No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୩ ଅଗଷ୍ଟ ସୋମବାର ) ଚାନ୍ଦପୁର :- ଘଟଣାଟି ପ୍ରକାଶ କି ଚାନ୍ଦପୁର ଥାନା ଅଧିକାରୀ ଙ୍କ ହାତରେ ଲାଗିଛି ସାଇବର କ୍ରୀମିନାଲ , ଗଞ୍ଜାମ ଜିଲ୍ଲାର ଗଣେଶ ବେହେରା ନାମକ ବ୍ୟକ୍ତି ମୋବାଇଲ ରେ ଥିବା ପଇସା ଚାଲାଣ ଆପ୍ (paytm)କୁ ଦୁରୂପଯୋଗ କରି ତିନି ଜଣ ଙ୍କ ବ୍ୟଙ୍କ ଆକାଉଣ୍ଟ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ । ଯାହାକୁ ରବିବାର ଦିନ ଚାନ୍ଦପୁର ପୋଲିସ ଚଢ଼ାଉ କରି ଗିରଫ କରିଛନ୍ତି ।
ତେବେ ତିନି ଜଣଙ୍କ ଆକାଉଣ୍ଟ ରୁ ଦୁଇ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହେଲା ପରେ ଚାନ୍ଦପୁର ପୋଲିସ ର ଚଢ଼ାଉ ରେ ଉକ୍ତ ଅଭିଯୁକ୍ତ କୁ ଗିରଫ କରାଯାଇଛି । ୬୮ / ୨୧ ରେ ଏକ ମାମଲା ରୁଜୁ କରି ପୋଲିସ ଗଣେଶ ବେହେରା ଙ୍କୁ କୋର୍ଟ ଚାଲାଣ କରିଛି । ଚାନ୍ଦପୁର ଅଞ୍ଚଳ ରେ ପୋଲିସ ବାହାଦୂରତା ଏବେ ଚର୍ଚ୍ଚା ହେଉଛି କି ଅଞ୍ଚଳରେ ସାଇବର କ୍ରା ଇମ୍ ଭଳି କାର୍ଯ୍ୟ କରୁଥିବା ଅଭିଯୁକ୍ତ ଙ୍କୁ ମୁଳପଛ କରିବାରେ ଜନ ସାଧାରଣ ବହୁଳ ପରିମାଣ ରେ ସହଯୋଗ କରିବେ ବୋଲି ଶୁଣିବା କୁ ମିଳିଛି ।
No Result
View All Result