No Result
View All Result
ଓଡିଶା ତାଜ଼ା ନ୍ୟୁଜ (୨୧ ଜୁନ, ସୋମବାର ) ରାୟଗଡ ,ଗଜପତି :- ରାୟଗଡ଼ ତହସିଲ ପକ୍ଷରୁ ରାଜସ୍ଵ ରଥ ଦ୍ୱାରା ରାୟଗଡ଼ ଗ୍ରାମ ଠାରେ ବୁଲି ଘର ଦ୍ଵାରରେ ରାଜ୍ୟ ସରକାରଙ୍କ ସେବା ଯୋଗାଇ ଦେବା କାର୍ଯ୍ୟକ୍ରମ ଆଜି ରାୟଗଡ଼ ତହସିଲଦାର ମୋହଦୟା ସୁଶ୍ରୀ ଲୀଳାବତୀ ଆଚାର୍ଯ୍ୟ ଙ୍କ ଦ୍ଵାରା ରାୟଗଡ଼ ସଦର

ମୋହକୁମା ଠାରେ ଜାତି ଗତ ପ୍ରମାଣ ପତ୍ର ସହ ମର୍ଲବା, ପରିସଲ, ଠାରେ ଘରବାରୀ ପଟ୍ଟା ବଣ୍ଟନ କରାଯାଇଥିଲା ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ଚିତ୍ତ ରଞ୍ଜନ ଦାସ, ରାୟଗଡ଼ ରାଜସ୍ଵ ନିରୀକ୍ଷକ ହରିଚନ୍ଦ୍ର ରଇତ, ଜଗନାଥ ଭୂୟାଁ ଉପସ୍ଥିତ ଥିଲେ ! (ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି )

No Result
View All Result