• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଟିଭିଏସ୍ ମୋଟର୍ କଂପାନି ପକ୍ଷରୁ ଟିଭିଏସ୍‌ ଏକ୍ସଏଲ୍‌୧୦୦ ଆଇ-ଟଚଷ୍ଟାର୍ଟ ପାଇଁ “ଦୈନିକ ୪୯ ଟଙ୍କାରେ ସହଜ କ୍ରୟ’ ସ୍କିମ୍‌ର ଶୁଭାରମ୍ଭ

Proprietor Abhimanyu Maharana by Proprietor Abhimanyu Maharana
June 17, 2021
in Uncategorized, ଓଡ଼ିଶା, ବାଣିଜ୍ୟ, ହୋମ୍
0
ଟିଭିଏସ୍ ମୋଟର୍ କଂପାନି ପକ୍ଷରୁ ଟିଭିଏସ୍‌ ଏକ୍ସଏଲ୍‌୧୦୦ ଆଇ-ଟଚଷ୍ଟାର୍ଟ ପାଇଁ “ଦୈନିକ ୪୯ ଟଙ୍କାରେ ସହଜ କ୍ରୟ’ ସ୍କିମ୍‌ର ଶୁଭାରମ୍ଭ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୧୭ ଜୁନ ,ଗୁରୁବାର ) ଭୁବନେଶ୍ୱର :- ଲୋକପ୍ରିୟ ଦୁଇ ଚକିଆ ଓ ତିନି ଚକିଆ ନିର୍ମାତା ଟିଭିଏସ୍ ମୋଟର କଂପାନି ପକ୍ଷରୁ ଟିଭିଏସ୍ ଏକ୍ସଏଲ୍‌୧୦୦ ପାଇଁ ବ୍ୟୟ ମିତବ୍ୟୟୀ ସ୍କିମ୍ ଘୋଷଣା କରାଯାଇଛି । ସୁଲଭ ମୂଲ୍ୟର ଗମନାଗମନ ସମାଧାନ ପ୍ରଦାନ କରିବା ଲାଗି ଗ୍ରାହକମାନେ ଦୈନିକ ୪୯ ଟଙ୍କା ସ୍କିମ୍ ଜରିଆରେ ଏବେ ସହଜରେ ଟିଭିଏସ୍ ଏକ୍ସଏଲ୍ ୧୦୦ ଆଇ-ଟଚଷ୍ଟାର୍ଟକୁ କିଣିପାରିବେ । ଏହି ସ୍କିମ୍ ଜରିଆରେ ଗ୍ରାହକମାନେ ମାସକୁ ସହଜରେ ୧୪୭୦ ଟଙ୍କା (୩୦ ଦିନରେ ଦିନକୁ ୪୯ ଟଙ୍କା ଲେଖାଏଁ) ଇଏମ୍‌ଆଇ ଦେଇପାରିବେ । ଦୈନିକ ସଂଗ୍ରହ କିମ୍ବା ପରିଶୋଧ କରିବାକୁ ପଡ଼ିବନି କାରଣ ଗ୍ରାହକଙ୍କୁ ମାସିକ ଇଏମ୍‌ଆଇ ଦେବାକୁ ହେବ । ନିତିଦିନିଆ ବ୍ୟବହାର ଲାଗି ବ୍ୟକ୍ତିଗତ ବ୍ୟବହାରଯୋଗ୍ୟ ଗାଡ଼ିକୁ ଗ୍ରାହକମାନଙ୍କ ନିକଟରେ ପହଞ୍ଚାଇବା ଲାଗି ଏହି ସ୍କିମ୍ ଘୋଷଣା କରାଯାଇଛି । ଏଥିପାଇଁ କଂପାନି ତରଫରୁ ଟିଭିଏସ୍ କ୍ରେଡିଟ୍ ସର୍ଭିସେସ୍‌, ଶ୍ରୀରାମ୍‌ ଫାଇନାନ୍ସ, ଏଲ୍‌ଆଣ୍ଡ୍‌ଟି ଓ ଆଇଡିଏଫ୍‌ସି ବ୍ୟାଙ୍କ ସହ ସହଯୋଗିତା ସ୍ଥାପନ କରାଯାଇଛି ଏବଂ ଗ୍ରାହକମାନେ ଚାରି ପ୍ରକାର ଭିନ୍ନ ଉପାୟରେ ଇଏମ୍‌ଆଇ ହାସଲ୍ କରିପାରିବେ ।

ଟିଭିଏସ୍ ଏକ୍ସଏଲ୍ ୧୦୦ ପାଇଁ ବାଏ ନାଓ ପେ ଲେଟର୍‌, ୭୯୯୯ ଟଙ୍କାର କମ୍ ଡାଉନ୍‌ପେମେଣ୍ଟ ଓ ୭.୯୯% ଭଳି କମ୍ ସୁଧ ହାରର ସ୍କିମ୍ ମଧ୍ୟ ଘୋଷଣା କରାଯାଇଛି । ଟିଭିଏସ୍ ଏକ୍ସଏଲ୍ ୧୦୦କୁ ଦୃଢ଼ ଭାବେ ଗଠନ କରାଯାଇଥିବା ବେଳେ ବିବିଧ କାର୍ଯ୍ୟରେ ଏହାର ଉପଯୋଗିତା ଥିବାରୁ ବିଗତ ବର୍ଷଗୁଡ଼ିକ ଭିତରେ ଏହା ବ୍ୟବସାୟ ମାଲିକ, ବ୍ୟବସାୟୀ ଓ ଚାଷୀଙ୍କ ପସନ୍ଦର ଦୁଇଚକିଆ ଯାନରେ ପରିଣତ ହୋଇଛି । ଅଫିସ ଯାଉଥିବା, ମହିଳା ଚାଳକ ଓ ବରିଷ୍ଠ ନାଗରିକମାନେ ମଧ୍ୟ ଏହାର ବ୍ୟବହାର ମିତବ୍ୟୟୀ ସୁବିଧା ସୁଯୋଗ ଯଥା ସହଜରେ ଅନ୍‌-ଅଫ୍ ସ୍ୱିଚ୍‌, ବିକଳ୍ପ ୟୁଏସ୍‌ବି ଚାର୍ଜର ଓ ଆରାମଦାୟକ ଗାଡ଼ି ଚାଳନାକୁ ପସନ୍ଦ କରୁଛନ୍ତି । ଟିଭିଏସ୍ ଏକ୍ସଏଲ୍ ୧୦୦ରେ ରହିଛି ଇଟି-ଏଫ୍‌ଆଇ ପ୍ରଯୁକ୍ତି ଯାହା ମାଇଲେଜ୍ ୧୫% ବଢ଼ାଇଥିବା ବେଳେ ଇଣ୍ଟିଗ୍ରେଟେଡ୍ ଷ୍ଟାର୍ଟର୍‌କ୍ଟ୍ର ଜେନେରେଟର୍ ସିଷ୍ଟମ୍ ପାଇଁ ଏହା ଆରାମରେ ଷ୍ଟାର୍ଟ ହେଉଛି । ଏଥିରେ ରହିଛି ୯୯.୭ ସିସି ଫୋର୍ ଷ୍ଟ୍ରୋକ୍ ଇଞ୍ଜିନ୍ ଯାହା ୬୦୦୦ ଆର୍‌ପିଏମ୍‌ରେ ୩.୨ କିଲୋୱାଟ୍‌ର ଶକ୍ତି ଓ ୩୦୦୦ ଆର୍‌ପିଏମ୍‌ରେ ୬.୫ ଏନ୍‌ଏମ୍ ଟର୍କ ଉତ୍ପନ୍ନ କରୁଛି । ଏହା ପାଞ୍ଚଟି ଭାରିଆଣ୍ଟରେ ଉପଲବ୍ଧ ହେଉଛି । ନିକଟରେ ଉନ୍ମୋଚନ କରାଯାଇଥିବା ଟିଭିଏସ୍ ଏକ୍ସଏଲ୍ ୧୦୦ ହେଭି ଡ୍ୟୁଟି ଆଇ- ଟଚ୍‌ଷ୍ଟାର୍ଟ ୱିନ୍ ଏଡିସନ୍ ଡିଲାଇଟ୍ ବ୍ଲ == ଓ ବିଭର୍ ବ୍ରାଉନ୍ ରଙ୍ଗରେ ଉପଲବ୍ଧ ହେଉଛି । ଏହାର ଦିଲ୍ଲୀରେ ଏକ୍ସ ସୋ’ରୁମ୍ ମୂଲ୍ୟ ୩୯,୯୯୦ ଟଙ୍କା ରହିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Over 1 Lakh Citizens Witness the Historic “Nyaya Sanhita” Exhibition as Bhubaneswar Becomes the Epicentre of India’s New Justice Era

Over 1 Lakh Citizens Witness the Historic “Nyaya Sanhita” Exhibition as Bhubaneswar Becomes the Epicentre of India’s New Justice Era

March 12, 2026
ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026
ମହିଳା ଦିବସ ଅବସରରେ ଆଫସାର ହର୍ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ୯ଜଣ ମହିଳା ଚେଞ୍ଜମେକର ଏବଂ ୧୨ଜଣ ହର୍ ଓଡ଼ିଶା ଏକ୍ସିଲେନ୍ସ ଆୱାର୍ଡ଼ରେ ସମ୍ମାନିତ

AAFSA’s “Her Odisha” Program on the Occasion of International Women’s Day

March 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Over 1 Lakh Citizens Witness the Historic “Nyaya Sanhita” Exhibition as Bhubaneswar Becomes the Epicentre of India’s New Justice Era

Over 1 Lakh Citizens Witness the Historic “Nyaya Sanhita” Exhibition as Bhubaneswar Becomes the Epicentre of India’s New Justice Era

March 12, 2026
ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version