• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡ଼ିଶାରେ ୱିର ଗିଗାନେଟ୍ ସବୁଠୁ ଦ୍ରୁତ ୪ଜି ନେଟ୍‌ୱର୍କ : ଓକ୍‌ଲା

Proprietor Abhimanyu Maharana by Proprietor Abhimanyu Maharana
May 11, 2021
in ଓଡ଼ିଶା, ବାଣିଜ୍ୟ, ହୋମ୍
0
ଓଡ଼ିଶାରେ ୱିର ଗିଗାନେଟ୍ ସବୁଠୁ ଦ୍ରୁତ ୪ଜି ନେଟ୍‌ୱର୍କ : ଓକ୍‌ଲା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୧ ମଇ ମଙ୍ଗଳବାର )ଭୁବନେଶ୍ୱର :- କ୍ରମାଗତ ତୃତୀୟ ତ୍ରୟମାସ ଲାଗି ସାରା ଭାରତରେ ୱିର ଗିଗାନେଟ୍‌କୁ ଦ୍ରୁତ ୪ଜି ନେଟ୍‌ୱର୍କର ମାନ୍ୟତା ପ୍ରଦାନ କରିଲା ଓକ୍‌ଲା । ଓକ୍‌ଲା ହେଉଛି ଫିକ୍ସଡ୍ ବ୍ରଡବ୍ୟାଣ୍ଡ୍ ଓ ମାବାଇଲ୍ ଟେଷ୍ଟିଂ ଆପ୍ଲିକେସନ୍‌ , ଡାଟା ଏବଂ ଆନାଲିିସିସ୍‌ର ବିଶ୍ୱସ୍ତରୀୟ ସଂସ୍ଥା । ୨୦୨୧ ଜାନୁଆରି- ମାର୍ଚ ତ୍ରୟମାସରେ ଅନ୍ୟ ଅପରେଟରମାନଙ୍କ ତୁଳନାରେ ୱିର ଗିଗାନେଟ୍‌ ଅଧିକ ଦ୍ରୁୁତ ୪ଜି ନେଟ୍‌ୱର୍କ ପ୍ରଦାନ କରିଛି । ଫଳରେ ଏହା ଏକମାତ୍ର ଅପରେଟର ଭାବେ ସର୍ବଭାରତୀୟ ସ୍ତରରେ କ୍ରମାଗତ ତୃତୀୟ ତ୍ରୟମାସ ଲାଗି ଦ୍ରୁତ ୪ଜି ସ୍ପିଡ୍ ପ୍ରଦାନ କରିଛି । ଓଡ଼ିଶାରେ ୱିର ଗିଗାନେଟ୍ ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍‌ ଚାର୍ଟରେ ଭୁବନେଶ୍ୱର ଓ ରାଉରକେଲା ଭଳି ପ୍ରମୁଖ ସହରରେ ଏବଂ ଖୋର୍ଦ୍ଧା, ବାଲେଶ୍ୱର ଓ ସମ୍ବଲପୁର ଭଳି ପ୍ରମୁଖ ଅଞ୍ଚଳରେ ଶୀର୍ଷ ସ୍ଥାନରେ ରହିଛି । ଓକ୍‌ଲା ସ୍ପିଡ୍ ଟେଷ୍ଟ ଇେଌକ୍ଷଗ୍ଧ;ଲିଜେନ୍ସ ଡାଟାରୁ ଏହା ଜଣାପଡ଼ିଛି । ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଗୁଜରାଟ, ପଶ୍ଚିମବଙ୍ଗ, ଦିଲ୍ଲୀ , କେରଳ, ମଧ୍ୟପ୍ରଦେଶ , ଛତିଶଗଡ଼, ଓଡ଼ିଶା, ଝାଡ଼ଖଣ୍ଡ, ସିକ୍କିମ୍‌ , ଆସାମ , ମଣିପୁର, ତ୍ରୀପୁରା ଓ ମିଜୋରାମ ଭଳି ୧୬ଟି ରାଜ୍ୟରେ ୱିର ଗିଗାନେଟ୍ ଦ୍ରୁତତମ ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ପ୍ରଦାନ କରିଥିବା ବେଳେ ମୁମ୍ବାଇ, ଦିଲ୍ଲୀ ଏନ୍‌ସିଆର୍ ଓ

କୋଲ୍‌କାତା ସମେତ ୧୩୫ଟି ସହରରେ ମଧ୍ୟ ଏହା ଦ୍ରୁତତମ ୪ଜି ହାରାହାରି ଡାଉନ୍‌ଲୋଡ୍ ସ୍ପିଡ୍ ପ୍ରଦାନ କରିଛି । ଏ ସମ୍ପର୍କରେ ଭୋଡାଫୋନ୍ ଆଇଡିଆ ଲିମିଟେଡ୍‌ର ଏମ୍‌ଡି ଓ ସିଇଓ ରବିନ୍ଦର ଟକ୍କର କହିଛନ୍ତି ଯେ, “୨୦୨୦-୨୧ ବର୍ଷର ଅଧିକାଂଶ ସମୟ, ଯେଉଁ ସମୟରେ ଲୋକମାନେ ଏବଂ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ଟେଲିକମ୍ ସଂଯୋଗ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ରହିଥିଲେ ସେହି ସମୟରେ ଦ୍ରୁତତମ ୪ଜି ନେଟୱାର୍କ ଭାବେ ୱି ରହିବା ଆମକୁ ଅତ୍ୟନ୍ତ ସନ୍ତୋଷ ପ୍ରଦାନ କରିଛି । ଏହି ବର୍ଷ ଡାଟା ବ୍ୟବହାରରେ ବହୁ ଗୁଣା ବୃଦ୍ଧି ହେବାରୁ ଟେଲିକମ୍ ନେଟ୍‌ୱର୍କ ଉପରେ ପ୍ରବଳ ଚାପ ପଡ଼ିଥିଲା । ଆମେ ନେଟୱର୍କ ଦକ୍ଷତାରେ ଉନ୍ନତି ଆଣିଥିଲୁ ଏବଂ ଆମର ନେଟ୍‌ୱର୍କ ଯୋଦ୍ଧା ମାନେ ଲକଡାଉନ୍ ନିୟମ ଓ ସାମାଜିକ ଦୂରତ୍ୱ ଉ୧ – ଠକ୍ଟୟବଲକ୍ଟଦ୍ଭର ଓୟରବ ଋଙ୍ଘଗ୍ଧରକ୍ସଦ୍ଭବକ୍ଷ ପ୍ରୋଟୋକଲ୍‌କୁ ପାଳନ କରିଥିଲେ ଏବଂ ୱି ଗ୍ରାହକମାନେ ଯେଭଳି ଶ୍ରେଷ୍ଠ ନେଟୱର୍କ ଅନୁଭୂତି ପାଇବେ ତାହାକୁ ନିଶ୍ଚିତ କରିଥିଲେ ଯାହା ସେମାନଙ୍କୁ ଆଗରେ ରହିବାରେ ସହାୟକ ହୋଇଥିଲା ।’’

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

March 14, 2026
ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

March 14, 2026
ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

March 14, 2026
ସାଇବର ଠକେଇ ୨ ଗିରଫ ୧୩ ଚେକବୁକ ୧୩ ପାସବୁକ ଜବତ

ସାଇବର ଠକେଇ ୨ ଗିରଫ ୧୩ ଚେକବୁକ ୧୩ ପାସବୁକ ଜବତ

March 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

March 14, 2026
ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

March 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version