No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୩ ମଇ ରବିବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡ଼ା ପଞ୍ଚାୟତ ଅଧିନରେ ଥିବା କେନ୍ଦୁ ବଣିଆଁ ଆଦିବାସୀ ଗ୍ରାମ ରେ କନ୍ଧମାଳ ସାଂସଦ ଡ ଅଚ୍ୟୁତ ସାମନ୍ତ ଏବଂ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ତରଫରୁ ମାସ୍କ ବଣ୍ଟନ କରାଯାଇଛି ।
ନୂଆଗାଁ ବ୍ଲକ୍ ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ସା ଶମଲ କେନ୍ଦୁ ବଣିଆଁ ଗ୍ରାମ କୁ ଯାଇ ଲୋକ ମାନଙ୍କୁ କରୋନା ସଚେତନତା କରିବା ସହ ସାଂସଦ ଓ ଦଶପଲ୍ଲା ବିଧାୟକ ଙ୍କ ତରଫରୁ ପ୍ରଦାନ କରାଯାଇଥିବା ମାସ୍କ ଓ ସାବୁନ୍ ବଣ୍ଟନ କରିଥିଲେ ।
No Result
View All Result