• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସପ୍ତାହନ୍ତ ସଟଡ଼ାଉନକୁ ନେଇ ବଢୁଛି ଦ୍ୱନ୍ଦ : ଚିନ୍ତାରେ ବ୍ୟବସାୟୀ କରୋନା ଚିନ୍ତା , ଯାଇଛି ଜୀବନ ଜୀବିକା  ଘାରିଛି ଚିନ୍ତା

Proprietor Abhimanyu Maharana by Proprietor Abhimanyu Maharana
May 29, 2021
in ଓଡ଼ିଶା, ଗଞ୍ଜାମ, ହୋମ୍
0
ସପ୍ତାହନ୍ତ ସଟଡ଼ାଉନକୁ ନେଇ ବଢୁଛି ଦ୍ୱନ୍ଦ : ଚିନ୍ତାରେ ବ୍ୟବସାୟୀ କରୋନା ଚିନ୍ତା , ଯାଇଛି ଜୀବନ ଜୀବିକା  ଘାରିଛି ଚିନ୍ତା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ ( ୨୯ ମଇ , ଶନିବାର ) ହିଞ୍ଜିଳିକାଟୁ :-   ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଦ୍ୱିତୀୟ ଲହରକୁ ନେଇ ଦୀର୍ଘ ୧ମାସ ଧରି ସାରା ରାଜ୍ୟବାସୀ ଚିନ୍ତାରେ ରହିଥିବା ବେଳେ ରାଜ୍ୟ ସରକାର ମଧ୍ୟ ଏହାର ମୁକାବିଲା ପାଇଁ ବିଭିନ୍ନ ପ୍ରକାରର ଉଦ୍ୟମ ଜାରି ରଖିଛନ୍ତି । ଅନ୍ୟ ରାଜ୍ୟ ମାନଙ୍କ ଅପେକ୍ଷା ଓଡ଼ିଶାର ସ୍ଥିତି ଅପେକ୍ଷାକୃତ ଭଲ ରହିଥିଲେ ମଧ୍ୟ କରୋନା ସଂକ୍ରମଣର ଭୟ ଲୋକଙ୍କ ମନରୁ ଯାଇନାହିଁ । ଗତ ୫ ତାରିଖ ଠାରୁ ଲକଡ଼ାଉନ ଜାରି କରାଯାଇଥବା ବେଳେ ଆସନ୍ତା ୧ ତାରିଖ ସକାଳ ପର୍ଯ୍ୟନ୍ତ ସମୟ କାର୍ଯ୍ୟକାରୀ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୪ ଦିନିଆ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୧ ଦିନିଆ ଲକଡ଼ାଉନ ଘୋଷଣା କରାଯାଇଛି । ଘୋଷଣା ଅନୁସାରେ ଲକଡ଼ାଉନ ସମୟସୀମା ଶେଷ ହେବାକୁ ଆଉ ମାତ୍ର ୨ ଦିନ ବାକି ରହିଥିବା ବେଳେ ଆଗାମୀ ଦିନରେ ଲକଡ଼ାଉନ ସମୟସୀମା ବଢିବ ନା ହଟିବ ସେ ନେଇ ଚିନ୍ତା ଘାରିଛି ।

ଲକଡ଼ାଉନକୁ ନେଇ ସହରର ବହୁ ବୁଦ୍ଧିଜୀବି ଓ ବହୁ ବ୍ୟବସାୟୀ ଭିନ୍ନ ଭିନ୍ନ ମତପୋଷଣ କରିଛନ୍ତି । କିଛି ଲୋକଙ୍କ ମତରେ ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ଲକଡ଼ାଉନ ସମେତ ସମସ୍ତ ପ୍ରକାରର କଟକଣା ଜାରି ରହିବା ଉଚିତ ବୋଲି କହୁଥିବା ବେଳେ କିଛି ଲକଡ଼ାଉନ ଯୋଗୁଁ ଜୀବିକା ସମ୍ପୁର୍ଣ୍ଣ ଲୋପ ହୋଇଯିବ ବୋଲି କହିଛନ୍ତି । ସ୍ଥାନୀୟ ଅଂଚଳରର ବଡ଼ ବଡ଼ ବ୍ୟବସାୟୀ ମାନେ ଲକଡ଼ାଉନରେ ସେତେଟା ପ୍ରଭାବିତ ହୋଇନଥିବା ବେଳେ କ୍ଷୁଦ୍ର ଓ ଫୁଟପାଥ ବ୍ୟବସାୟୀ ମାନେ ଜୀବିକା ଏପ ପ୍ରକାରର ହରାଇବାକୁ ବସିଲେଣି । ଲକଡ଼ାଉନ ଘୋଷଣା ସକାଶେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ କରିଛନ୍ତି । ରାଜ୍ୟ ସରକାର ଏ ନେଇ ରାଜ୍ୟର ବିଭିନ୍ନ ଜିଲ୍ଲାର ସଂକ୍ରମଣ ସ୍ଥିତିକୁ ନେଇ ଯାହାକିଛି ନିଷ୍ପତି ଗ୍ରହଣ କରିବେ ବୋଲି ପୂର୍ବାନୁମାନ କରାଯାଉଛି ।

ପ୍ରଥମେ ରାଜ୍ୟରେ ନାଇଟକର୍ଫ୍ୟୁ (ରାତି ୧୦ରୁ ସକାଳ ୫), ଏପ୍ରିଲ ଶେଷ ସପ୍ତାହରୁ ୨ ଦି୍‌ନିଆ (ଶନି ଓ ରବିବାର) ସପ୍ତାହନ୍ତ ସଟଡ଼ାଉନ ଓ ପରେ ଚଳିତ ମାସ ୫ ତାରିଖ ଠାରୁ ଲକଡ଼ାଉନ ଘୋଷଣା କରାଯାଇଛି । ସପ୍ତାହନ୍ତ ସଟଡ଼ାଉନ ସମୟରେ ଔଷଧ ଦୋକାନକୁ ବାଦ ଦେଲେ ଅନ୍ୟ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରଖିବାକୁ କଟକଣା ଜାରି କରାଯାଇଥିବା ବେଳେ ଲକଡ଼ାଉନ ସମୟରେ କେବଳ ସକାଳ ୭ଟାରୁ ୧୧ଟା ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ବଜାର ଖୋଲା ରଖିବା ସହ ପଂଚସୂତ୍ରୟୀ ନିୟମକୁ କଡ଼ାକଡ଼ି ପାଳନ କରିବା ସକାଶେ ନିର୍ଦ୍ଦେଶ ରହିଛି । ଏପରି ପରିସ୍ଥିତିରେ ପୂର୍ବାପେକ୍ଷା କରୋନା ସଂକ୍ରମିତଙ୍କ ସଂଖ୍ୟା କମିଛି । ଅନ୍ୟପକ୍ଷରେ ରାଜ୍ୟର ସମସ୍ତ ଅଂଚଳରେ ପ୍ରତିଷେଧକ ଭାବେ କରୋନା ଟିକା ଲୋକଙ୍କୁ ଦିଆଯାଉଛି । ଏଭଳି ସ୍ଥିତିରେ ରାଜ୍ୟ ସରକାର ଲକଡ଼ାଉନ ନେଇ କଣ ନିଷ୍ପତି ଗ୍ରହଣ କରିବେ ସେ ନେଇ ସମସ୍ତେ ଚାହିଁ ବସିଛନ୍ତି । ବଡ଼ ବଡ଼ ବ୍ୟବସାୟୀ ମାନେ ଲକଡ଼ାଉନ ଜାରି ରଖବିା ପାଇଁ ମତ ପ୍ରକାଶ କରିଥିବା ବେଳେ ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ଲକଡ଼ାଉନ ଏକାନ୍ତ ଆବଶ୍ୟକ କିନ୍ତୁ କଟକଣା କୋହଳ ସହ କ୍ଷୁତ୍ର ବ୍ୟବସାୟୀ ମାନଙ୍‌କୁ ଏଭଳି ସମୟରେ ସରକାରୀ ସହାୟତା ପ୍ରଦାନ କରିବା ସହ ଲକଡ଼ାଉନ ଅବଧି ବୃଦ୍ଧି କରାଯାଉ ବୋଲି ମତ ପ୍ରକାଶ କରିଛନ୍ତି । (ରିପୋର୍ଟ : ଶୁସାନ୍ତ ପ୍ରଧାନ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

May 6, 2026
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

May 6, 2026
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version