No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ଜୁନ୍ ,ରବିବାର ) କୋରାଇ :- ଲକ୍ଷ୍ମୀନଗର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ୨୨୦ଜଣ ବରିଷ୍ଠ ନାଗରିକଙ୍କୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟର କରୋନା ଟିକା ଦିଆ ଯାଇଛି । ଏଥି ମଧ୍ୟାରୁ ୧୧୦ଜଣଙ୍କୁ ପ୍ରର୍ଥମ ପର୍ଯ୍ୟାୟ ଓ ପ୍ରର୍ଥମ ପର୍ଯ୍ୟାୟ ଟିକା ନେଇ ୮୪ଦିନ ଅତିବାହିତ ଅନ୍ୟ ୧୧୦ଜଣଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଟିକା ଦିଆଯାଇଛି ।

ଅନୁଷ୍ଠିତ ଟିକାକରଣ କାର୍ଯ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରିଣୀ ଡାକ୍ତର ଶୁଭଲକ୍ଷ୍ମୀ ମିଶ୍ର (ଆୟୁଷ) ଙ୍କ ତତ୍ୱାବଧନାରେ ହୋଇଥିଲା ବେଳେ ଜିଲା ଡାଟାଏଂଟ୍ରି ଅପରେଟର ସମ୍ବିତ ମହାରଣ୍ୟ, ଜ୍ୟୋସ୍ନାମୟୀ ସାହୁ, ମିନତୀ ସାହୁ, ଜୟନ୍ତୀ ଜେନା, ସୁବାସିନୀ ସାହୁ, ମନିସା ସ୍ୱାଇଁ, ପ୍ରିତିସ୍ମିତା ଷଡଙ୍ଗୀ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ । ( ରିପୋର୍ଟ – ରଶ୍ମିରେଖା ମଲ୍ଲିକ )
No Result
View All Result