No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୯ ଅଗଷ୍ଟ ଗୁରୁବାର )ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବଡ଼ ଖଣି ଗ୍ରାମର ମାଳତୀ ନାୟକ ବୟସ ୨୭ ଆଜି କୌଣସି କାରଣରୁ ବିଷ ପିଇ ଆତ୍ମହତ୍ୟା କରି ଥିବା ପାରିବାର ଲୋକେ କହିଛନ୍ତି। ଆଜି ୧୨ ଟା ସମୟରେ ହଟାତ ମାଳତୀ ବାନ୍ତି କରିବାର ଲାଗିଲା ଯାହାକି ପରିବାର ଲୋକେ ଦେଖି ସଙ୍ଗେ ସଙ୍ଗେ ମୋହନା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ କିନ୍ତୁ ସେଠାରେ ଡାକ୍ତର ଆଶୁତୋଷ ମୃତ ଘୋଷଣା କରିଥିଲେ । ମୋହନା ମେଡ଼ିକାଲ ଷ୍ଟାପ ମୋହନା ପୋଲିସ କୁ ଖବର ଦେଇଥିବା ବେଳେ ମୋହନା ପୋଲିସ ଶବକୁ ଜବତ୍ କରି ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ୍ କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ମିଳିଛି। ( ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result