No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ଜୁନ୍ ରବିବାର) ନୂଆଗାଁ :- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜୁନ୍,ଜୁଲାଇ,ଅଗଷ୍ଟ ତିନି ମାସ ର ଭତ୍ତା ନୂଆଗାଁ ବ୍ଲକ୍ ର ଶିକ୍ଷକ ,ଶିକ୍ଷୟତ୍ରୀ , ଅଙ୍ଗନ ୱାଡ଼ି କର୍ମୀ ମାନଙ୍କ ସହାୟତାରେ ବଣ୍ଟନ କରିଛନ୍ତି।ନୂଆଗାଁ ପଞ୍ଚାୟତ ଅଧିନରେ ଥିବା ଖାଲ ମଡ଼ା ଗ୍ରାମରେ ୨୧୮ ଜଣ ଯୋଗ୍ୟ
ହିତାଧିକାରୀ ଙ୍କୁ ଶିକ୍ଷକ ସୋମନାଥ ପରିଡ଼ା, ସୁଧି ରଞ୍ଜନ ପରିଡ଼ା, ଅଙ୍ଗନା ୱାଡି କର୍ମୀ ବୀଣା ପାଣି ସ୍ୱାଇଁ , ଝୁନା ରାଣୀ ପାତ୍ର ,ଅନିତା ମଞ୍ଜରୀ ଖଣ୍ଡୁଆଳ ଘର ଘର ବୁଲି ଭତ୍ତା ବଣ୍ଟନ କରିଥିଲେ । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ )
No Result
View All Result