No Result
View All Result

ଓଡ଼ିଶା ତାଜାନ୍ୟୁଜ (୨୧ ଜୁଲାଇ,ବୁଧବାର) ନୟାଗଡ଼ :- ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ବରିଷ୍ଠ ବର୍ଗ ବକ୍ତୃତା ପ୍ରତିଯୋଗୀତାରେ ଓଡିଶା ଆଦର୍ଶ ବିଦ୍ୟାଳୟ ନୋତରର ଦଶମ ଶ୍ରେଣୀ ଛାତ୍ରୀ ରେଶ୍ମା ସ୍ବାଇଁ ଦ୍ବିତୀୟ। ସାହିତ୍ୟ ସର୍ମ୍ପକିତ ସାଧାରଣଜ୍ଞାନ ବରିଷ୍ଠ ବିଭାଗରେ ଜଓ୍ବାହାର ନବୋଦୟ ବିଦ୍ୟାଳୟ

ନୟାଗଡ଼ର ନବମ ଶ୍ରେଣୀ ଛାତ୍ରୀ ସ୍ବର୍ଣ୍ଣ ପ୍ରିୟଦର୍ଶିନୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ କନିଷ୍ଠ ବିଭାଗରେ ବି.ସି. ନୋଡାଲ ଉଚ୍ଚବିଦ୍ୟାଳୟ ରଣପୁରର ଅଷ୍ଟମଶ୍ରେଣୀ ଛାତ୍ରୀ ଆଞ୍ଜୋଲିନା ପଟ୍ଟନାୟକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଜିଲ୍ଲାପାଇଁ ଗୌରବ ଆଣି ଥିବା ଛାତ୍ର ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । (ରିପୋର୍ଟ -ରାମକୃଷ୍ଣ ରଥ )
No Result
View All Result