• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗଜପତି ଜିଲ୍ଲାରେ ଦୀର୍ଘ ୪ ବର୍ଷ ଧରି ବନ୍ଦ ଥିବା ସରକାରୀ ଦେଶୀମଦ ଦୋକାନ ପୁଣି ଖୋଲିବାକୁ ଯାଉଛି : ଲଟେରୀ ମାଧ୍ୟମରେ ଆନ୍ଧ୍ର ପ୍ରଦେଶର ମଦ ବ୍ୟବସାୟୀଙ୍କୁ ମିଳିଲା ଟେଣ୍ଡର

Proprietor Abhimanyu Maharana by Proprietor Abhimanyu Maharana
August 25, 2021
in ଓଡ଼ିଶା, ଗଜପତି, ହୋମ୍
0
ଗଜପତି ଜିଲ୍ଲାରେ ଦୀର୍ଘ ୪ ବର୍ଷ ଧରି ବନ୍ଦ ଥିବା ସରକାରୀ ଦେଶୀମଦ ଦୋକାନ ପୁଣି ଖୋଲିବାକୁ ଯାଉଛି : ଲଟେରୀ ମାଧ୍ୟମରେ ଆନ୍ଧ୍ର ପ୍ରଦେଶର ମଦ ବ୍ୟବସାୟୀଙ୍କୁ ମିଳିଲା ଟେଣ୍ଡର
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୫ ଅଗଷ୍ଟ ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାରେଦୀର୍ଘ ବର୍ଷ ଧରି ବନ୍ଦ ଥିବା ସରକାରୀ ଦେଶୀମଦ ଦୋକାନ ପୁଣି ଆରମ୍ଭ ହେବାକୁ ଯାଉଛି । ଏହା ମଧ୍ୟରେ ସରକାରୀ ଦେଶୀମଦ ଦୋକାନ ଆରମ୍ଭ ପାଇଁ ଲଟେରୀ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ଏନେଇ ଲଟେରୀ ଉଠାଣ ପ୍ରକ୍ରିୟାରେ ଆନ୍ଧ୍ରର ମଦବ୍ୟବସାୟୀ ଓଡିଶାର ଗଜପତିରେ ଦେଶୀମଦ ଦୋକାନ ଖୋଲିବା ପାଇଁ ଟେଣ୍ଡର ଦ୍ୱାରା ନିଯୁକ୍ତି ହୋଇଛନ୍ତି । ଗତ ୪ବର୍ଷ ହେଲା ପାରଳାଖେମୁଣ୍ଡି ସହର ଏବଂ ନୂଆଗଡ ଓ ଆର୍‌.ଉଦୟଗିରି ବ୍ଲକରେ ଗତ ୨ବର୍ଷ ଧରି ଦେଶୀମଦ ଦୋକାନ ବିକ୍ରିବଟା ବନ୍ଦ ଥିଲା । ବର୍ତ୍ତମାନ ପାରଳାଖେମୁଣ୍ଡି ଓ ଉଦୟଗିରି ଠାରେ ଏହି ଆନ୍ଧ୍ର ଦେଶୀମଦ ବ୍ୟବସାୟୀ ବର୍ତ୍ତମାନ ଠାରୁ ଦେଶୀମଦ ବିକ୍ରି କରିବେ ।

ନୂଆଗଡ ପାଇଁ ଓଡିଶାର ଜଣେ ବ୍ୟବସାୟୀ ଲଟେରୀ ଟେଣ୍ଡର ଦ୍ୱାରା ଦୋକାନ ହାତୋଇଛନ୍ତି । ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀ ଏନେଇ କହିଛନ୍ତି, ସରକାରୀ ବିଜ୍ଞପ୍ତି ପ୍ରକାରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଜୋନ୍ ନଂ-୧ ସହ ଆର୍‌.ଉଦୟଗିରି ଏବଂ ନୂଆଗଡ ପାଇଁ ଟେଣ୍ଡର ପ୍ରକ୍ରିୟାରେ ମୋଟ ୫ଜଣ ଭାଗ ନେଇଥିଲେ । ଏଥିରୁ ୩ଜଣ ଦେଶୀ ମଦ ଦୋକାନ ପାଇଁ ଲଟେରୀ ଉଠାଣ ମାଧ୍ୟମରେ ଅନୁମତି ପାଇଛନ୍ତି । ଏମାନେ ଏହି ୩ଗୋଟି ଜୋନ୍ ତଥା ପାରଳାଖେମୁଣ୍ଡି-୧ ଜୋନରେ ୧୫ଗୋଟି ଦୋକାନ ଏବଂ ନୂଆଗଡରେ ୧୫ ଓ ଆର୍‌.ଉଦୟଗିରି ଅଞ୍ଚଳରେ୧୫ଗୋଟି ସ୍ଥାନରେ ଦେଶୀମଦ ବିକ୍ରି ଦୋକାନ କରିପାରିବେ ।

ଦଶେୀମଦ ବିକ୍ରୀ ପୂର୍ବରୁ ଅବକାରୀ ବିଭାଗର ଆବଶ୍ୟକୀୟ ଯାଞ୍ଚ ପରେ ମଦ ବିକ୍ରୀ ହେବ । ପାରଳାଖେମୁଣ୍ଡି ଜୋନ୍ ପାଇଁ ମାସିକ ୯ଲକ୍ଷ ଟଙ୍କା ଓ ଆର୍‌.ଉଦୟଗିରି ଓ ନୂଆଗଡ ପାଇଁ ମାସିକ ୫ଲକ୍ଷ ଟଙ୍କା ଦେୟରେ ଏହି ଟେଣ୍ଡର ସମାପ୍ତ ହୋଇଛି । ଗତକାଲି ଏହି ଲଟେରୀ କାର୍ଯ୍ୟକ୍ରମ ପ୍ରଥମେ ନିୟମ ପ୍ରକାରେ ଗଜପତି ଜିଲ୍ଲାପାଳ କାର୍ଯ୍ୟାଳୟର ଏକ କୋଠରୀ ଠାରେ କଡା ସୁରକ୍ଷା ବଳୟରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ପରିଚାଳନା କରିଥିଲେ ।

୩ଗୋଟି ଦେଶୀ ମଦ ଦୋକାନ ଗୁଡିକର ଲଟେରୀ ଚିଠାକୁ ନେଇ ଗୋଟିଏ ପରେ ଗୋଟିଏ ଉଠାଣ କରାଯାଇଥିଲା । ଏହି ଲଟେରୀ ମାଧ୍ୟମରେ ନାମ ଉଠିଥିବା ବ୍ୟକ୍ତି ହେଲେ ପାରଳାଖେମୁଣ୍ଡି ଜୋନ୍ ନମ୍ବର-୧ ଓ ଆର୍‌.ଉଦୟଗିରି ନିମନ୍ତେ ପି.ରାଜାରାଓ ରେଡ୍ଡି ଏବଂ ନୂଆଗଡ ପାଇଁ ଡି.ଲକ୍ଷ୍ମୀ ନାରାୟଣ ସୁବୁଦ୍ଧିଙ୍କ ନାମରେ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ଏହି କାର୍ଯ୍ୟକ୍ରମରେ ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀ, ଡେପୁଟି କଲେକ୍ଟର ସେଖ୍ ସଦ୍‌ଗିର୍ ପ୍ରମୁଖ ଉପସ୍ଥିତଥିଲେ । (ଗରୁଡ଼ ଧ୍ଵଜ ଚୌଧୁରୀ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଅଙ୍କୁରା ହସପିଟାଲ, ଭୁବନେଶ୍ୱର ବିଶ୍ୱ ଲୁପସ୍‌ ଦିବସ ୨୦୨୬ରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କଲା

ଅଙ୍କୁରା ହସପିଟାଲ, ଭୁବନେଶ୍ୱର ବିଶ୍ୱ ଲୁପସ୍‌ ଦିବସ ୨୦୨୬ରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କଲା

May 10, 2026
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

May 10, 2026
ରାଜନଗରରେ ଶିଶୁ କିଶୋରୀ ଓ ମହିଳା ମାନଙ୍କ ର ସଚେତନ କାର୍ଯ୍ୟକ୍ରମ ଜୁବେଂଟିକା ଅନୁଷ୍ଠିତ

ରାଜନଗରରେ ଶିଶୁ କିଶୋରୀ ଓ ମହିଳା ମାନଙ୍କ ର ସଚେତନ କାର୍ଯ୍ୟକ୍ରମ ଜୁବେଂଟିକା ଅନୁଷ୍ଠିତ

May 10, 2026
ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ

ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ

May 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଅଙ୍କୁରା ହସପିଟାଲ, ଭୁବନେଶ୍ୱର ବିଶ୍ୱ ଲୁପସ୍‌ ଦିବସ ୨୦୨୬ରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କଲା

ଅଙ୍କୁରା ହସପିଟାଲ, ଭୁବନେଶ୍ୱର ବିଶ୍ୱ ଲୁପସ୍‌ ଦିବସ ୨୦୨୬ରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କଲା

May 10, 2026
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

May 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version