• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପ୍ରକୃତ ହିତାଧିକାରଙ୍କୁ ପ୍ରଧାନମବୀ ଆବାସ ପ୍ରଦାନ ଦାବିରେ କୋରାଇ ବିଜେପିର ବ୍ଲକ ଘେରାଉ; ରାଜ୍ୟପାଳଙ୍କ ଉଦେଶ୍ୟରେ ବିଡିଓଙ୍କ ଦାବି ପତ୍ର

Proprietor Abhimanyu Maharana by Proprietor Abhimanyu Maharana
July 10, 2021
in ଓଡ଼ିଶା, କଟକ, ଯାଜପୁର, ରାଜନୀତି, ହୋମ୍
0
ପ୍ରକୃତ ହିତାଧିକାରଙ୍କୁ ପ୍ରଧାନମବୀ ଆବାସ ପ୍ରଦାନ ଦାବିରେ କୋରାଇ ବିଜେପିର ବ୍ଲକ ଘେରାଉ; ରାଜ୍ୟପାଳଙ୍କ ଉଦେଶ୍ୟରେ ବିଡିଓଙ୍କ ଦାବି ପତ୍ର
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ ( ୦୯ ଜୁଲାଇ , ଶୁକ୍ରବାର ) କୋରାଇ :- ପ୍ରକୃତ ହିତାଧିକାରୀଙ୍କୁ ପ୍ରଧାନମବୀ ନରେନ୍ଦ୍ର ମୋଦୀଙ୍କ ସବୁଠୂୁ ବଡ ଜନକଲ୍ୟାଣ କରି ଯୋଜନର ହେଉଛି ପ୍ରଧାନନମବୀ ଆବାସ ଯୋଜନା । ତେଣୁ ଚଳିତ ବର୍ଷ ଗରିବ ହିତାଧିକାରିଙ୍କ ପାଇଁ କନ୍ଦ୍ର ସରକାର ୮ଲକ୍ଷ୧୭ହଜାର ଅବାସ ପ୍ରଦାନ କରିଛନ୍ତି । ଏଥିରୁ ଯାଜପୁର ପାଇଁ ୫୬ହଜାର ହୋଇଥିଲା ବେଳେ ସେଥିରେ କୋରାଇ ବ୍ଲକ ପାଇଁ ୬ହଜାର ପକ୍କାଘର ଯୋଗାଇ ଦେବାପାଇଁ ଲକ୍ଷ ଧାର୍ଯ୍ୟକରାଯାଇଛି । କିନ୍ତୁ ପ୍ରଧାନମବୀ ଆବାସ ଯୋଜନାରେ ଶାସକ ଦଳର ଚାପରେ ପ୍ରଶାସନ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେଇ ବହୁ ଅଯୋଗ୍ୟ ଲୋକଙ୍କୁ ପ୍ରାଦାନ କରିଥିବାର ଅଭିଯୋଗ କରିଛି ବିଜେପି । ପେବୃୟାରୀ ୨୦୨୦ରୁ ଆବସ ସଂପର୍କିତ ଅଭିଯୋଗ ପାଇଁ ବ୍ଳକରେ ବାକ୍ସ ବସାଯାଇଥିଲା ।

କିନ୍ତୁ ଏପର୍ଯ୍ୟନ୍ତ ତାହା କାହିଁକି ଖୋଲାନଯାଇ ପୁରୁଣା ତାଲିକା ଅନୁଶାରେ ଆବସ ପ୍ରଦାନ କରାଯାଉଛି ବୋଲି ବିଜେପି ପ୍ରଶ୍ନ କରିଛି । ତେଣୁ ଏଭଳି ଦୁର୍ନୀତି ଓ ଅନୀତିର ପ୍ରତିବାଦ କରିଛି ବିଜେପି । ତଦନୁଯାୟୀ ରାଜ୍ୟ ବିଜେପିର ନିଷ୍ପତି କ୍ରମେ କୋରାଇର ବିଧାୟକ ପ୍ରାର୍ଥୀ ବିଶ୍ୱଜିତ ନାୟକଙ୍କ ପରାମର୍ଶରେ ଆଜି କୋରାଇ ବିଜେପି ପକ୍ଷରୁ ଏକ ପଦଯାତ୍ରା ବଟିରା ବଜାରରୁ ବାହାରି ବ୍ଲକ ସ୧ୁଖରେ ପ୍ରତିବାଦ ସ୍ୱରୂପ ପ୍ରତୀକାତ୍ମକ ଧାରଣା ଦେଇଥିଲେ । ମଣ୍ଡଳ ସଭାପତି ତଥା ସମିତିସଭ୍ୟ ପ୍ରମୋଦକୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଜ୍ୟ ଯୁବମୋର୍ଚ୍ଚା ସଂପାଦକ ବିକ୍ରମ କେଶରୀ ବଶ୍ୱାଳ ଯୋଗଦେଇ ପ୍ରଶାସନ ଓ ଶାସକ ଦଳର ନେତାଙ୍କ ମଧୁଚନ୍ଦ୍ରିକାରେ ଦୁର୍ନୀତି ହେବା ସହ କୌଣସି ପାତର ଅନ୍ତର ନୀତି ଗ୍ରହଣ ନକରି ପ୍ରକୃତ ଯୋଗ୍ୟ ହିତାଧିକାରୀ ଚୟନ କରି ପ୍ରଧାନମବୀ ଆବାସ ପ୍ରଦାନ ପାଇଁ ଦାବି କରିଥିଲେ ।

ରାଜ୍ୟପରିଷଦ ସଭ୍ୟ ପ୍ରକାଶ ଧଳ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ରୂପାୟନରେ କୋରାଇ ବ୍ଲକ ପଛରେ ଥିବାରୁ କ୍ଷଭପ୍ରକାଶ କାରିବା ସହ ପରୋକ୍ଷରେ ଏଥି ପାଇଁଁ ବ୍ଲକ ପ୍ରଶାସନର ଆନ୍ତରିକତା ଅଭାବକୁ ଦାୟି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ଉପସଭାପତି ପ୍ରମୋଦ କୁମାର ନାୟକ, ଜିଲାସଂପାଦିକା ସୀପ୍ତିମୟୀ କୁଅଁର, ମଣ୍ଡଳ ସଭାପତି ରବୀନ୍ଦ୍ରକୁମାର ବେହେରା, ନୀଳମାଧବ ଚକ୍ର, ଅଚ୍ୟୁତାନନ୍ଦ ଦାସ, ମହିଳା ସଭାପତି ଜୟନ୍ତୀ ସାହୁ, ଶିର୍ମିଲା ଦେଓ, ରଞ୍ଜିତା ପରିଡା, ବିଜୟକୁମାର ଘଡାଇ, ଉଦୟନାଥ ପରିଡା, ନିରାକାର ସାହୁ, ପ୍ରଦୀପ ରାଉତ, ଶଶିଭୂଷଣ ସେନାପି, ମନ୍ମୋଥ ଜେନା, ବିଶ୍ୱତୋଶ ସିହ୍ନା, ଲଲାଟେନ୍ଦୁ ନାୟକ, ଆଲୋକ ମଲିକ, କ୍ଷୀରୋଦ ଦାସ, ସୁବାସ ନାଥ, ବାବାଜି ରାଉତ, ରାକେଶ ଜେନା, ବସନ୍ତ କର, ସୁବାସ ପଣ୍ଡା, ନିତ୍ୟାନନ୍ଦ ମହାଳିକ, ସରୋଜ ଦେ, ପ୍ରଫୁଲ୍ଲ ମଲ୍ଲିକ, ତୁଷାର ନାୟକ, ସତ୍ୟବ୍ରତ ଦାସ, ଅକ୍ଷୟକୁମାର ନାୟକ, ସୀତାକାନ୍ତ କୁଅଁର, ଯୁବସଭାପତି ସୁଜିତ ସ୍ୱାଇଁ, ମନୋରଞ୍ଜନ ନାୟକ, ସୁଶାନ୍ତ ସାହୁ, ଅମ୍ଳାନ ସାହୁ, ଜତିନ ଦାସ, ଲକ୍ଷ୍ମୀଧର ବିଶ୍ୱାଳ, ଟୁଟୁ ସାହୁ, ଟୁଲୁ ସାହୁ, ପ୍ରହଲ୍ଲାଦ ମହାପାତ୍ର, ବଳରାମ ରଥ, ପୂର୍ଣ୍ଣ ସ୍ୱାଇଁ, ଆଲୋକ କର, ସଞ୍ଜୟ ବାରିକ, ସୁବାସ ମଲ୍ଲିକ, ବସନ୍ତ ପତ୍ରୀ, ବୁଲୁ ପଣ୍ଡା, ବିଦ୍ୟାଧର ବେହେରା, ସୋମନାଥ ବାରିକ, ଚକ୍ରଧର ସାହୁ, ସୁରେନ୍ଦ୍ର କୁଅଁର, ସନ୍ଦିପ ରାଉତ, ପ୍ରହଲ୍ଲଦ ମହାପାତ୍ର, ରଞ୍ଜନ ପରିଡା, ବିପିନି ବାରିକ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲା ବେଳେ ଶତାଧିକ କର୍ମୀ ଓ କର୍ମକର୍ତା ସାମିଲ ହୋଇଥିଲେ ।  

ଶେଷରେ ବିଜେପିର ଏକ ପ୍ରତନିଧି ମଣ୍ଡଳୀ ରାଜ୍ୟପାଳଙ୍କ ଉଦେଶ୍ୟରେ କୋରାଇ ବଡିଓ ଶ୍ୱୋତା ସ୍ନିଗ୍ଧାଙ୍କ ମାଧ୍ୟମରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାରୁଣୀ ସ୍ନାନ ବୁଡ଼ ପକାଇଲେ ଲକ୍ଷ୍ୟଧିକ ଶ୍ରଦ୍ଧାଳୁ

ବାରୁଣୀ ସ୍ନାନ ବୁଡ଼ ପକାଇଲେ ଲକ୍ଷ୍ୟଧିକ ଶ୍ରଦ୍ଧାଳୁ

March 18, 2026
ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

March 18, 2026
ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

March 18, 2026
ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

March 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାରୁଣୀ ସ୍ନାନ ବୁଡ଼ ପକାଇଲେ ଲକ୍ଷ୍ୟଧିକ ଶ୍ରଦ୍ଧାଳୁ

ବାରୁଣୀ ସ୍ନାନ ବୁଡ଼ ପକାଇଲେ ଲକ୍ଷ୍ୟଧିକ ଶ୍ରଦ୍ଧାଳୁ

March 18, 2026
ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

March 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version