର ନୂଆ ପର୍ଯ୍ୟାୟ

ଆକ୍ସନ ମୋଡ୍‌ରେ ନୂତନ ଜିଲ୍ଲାପାଳ : ପ୍ରଶାସନିକ ସମୀକ୍ଷା ବୈଠକ ଜରିଆରେ ବିକାଶର ନୂଆ ପର୍ଯ୍ୟାୟ

March 15, 2026
୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

March 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version