• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗୋଦ୍‌ରେଜ୍ ସିକ୍ୟୁରିଟିଜ୍‌ ସଲ୍ୟୁସନ୍ସର ଗବେଷଣା ଓ ବିକାଶ ଉପରେ ଗୁରୁତ୍ୱ

Proprietor Abhimanyu Maharana by Proprietor Abhimanyu Maharana
July 18, 2021
in ଓଡ଼ିଶା, ବାଣିଜ୍ୟ, ହୋମ୍
0
ଗୋଦ୍‌ରେଜ୍ ସିକ୍ୟୁରିଟି ସଲ୍ୟୁସନ୍ସ ପକ୍ଷରୁ କୋଭିଡ୍‌-୧୯ ଟିକାକରଣ ଲାଗି ନାଗରିକଙ୍କୁ ଆହ୍ୱାନ ; ହୋମ୍ ଲକର୍ ଓ ୟୁଭି କେସ୍ ଉତ୍ପାଦ ଉପରେ ଟିକାକରଣ କରିଥିବା ଗ୍ରାହକଙ୍କୁ ରିହାତି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ ( ୧୮ ଜୁଲାଇ ରବିବାର ) ଭୁବନେଶ୍ୱର :-  ଗୋଦ୍‌ରେଜ୍ ଗ୍ରୁପ୍‌ର ପ୍ରମୁଖ କଂପାନି ଗୋଦ୍‌ରେଜ୍‌ ଆଣ୍ଡ୍ ବୋଏସ୍‌ର ଅଂଶ ଗୋଦ୍‌ରେଜ୍ ସିକ୍ୟୁରିଟି ସଲ୍ୟୁସନ୍ସ ପକ୍ଷରୁ ଗୃହ ସୁରକ୍ଷା ସମାଧାନରେ ରହିଥିବା ଅନ୍ତରକୁ ଦୂର କରିବା ଲାଗି ଗବେଷଣା ଓ ବିକାଶ ଉପରେ ଅଧିକ ଗୁରୁତ୍ୱାରୋପ କରାଯାଉଛି । ଏହା ଜରିଆରେ କଂପାନି ୨୦୨୨ ମଧ୍ୟରେ ହୋମ୍ ସିକ୍ୟୁରିଟି କ୍ୟାମେରା କ୍ଷେତ୍ରରେ ୧୫% ବଜାର ଅଂଶ ହାସଲ କରିବାକୁ ଲକ୍ଷ୍ୟ ରଖିଛି । ଭାରତରେ ହୋମ୍ କ୍ୟାମେରା ବଜାର ଆକାର ହେଉଛି ୩୦୦ କୋଟି ଟଙ୍କା । ଏହି ବଜାରରେ ସାନ୍ଧ୍ରତା ମାତ୍ର ୬% ସ୍ତରରେ ରହିଛି । ଭାରତ ଭଳି ଦେଶ ଯାହା ଡିଜିଟାଲ୍ ଅର୍ଥନୀତିିରେ ରୁପାନ୍ତରିତ ହେଉଛି ସେଠାରେ ଗ୍ରାହକମାନଙ୍କ ତଥ୍ୟର ସୁରକ୍ଷା ଓ ସଂରକ୍ଷଣରେ ବଡ଼ ଅନ୍ତର ରହିଛି । ଶିଳ୍ପର ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ୨୦୨୦ରେ ଯେଉଁ ତଥ୍ୟ ଲିକ୍ ହୋଇଥିଲା ତାହାର ମୂଲ୍ୟ ହେଉଛି ୧୪ କୋଟି ଟଙ୍କା । ସାଇବର୍ ଅପରାଧ ଘଟୁଥିବା ଦେଶ ଭିତରେ ମଧ୍ୟ ଭାରତ ଅଗ୍ରଣୀ ସ୍ଥାନରେ ରହିଛି । ତେଣୁ ଏଠାରେ ନିରାପତ୍ତା କ୍ୟାମେରା କ୍ଷେତ୍ରରେ ଅଭିବୃଦ୍ଧିର ବିପୁଳ ସୁଯୋଗ ରହିଛି । ଏହାକୁ ନଜରରେ ରଖି କଂପାନି ତରଫରୁ ଗୃହ ନିରାପତ୍ତା ସମାଧାନ ବର୍ଗରେ ଗବେଷଣା ଓ ବିକାଶ ନିବେଶରେ ୧୦୦% ବୃଦ୍ଧି କରାଯାଇଛି ।

ନିକଟରେ ଗୋଦ୍‌ରେଜ୍‌ ସିକ୍ୟୁରିଟି ସଲ୍ୟୁସନ୍ସ ତରଫରୁ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ଲୋକମାନେ ନିଜ ଘର ଓ ସ୍ୱାସ୍ଥ୍ୟର ସୁରକ୍ଷାକୁ ଗମ୍ଭୀରତାର ସହ ନେଇଛନ୍ତି । ଘରେ ରହି କାର୍ଯ୍ୟ କରିବା ବେଳେ ନିଜ ପରିବାର ସଦସ୍ୟ ଓ ସଂପତ୍ତିର ସୁରକ୍ଷା ଲାଗି ସେଗୁଡ଼ିକ ଉପରେ ନଜର ରଖିବାକୁ ଲୋକମାନେ ଚାହୁଁଛନ୍ତି । ସେଥିପାଇଁ ମହାମାରୀ ପରେ ନିରାପତ୍ତା କ୍ୟାମେରାର ଚାହିଦା ବୃଦ୍ଧି ପାଇଛି । ଅଧିକରୁ ଅଧିକ ଗ୍ରାହକ ଘରକୁ ସ୍ମାର୍ଟ ହୋମ୍‌ରେ ପରିଣତ କରୁଛନ୍ତି । ସେମାନଙ୍କ ଜୀବନଶୈଳୀରେ ନିରାପତ୍ତା ସମାଧାନ ପ୍ରମୁଖ ଅଂଶରେ ପରିଣତ ହୋଇଛି । ସେଥିପାଇଁ ଗୃହ ନିରାପତ୍ତା ସମାଧାନରେ ଅଭିବୃଦ୍ଧିର ବିପୁଳ ସୁଯୋଗ ସୃଷ୍ଟି ହୋଇଛି । ମେହେର୍‌ନୋସ୍ ପିଠାୱାଲ, ଉପସଭାପତି, ଗୋଦ୍‌ରେଜ୍ ସିକ୍ୟୁରିଟି ସଲ୍ୟୁସନ୍ସ କହିଛନ୍ତି ଯେ, “ଭାରତର ଗୃହ ନିରାପତ୍ତା ସମାଧାନ ବଜାରର ଅଭିବୃଦ୍ଧି ସମ୍ଭାବନା ଓ ସୁଯୋଗକୁ ନେଇ ଆମେ ଅତ୍ୟନ୍ତ ଉତ୍ସାହିତ ରହିଛୁ । ଶିଳ୍ପରେ ସ୍ମାର୍ଟ ପ୍ରଯୁକ୍ତିରେ ଉନ୍ନତି ଏହି କ୍ଷେତ୍ରରେ ରହିଥିବା ଅଭାବ ଦୂର କରିବାରେ ସହାୟକ ହେବ । ଏହାକୁ ନଜରରେ ରଖି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଆମେ ନବସୃଜନ ଓ ଗୋଦ୍‌ରେଜ୍ ସିକ୍ୟୁରିଟି ସଲୁୃ୍ୟସନ୍ସର ଆର୍‌ଆଣ୍ଡଡିରେ ଗୁରୁତ୍ୱ ଦେଇଛୁ ଯାହା ଜରିଆରେ ଆମେ ଗ୍ରାହକଙ୍କୁ ସ୍ମାର୍ଟ ଓ ସୁରକ୍ଷିତ ସମାଧାନ ପ୍ରଦାନ କରିପାରିବୁ । ୨୦୨୨ ସୁଦ୍ଧା ଗୃହ ସୁରକ୍ଷା କ୍ୟାମେରାର ୧୫% ବଜାର ଅଂଶ ହାସଲ କରିବାକୁ ଆମେ ଲକ୍ଷ୍ୟ ରଖିଛୁ ।’’

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

May 5, 2026
ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

May 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version