No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨ ଜୁଲାଇ ଶୁକ୍ରବାର )କୋରାଇ :- କୋରାଇ ଥାନାରେ ନୂତନ ସବନିସପେକ୍ଟର ଭାବେ ବିଶ୍ୱଜିତ ବିଶ୍ୱାଳ ଯୋଗ ଦାନ କରିଛନ୍ତି ା କୋରାଇ ଥାନାର ସବନିସପେକ୍ଟର ସୁବ୍ରତକୁମାର ସାହୁଙ୍କର ବୈରୀ ଥାନାକୁ ବଦଳୀ ହୋଇଥିଲା ବେଳ ତାଙ୍କ ସ୍ଥାନରେ ସୁକିନ୍ଦା ଥାନାରେ ଥିବା ସବଇନିସପେକ୍ଟର ବିଶ୍ୱଜିତ ବିଶ୍ୱାଳ ଏଠାକୁ ଆସିଛନ୍ତି ।
ଶ୍ରୀ ବିଶ୍ୱାଳ ଆଜି (ଗୁରୁବାର) କୋରାଇ ଥାନାରେ ଯୋଗଦାନ କରିଥିଲା ବେଳେ ଥାନା ଅଧିକାରୀ ରଞ୍ଜିତ ମହାନ୍ତି ପ୍ରମୁଖ ଥାନାର ବିଭିନ୍ନ ଅଧିକାରୀ ଓ କର୍ମଚାରୀ ମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ପୂର୍ବକ ଶୁଭେଚ୍ଛା ଜଣାଇଛନ୍ତି । ( ରିପୋର୍ଟ – ରଶ୍ମିରେଖା ମଲ୍ଲିକ )
No Result
View All Result