No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧୯ ଜୁଲାଇ ସୋମବାର) ଭୁବନେଶ୍ୱର :- ୱାର୍ଡ ନଂ – ୧ ଅନ୍ତର୍ଗତ ପ୍ରଶାନ୍ତି ବିହାର କଲୋନୀରେ ୨୫,୬୭,୮୭୯ ଟଙ୍କା ଅଟକଳ ମୂଲ୍ୟର ମୁଖ୍ୟ ରାସ୍ତା ପାର୍ଶ୍ୱର ଉର୍ଣ୍ଣତି କରଣ ନିମନ୍ତେ ଆଜି ଉତ୍ତର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ ରାଉତଙ୍କର ଦ୍ୱାରା ଉଦ୍ଘାଟନ କରାଯାଇଥିଲା,ଏହି କାର୍ଯ୍ୟକ୍ରମ ରେ ୱାର୍ଡ ନଂ-୨ର ପୂର୍ବତନ କର୍ପୋରେଟର ହରିଷ ମୁର୍ମୁ, ବିଜୁ ଜନତା ଦଳର ଭୁବନେଶ୍ୱର ଜିଲ୍ଳା ସାଂଗଠନିକ ଉପ ସଭାପତି ମିହିର କୁମାର ରାଉତ,

ପ୍ରଶାନ୍ତି ବିହାର ବିକାଶ ସମିତିର ସଭାପତି ଅରୁଣ କୁମାର ବେହେରା, ସମ୍ପାଦକ ଅନୁକୂଳ ପ୍ରହରାଜ, ପ୍ରଶାନ୍ତି ବିହାର ବରିଷ୍ଠ ନାଗରିକ ସଭାପତି ନିରଞ୍ଜନ ବାରିକ ଓ କଲୋନୀର ଅନେକ ବୁଦ୍ଧିଜୀବି ବୟୋଜ୍ୟେଷ୍ଠ ମୁରବୀମାନେ ଉପସ୍ଥିତ ଥିଲେ, ଦି କ୍ଲବର ସମ୍ପାଦକ ଦିବ୍ୟସୁନ୍ଦର ସ୍ବାଇଁ ଓ ଦି କ୍ଲବର ସମସ୍ତ ସଭ୍ୟମାନେ ଉପସ୍ଥିତ ଥିଲେ ।
No Result
View All Result